କଟି ପତଙ୍ଗ

ଉଇକିପିଡ଼ିଆ‌ରୁ
(Kati Patangରୁ ଲେଉଟି ଆସିଛି)
କଟି ପତଙ୍ଗ
ନିର୍ଦ୍ଦେଶକକୁମାର ସରୋଜ
ପ୍ରଯୋଜକଦେବେନ୍ଦ୍ର ନାଥ ସାହୁ
ସଂଳାପଅଜୟ ସାମଲ
ଚିତ୍ରନାଟ୍ୟକୁମାର ସରୋଜ
କାହାଣୀମଧୁସ୍ମିତା ଦାସ
କଳାକାରଅଭିଶେକ ରଥ
ଅନନ୍ୟା
ଉତ୍ତମ ମହାନ୍ତି
ରାଣୀ ପ୍ରିୟଦର୍ଶିନୀ
ଅସିତ ପତି
ଅଜିତ ଦାସ
ସଙ୍ଗୀତଏସ୍. ଚନ୍ଦ୍ରକାନ୍ତ
ମୁକ୍ତିଲାଭ ତାରିଖ
୧୨ ଅପ୍ରେଲ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

କଟି ପତଙ୍ଗ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବେନ୍ଦ୍ର ନାଥ ସାହୁ ।[୨][୩] ମଧୁସ୍ମିତା ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୧] ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୪] କୁମାର ସରୋଜ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ ଏବଂ ଅନନ୍ୟା ।[୫] ଆର୍କେ, ରାଣୀ ପ୍ରିୟଦର୍ଶିନୀ, ଅସିତ ପତି, ଅଜିତ ଦାସ, ମନୀଷା ମିଶ୍ର, ସରୋଜ ଦାସ, କାଳୀ, କୁଲୁ, ଦେବ, ଅଶୋକ, ପ୍ରତାପ, ପ୍ରିୟଙ୍କା, ପ୍ରିନ୍ସ, ଆର୍ଯ୍ୟନ, ବିଷ୍ଣୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫][୬]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ ।[୫]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ନାଲି ପାଣି ସାଙ୍ଗକୁ ଆଚାର" 
2."ଟିକେ ଟିକେ" 
3."ଏ ଦିଲ୍ କହେ" 

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଆଜି ମୁକ୍ତିଲାଭ କଲା ବହୁ ପ୍ରତିକ୍ଷୀତ ଓଡ଼ିଆ ସିନେମା କଟି ପତଙ୍ଗ । | Kanak Lifestyle". OllyBolly (in ଆମେରିକୀୟ ଇଂରାଜୀ). 2019-04-12. Archived from the original on 2019-05-02. Retrieved 2019-05-02.
  2. "ଆସୁଛନ୍ତି ଅଭିଷେକ". ସମାଜ (ରବିବାର). ଭୁବନେଶ୍ୱର. 20 January 2019. Archived from the original on 25 January 2019. Retrieved 25 January 2019.
  3. Dharitri. "Odia News Online - Odisha Latest Breaking News | Odisha Current Headlines | Dharitri". Dharitri.com (in ଇଂରାଜୀ). Retrieved 2019-05-02.
  4. "ଆସୁଛି ପ୍ରେମ ଓ ବନ୍ଧୁତା ଉପରେ ଆଧାରିତ ସିନେମା 'କଟି ପତଙ୍ଗ'". Pratyasa (in ଆମେରିକୀୟ ଇଂରାଜୀ). 2019-01-21. Archived from the original on 2019-05-02. Retrieved 2019-05-02.
  5. ୫.୦ ୫.୧ ୫.୨ ୫.୩ "ଅଭିଷେକଙ୍କ ଅନୁତାପ". ସମାଜ. 25 March 2018. Retrieved 25 March 2018.[permanent dead link]
  6. "ଅଭିଷକ-ଅନନ୍ୟାଙ୍କ 'କଟି ପତଙ୍ଗ'". localwire.me. 4 April 2019. Retrieved 2019-05-02.{{cite web}}: CS1 maint: url-status (link)
  7. "ଫେରୁଛନ୍ତି ଓଲିଉଡର ଚକଲେଟି ହିରୋ". Sambad (in ଆମେରିକୀୟ ଇଂରାଜୀ). 2018-11-20. Archived from the original on 2019-05-02. Retrieved 2019-05-02.
  8. "ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା | Sambad". ସମ୍ବାଦ. sambad.in. 23 November 2021. Archived from the original on 27 December 2021. Retrieved 27 December 2021.

ବାହାର ଆଧାର[ସମ୍ପାଦନା]