ସେପ୍ଟେମ୍ବର
ଦେଖଣା
<< | ସେପ୍ଟେମ୍ବର | >> | ||||
ରବି | ସୋମ | ମଙ୍ଗଳ | ବୁଧ | ଗୁରୁ | ଶୁକ୍ର | ଶନି |
୧ | ୨ | ୩ | ୪ | ୫ | ୬ | |
୭ | ୮ | ୯ | ୧୦ | ୧୧ | ୧୨ | ୧୩ |
୧୪ | ୧୫ | ୧୬ | ୧୭ | ୧୮ | ୧୯ | ୨୦ |
୨୧ | ୨୨ | ୨୩ | ୨୪ | ୨୫ | ୨୬ | ୨୭ |
୨୮ | ୨୯ | ୩୦ | ||||
୨୦୨୫ |
ଗ୍ରେଗୋରିଆନ୍ କ୍ୟାଲେଣ୍ଡର ଅନୁଯାୟୀ ସେପ୍ଟେମ୍ବର ହେଉଛି ବର୍ଷର ନବମ ମାସ, ଏବଂ ଚାରୋଟି ୩୦ ଦିନିଆ ମାସ ମଧ୍ୟରୁ ତୃତୀୟ ମାସ । ଲାଟିନ୍ ଭାଷାରେ, ସେପ୍ଟେମ୍ (septem) ଅର୍ଥ ହେଉଛି "ସପ୍ତମ" । ଜାନୁଆରୀ ଓ ଫେବୃଆରୀ ମାସ ଯୋଡ଼ିହେବା ପୂର୍ବରୁ ସେପ୍ଟେମ୍ବର ହିଁ ରୋମାନ୍ କ୍ୟାଲେଣ୍ଡରର ସପ୍ତମ ମାସ ଥିଲା ।[୧] ଉତ୍ତର ଗୋଲାର୍ଦ୍ଧରେ, ଶରତ ଋତୁର ଆରମ୍ଭ ସାଧାରନତଃ ସେପ୍ଟେମ୍ବର ୧ରେ ହେଉଥିବା ବେଳେ ଦକ୍ଷିଣ ଗୋଲାର୍ଦ୍ଧରେ, ବସନ୍ତ ଋତୁର ଆରମ୍ଭ ୧ସେପ୍ଟେମ୍ବରରେ ।[୨]
ପାଳିତ ଦିବସ
[ସମ୍ପାଦନା]- ସେପ୍ଟେମ୍ବର ୦୮:ବାୟୁ ସେନା ଦିବସ
- ସେପ୍ଟେମ୍ବର ୦୫: ଗୁରୁ ଦିବସ (ଭାରତ)
- ସେପ୍ଟେମ୍ବର ୦୫: ଅନ୍ତଃରାଷ୍ଟ୍ରୀୟ ବଦାନ୍ୟତା ଦିବସ
- ସେପ୍ଟେମ୍ବର ୧୫: ଅନ୍ତଃରାଷ୍ଟ୍ରୀୟ ଗଣତନ୍ତ୍ର ଦିବସ
- ସେପ୍ଟେମ୍ବର ୨୧: ଆନ୍ତର୍ଜାତିକ ଶାନ୍ତି ଦିବସ
ଆଧାର
[ସମ୍ପାଦନା]- ↑ DelhiSeptember 26, India Today Web Desk New. "How did the month names originate?". India Today (in ଇଂରାଜୀ). Retrieved 6 February 2022.
{{cite web}}
: CS1 maint: numeric names: authors list (link) - ↑ "changing seasons". webarchive.nationalarchives.gov.uk. Retrieved 11 February 2022.
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |