ମୁଁ ତୁମେ ଲକ୍‌ଡାଉନ୍

ଉଇକିପିଡ଼ିଆ‌ରୁ
(Mu Tume Lockdownରୁ ଲେଉଟି ଆସିଛି)
ମୁଁ ତୁମେ ଲକ୍‌ଡାଉନ୍
ନିର୍ଦ୍ଦେଶକଦ୍ୱିପାୟନ ମଜୁମଦାର
ଚିତ୍ରନାଟ୍ୟଆଲୋକ ରାୟ
କଳାକାରଦୀପିକା ତ୍ରିପାଠୀ
ବିଶ୍ୱଭୂଷଣ ପଣ୍ଡା
ସଙ୍ଗୀତଗୁଡ୍‌ଲି ରଥ
ଚିତ୍ରଗ୍ରହଣଦ୍ୱିପାୟନ ମଜୁମଦାର
ମୁକ୍ତିଲାଭ ତାରିଖ
୧୪ ଜୁନ ୨୦୨୦
ଦେଶ ଭାରତ
ଭାଷାଓଡ଼ିଆ

ମୁଁ ତୁମେ ଲକ୍‌ଡାଉନ୍, ୨୦୨୦ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଆଲୋକ ରାୟ । ଦ୍ୱିପାୟନ ମଜୁମଦାର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍‌ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୧]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଦୀପିକା ତ୍ରିପାଠୀ ଓ ବିଶ୍ୱଭୂଷଣ ପଣ୍ଡା । ଏହି କଥାଚିତ୍ରଟି ୨୦୨୦ ମସିହାର ଜୁନ ୧୪ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା । ୨୦୨୦ ମସିହାର ଲକ୍‌ଡାଉନ୍ ସମୟରେ ସମ୍ପୂର୍ଣ୍ଣ ଭାବେ ମୋବାଇଲ ‌ଫୋନ୍‌ରେ ଏହି କଥାଚିତ୍ରଟିର ସୁଟିଂ କରାଯାଇଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍‌ଲି ରଥ[୨] ଗୀତିକାର ସୂର୍ଯ୍ୟ ମହାପାତ୍ର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ୱୟମ ପାଢ଼ୀ, ଲିପ୍ସା ମହାପାତ୍ର, ଶଶାଙ୍କ ଶେଖର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଏତେ ଖୁସି" 
2."ଏଇ ହୃଦୟ" 
3."ତତେ ଦେଖୁ ଦେଖୁ ଏଇ ମନ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଜି ସାର୍ଥକରେ ଆଜି 'ମୁଁ ତୁମେ ଲକ୍‌ଡାଉନ୍‌' | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 13 June 2020. Archived from the original on 13 January 2022. Retrieved 13 January 2022.
  2. "ମୁଁ, ତୁମେ ଓ ଲକ୍‌ଡାଉନ୍ | Sambad". ସମ୍ବାଦ. sambad.in. 5 July 2021. Archived from the original on 14 November 2021. Retrieved 14 November 2021.

ବାହାର ଆଧାର[ସମ୍ପାଦନା]