ଲଭ୍ ଏକ୍ସପ୍ରେସ୍

ଉଇକିପିଡ଼ିଆ‌ରୁ
(Love Expressରୁ ଲେଉଟି ଆସିଛି)
ଲଭ୍ ଏକ୍ସପ୍ରେସ୍
ନିର୍ଦ୍ଦେଶକରମେଶ ରାଉତ
ପ୍ରଯୋଜକସୀତାରାମ ଅଗ୍ରୱାଲ
ନମିତା ଅଗ୍ରୱାଲ
ସଂଳାପନିର୍ମଳ ନାୟକ
କାହାଣୀସିଦ୍ଧାର୍ଥ ଅଗ୍ରୱାଲ
କଳାକାରସ୍ୱରାଜ ବାରିକ
ସନ୍‌ମୀରା ନାଗେଶ
ବବି ମିଶ୍ର
ପିଣ୍ଟୁ ନନ୍ଦ
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣପ୍ରତାପ ରାଉତ
ସମ୍ପାଦକରାଜେଶ ଦାସ
ମୁକ୍ତିଲାଭ ତାରିଖ
୨୮ ଡିସେମ୍ବର ୨୦୧୮[୧]
ଦେଶ ଭାରତ
ଭାଷାଓଡ଼ିଆ

ଲଭ୍ ଏକ୍ସପ୍ରେସ୍, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨][୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୀତାରାମ ଅଗ୍ରୱାଲ ଓ ନମିତା ଅଗ୍ରୱାଲ ।[୩] ସିଦ୍ଧାର୍ଥ ଅଗ୍ରୱାଲ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୪] ରମେଶ ରାଉତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୫] ଏହି କଥାଚିତ୍ରଟି ୨୦୧୮ ମସିହା ଗଣେଶ ପୂଜା ସମୟରେ ମୁକ୍ତିଲାଭ କରିବାର ଯୋଜାନ କରିଥିଲା, ମାତ୍ର ଏହାର ସୁଟିଂ ଶେଷ ନ ହେବାରୁ ମୁକ୍ତିଲାଭ କରିପାରିନଥିଲା ।[୬] ଶେଷରେ ଏହି କଥାଚିତ୍ରଟିର ୨୮ ଡିସେମ୍ବର ୨୦୧୮ରେ ମୁକ୍ତିଲାଭ କରିଥିଲା ।[୭]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ ଓ ସନ୍‌ମୀରା ନାଗେଶ ।[୪] ବବି ମିଶ୍ର, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୧୦] ଗୀତିକାର ନିର୍ମଳ ନାୟକଅରୁଣ ମନ୍ତ୍ରୀ ଏହି କଥାଚିତ୍ରଟିରେ ଗୀତ ରଚନା କରିଥିଲେ ।[୫] ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ନିବେଦିତା, ଅସୀମା ପଣ୍ଡା, ମଣ୍ଟୁ ଛୁରିଆ, ଅର୍ପିତା ଚୌଧୁରୀ, ଆର୍ ଏସ୍ କୁମାର, ସ୍ୱୟମ୍ ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୧୧]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଏଲିନା ଭୂମିକା ଶିବାନୀ ହେଲେଣି ଟେନ୍‌ସନ"ଆର୍ ଏସ୍ କୁମାର 
2."ଗୋଲ୍ କିପର ଥିଲେ କ'ଣ ଗୋଲ୍ ହୁଏନି"  
3."ଆୱାରା ଦିଲ୍ ମୋ କହେ"  
4."ଲଭ୍ ଏକ୍ସପ୍ରେସ"  
5."ତୁ ଏତେ ଭଲ କାହିଁକି ହେଲୁ"  
6."ମନ ଦେଇ ଗୋଟେ ଗେଣ୍ଡୁଫୁଲ"  

