ରୋଲ୍ ନଂ-୨୭ ସୁଜାତା ସେନାପତି
ଦେଖଣା
(Roll No - 27 Sujata Senapatiରୁ ଲେଉଟି ଆସିଛି)
ରୋଲ୍ ନଂ-୨୭ ସୁଜାତା ସେନାପତି | |
---|---|
ନିର୍ଦ୍ଦେଶକ | ଅଶୋକ ପତି |
ପ୍ରଯୋଜକ | ଦୀପକ ମିଶ୍ର |
କଳାକାର | ଅର୍ଚ୍ଚିତା ସାହୁ ମିହିର ଦାସ ଚୌଧୁରୀ ଜୟପ୍ରକାଶ ଦାସ ଜୀବନ ପଣ୍ଡା |
ସଙ୍ଗୀତ | ଗୁଡ୍ଲି ରଥ |
ଚିତ୍ରଗ୍ରହଣ | ଆର୍. ଭଗତ ସିଂହ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୨୧ ଫେବୃଆରୀ ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରୋଲ୍ ନଂ-୨୭ ସୁଜାତା ସେନାପତି, ୨୦୨୧ ମସିହାରେ ଦୂରଦର୍ଶରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦୀପକ ମିଶ୍ର । ଅଶୋକ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧] ସଙ୍ଗୀତକାର ଗୁଡ୍ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଅର୍ଚ୍ଚିତା ସାହୁ, ମିହିର ଦାସ, ଜୀବନ ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ, ପ୍ରୀତିରାଜ ଶତପଥୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ । ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । କଣ୍ଠଶିଳ୍ପୀ ଅନନ୍ୟା ଶ୍ରୀତମ ନନ୍ଦ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଏକା ଏକା" | ସୂର୍ଯ୍ୟ ମହାପାତ୍ର | ଅନନ୍ୟା ଶ୍ରୀତମ ନନ୍ଦ |
ଆଧାର
[ସମ୍ପାଦନା]- ↑ Bal, Sandip (10 February 2021). "Archita's next project is a woman-centric film - Times of India". The Times of India (in English). Retrieved 24 December 2021.
{{cite news}}
: CS1 maint: unrecognized language (link) - ↑ "Archita leaves fans surprised with new look for 'Roll No 27 – Sujata Senapati'". Mycitylinks (in English). 14 January 2021. Retrieved 24 December 2021.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରୋଲ୍ ନଂ-୨୭ ସୁଜାତା ସେନାପତି