ମୁଖାଗ୍ନି
ଦେଖଣା
(Mukhagniରୁ ଲେଉଟି ଆସିଛି)
ମୁଖାଗ୍ନି | |
---|---|
ନିର୍ଦ୍ଦେଶକ | ବିଶ୍ୱରଞ୍ଜନ ମହାନ୍ତି |
ସଂଳାପ | ପ୍ରିୟବ୍ରତ ପଣ୍ଡା |
ଚିତ୍ରନାଟ୍ୟ | ପ୍ରିୟବ୍ରତ ପଣ୍ଡା |
କାହାଣୀ | ସୁବାସିନୀ ମହାନ୍ତି ଇତିଶ୍ରୀ ସମାପିକା ସାମଲ |
କଳାକାର | ମନୋଜ ପଣ୍ଡା ପ୍ରିୟଙ୍କା ମହାପାତ୍ର ଦୁଷ୍ମନ୍ତ ପଣ୍ଡା କ୍ରିଷ୍ଣା କର ଶ୍ୱେତା ଆଚାର୍ଯ୍ୟ |
ସଙ୍ଗୀତ | ରଞ୍ଜନ |
ଚିତ୍ରଗ୍ରହଣ | ଦିଲ୍ଲୀପ କୁମାର ରାଉତ |
Production company | ହ୍ୱାଇଟ୍ କାନଭାସ ପ୍ରଡ଼କ୍ସନ |
ମୁକ୍ତିଲାଭ ତାରିଖ | ୨୭ ମାର୍ଚ୍ଚ ୨୦୨୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୁଖାଗ୍ନି ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ହ୍ୱାଇଟ୍ କାନଭାସ ପ୍ରଡ଼କ୍ସନଦ୍ୱାରା ଏହି କଥାଚିତ୍ରଟି ନିର୍ମାଣ କରାଯାଇଥିଲା । ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ସୁବାସିନୀ ମହାନ୍ତି ଓ ଇତିଶ୍ରୀ ସମାପିକା ସାମଲ । ପ୍ରିୟବ୍ରତ ପଣ୍ଡା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ବିଶ୍ୱରଞ୍ଜନ ମହାନ୍ତି ।[୧]
ମନୋଜ ପଣ୍ଡା, ପ୍ରିୟଙ୍କା ମହାପାତ୍ର, ଦୁଷ୍ମନ୍ତ ପଣ୍ଡା, କ୍ରିଷ୍ଣା କର, ଶ୍ୱେତା ଆଚାର୍ଯ୍ୟ, ଶୁଭମ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟି ୨୦୨୩ ମସିହାର ମାର୍ଚ୍ଚ ୨୭ ତାରିଖରେ ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ସ୍ୱତନ୍ତ୍ର ଭାବରେ ମୁକ୍ତିଲାଭ କରାଯାଇଥିଲା ।
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ରଞ୍ଜନ । ଗୀତିକାର ପ୍ରିୟବ୍ରତ ପଣ୍ଡା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "ମୁଖାଗ୍ନି". ସମ୍ବାଦ (in ଓଡ଼ିଆ). No. ଭୁବନେଶ୍ୱର. 29 August 2022. p. 2. Archived from the original on 21 August 2023. Retrieved 21 August 2023.
{{cite news}}
: CS1 maint: unrecognized language (link) - ↑ "ପାରିବାରିକ ଓଡ଼ିଆ ଛବି 'ମୁଖାଗ୍ନି'". ନିର୍ଭୟ. 3 September 2022. p. 10. Archived from the original on 21 August 2023. Retrieved 21 August 2023.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୁଖାଗ୍ନି