ପ୍ରେମିକାୟ ନମ
ଦେଖଣା
(Premikaya Namahରୁ ଲେଉଟି ଆସିଛି)
ପ୍ରେମିକାୟ ନମ | |
---|---|
ନିର୍ଦ୍ଦେଶକ | ସୁଧାକର ବସନ୍ତ |
ପ୍ରଯୋଜକ | ସୁଶିଲ କୁମାର ସାହୁ |
ସଂଳାପ | ଦୀପକ ଜେନା |
କଳାକାର | ଋଷି ତନୁଶ୍ରୀ ସୟାଲ |
ସଙ୍ଗୀତ | ବିଘ୍ନାଞ୍ଜ ବ୍ୟାଣ୍ଡ୍ |
ଚିତ୍ରଗ୍ରହଣ | ଆର୍. ଭଗତ ସିଂହ |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୧୨ ସେପ୍ଟେମ୍ବର ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ପ୍ରେମିକାୟ ନମ, ୨୦୨୧ ମସିହାରେ ଦୂରଦର୍ଶରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁଶିଲ କୁମାର ସାହୁ । ଦୀପକ ଜେନା ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶକ ସୁଧାକର ବସନ୍ତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ବିଘ୍ନାଞ୍ଜ ବ୍ୟାଣ୍ଡ୍ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଋଷି, ତନୁଶ୍ରୀ ଓ ସୟାଲ । ଏହି କଥାଚିତ୍ରଟି ୧୨ ସେପ୍ଟେମ୍ବର ୨୦୨୧ରେ ତରଙ୍ଗ ଟିଭିରେ ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ପ୍ରଦୀପ କୁମାର ସାହୁ
- ତନୁଶ୍ରୀ
- ସୟାଲ
- ପିଣ୍ଟୁ ନନ୍ଦ
- ତ୍ରିଭୁବନ ପଣ୍ଡା
- ନମିତା ଦାସ
- ଐଶ୍ୱର୍ଯ୍ୟା
- ସୋମୁ
- ଅମର
- ସୁରା
- ବିଟୁ
- ଜ୍ଞାନ
- ଆୟୁଷ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିଘ୍ନାଞ୍ଜ ବ୍ୟାଣ୍ଡ୍ । ଗୀତିକାର ନିର୍ମଳ ନାୟକ, ତପୁ ନାୟକ ଓ ଦେବୀଦତ୍ତ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସତ୍ୟଜିତ ପ୍ରଧାନ, ଅସୀମା ପଣ୍ଡା, ଆଶୁତୋଷ ମହାପାତ୍ର, ନଭ୍ୟା ଜ୍ୟୋତି, ତାରିକ୍ ଅଜିଜ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ପ୍ରେମିକାୟ ନମଃ" | ନିର୍ମଳ ନାୟକ | ଆଶୁତୋଷ ମହାପାତ୍ର, ନଭ୍ୟା ଜ୍ୟୋତି | |
2. | "ସା ରା ରା" | ଦେବୀଦତ୍ତ ମହାନ୍ତି | ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ | |
3. | "ଜୀବନଟା ମୋହମାୟା" | ତପୁ ନାୟକ | ତାରିକ୍ ଅଜିଜ୍ |
ଆଧାର
[ସମ୍ପାଦନା]- ↑ OdiaMovieDB. "Premikaya Namah". Odia Movie Database - A Collate of Odia Cinema. Retrieved 2021-12-03.
ବାହାର ଆଧାର
[ସମ୍ପାଦନା]- ତରଙ୍ଗ ପ୍ଲସ୍ରେ ପ୍ରେମିକାୟ ନମ
- ଇଣ୍ଟରନେଟ ମୁଭି ଡାଟାବେସରେ ପ୍ରେମିକାୟ ନମ