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଫ୍ରାଇଡେ ରିଲିଜ୍‌: ଆଜି ଆସୁଛି 'ଲଭ୍‌ ଏକ୍ସପ୍ରେସ୍‌'". Sambad. 27 December 2018. Retrieved 28 December 2018.
  2. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  3. "ସମ୍ବିତଙ୍କ ପ୍ରେମ". ସମାଜ ରବିବାର. ଓଡ଼ିଶା. 23 December 2018. p. ୮. Archived from the original on 27 December 2018. Retrieved 27 December 2018.
  4. ୪.୦ ୪.୧ "'ଲୈଲା ଓ ଲୈଲା' ଯୋଡି ଫେରିଲେ ଓଲିଉଡକୁ | Sambad". Sambad. 19 July 2018. Archived from the original on 24 August 2018. Retrieved 8 September 2018.
  5. ୫.୦ ୫.୧ "ପୁଣି 'ଲୈଲା' ଯୋଡ଼ି". ସମାଜ (ରବିବାର). 22 July 2018. Archived from the original on 8 September 2018. Retrieved 28 July 2018.
  6. "କାହିଁକି ଗଣେଶ ପୂଜାରେ ଆସିଲାନି 'ଲଭ ଏକ୍ସପ୍ରେସ୍‌' , ଜାଣନ୍ତୁ କେଉଁ ଓଡ଼ିଆ ସିନେମା ରିଲିଜ୍‌ ହେଲା ? | Sambad". Sambad (in Odia). ଓଡ଼ିଶା. 13 September 2018. Archived from the original on 16 September 2018. Retrieved 14 September 2018.{{cite news}}: CS1 maint: unrecognized language (link)
  7. Bureau, Samajalive (27 December 2018). "ଶୁକ୍ରବାର ପ୍ରେକ୍ଷାଳୟକୁ ଆସିବ ସିଦ୍ଧାର୍ଥ ମ୍ୟୁଜିକ୍‌ର ୨୪ତମ ଚଳଚ୍ଚିତ୍ର 'ଲଭ୍‌ ଏକ୍ସପ୍ରେସ୍‌' | Samaja Live". Retrieved 28 December 2018.
  8. ସାହୁ, ଅସମାପିକା. "ଧରିତ୍ରୀ ଆଳାପ: ନୂଆ ନୂଆ ଷ୍ଟୋରିକୁ ନେଇ ଫିଲ୍ମ ହେଉ-ସନ୍‌ମିରା ନଗେଶ - Dharitri.Com". Dharitri.com (in Odia). ଓଡ଼ିଶା. Archived from the original on 26 August 2018. Retrieved 8 September 2018.{{cite news}}: CS1 maint: unrecognized language (link)
  9. "ପରଦାରେ ନାୟକ ସ୍ୱରାଜଙ୍କ ଭାଇ ଭୂମିକା କରି ଏବେ ଚର୍ଚ୍ଚାରେ ଅଛନ୍ତି ଏହି ଅଭିନେତା | Sambad". Sambad (in Odia). Odisha. 27 September 2018. Archived from the original on 30 September 2018. Retrieved 2 October 2018.{{cite news}}: CS1 maint: unrecognized language (link)
  10. "ଅପକମିଂ ଓଡ଼ିଆ ସିନେମା 'ଲଭ ଏକ୍ସପ୍ରେସ୍' ବିଷୟରେ କିଛି ରୋଚକ ତଥ୍ୟ". OdishaLIVE (in Odia). ଓଡ଼ିଶା. 30 July 2018. Archived from the original on 28 October 2020. Retrieved 8 September 2018.{{cite news}}: CS1 maint: unrecognized language (link)
  11. "ନୂଆବର୍ଷରେ ଗଡିବ 'ଲଭ୍ ଏକ୍ସପ୍ରେସ୍'". newodishatimes. 16 December 2018. Retrieved 28 December 2018.[permanent dead link]

ବାହାର ଆଧାର[ସମ୍ପାଦନା]