କଟି ପତଙ୍ଗ
ଦେଖଣା
କଟି ପତଙ୍ଗ | |
---|---|
ନିର୍ଦ୍ଦେଶକ | କୁମାର ସରୋଜ |
ପ୍ରଯୋଜକ | ଦେବେନ୍ଦ୍ର ନାଥ ସାହୁ |
ସଂଳାପ | ଅଜୟ ସାମଲ |
ଚିତ୍ରନାଟ୍ୟ | କୁମାର ସରୋଜ |
କାହାଣୀ | ମଧୁସ୍ମିତା ଦାସ |
କଳାକାର | ଅଭିଶେକ ରଥ ଅନନ୍ୟା ଉତ୍ତମ ମହାନ୍ତି ରାଣୀ ପ୍ରିୟଦର୍ଶିନୀ ଅସିତ ପତି ଅଜିତ ଦାସ |
ସଙ୍ଗୀତ | ଏସ୍. ଚନ୍ଦ୍ରକାନ୍ତ |
ମୁକ୍ତିଲାଭ ତାରିଖ | ୧୨ ଅପ୍ରେଲ ୨୦୧୯ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କଟି ପତଙ୍ଗ, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଦେବେନ୍ଦ୍ର ନାଥ ସାହୁ ।[୨][୩] ମଧୁସ୍ମିତା ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ ।[୧] ଅଜୟ ସାମଲ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୪] କୁମାର ସରୋଜ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୫]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ ଏବଂ ଅନନ୍ୟା ।[୫] ଆର୍କେ, ରାଣୀ ପ୍ରିୟଦର୍ଶିନୀ, ଅସିତ ପତି, ଅଜିତ ଦାସ, ମନୀଷା ମିଶ୍ର, ସରୋଜ ଦାସ, କାଳୀ, କୁଲୁ, ଦେବ, ଅଶୋକ, ପ୍ରତାପ, ପ୍ରିୟଙ୍କା, ପ୍ରିନ୍ସ, ଆର୍ଯ୍ୟନ, ବିଷ୍ଣୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୫][୬]
ଅଭିନୟ
[ସମ୍ପାଦନା]- ଅଭିଶେକ ରଥ[୭][୮]
- ଅନନ୍ୟା
- ଆର୍. କେ.
- ଉତ୍ତମ ମହାନ୍ତି
- ରାଣୀ ପ୍ରିୟଦର୍ଶିନୀ
- ଅସିତ ପତି
- ଅଜିତ ଦାସ
- ମନୀଷା ମିଶ୍ର
- ସରୋଜ ଦାସ
- କାଳୀ
- କୁଲୁ
- ଦେବ
- ଅଶୋକ
- ପ୍ରତାପ
- ପ୍ରିୟଙ୍କା
- ପ୍ରିନ୍ସ
- ଆର୍ଯ୍ୟନ
- ବିଷ୍ଣୁ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ ।[୫]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ନାଲି ପାଣି ସାଙ୍ଗକୁ ଆଚାର" | |
2. | "ଟିକେ ଟିକେ" | |
3. | "ଏ ଦିଲ୍ କହେ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ଆଜି ମୁକ୍ତିଲାଭ କଲା ବହୁ ପ୍ରତିକ୍ଷୀତ ଓଡ଼ିଆ ସିନେମା କଟି ପତଙ୍ଗ । | Kanak Lifestyle". OllyBolly (in ଆମେରିକୀୟ ଇଂରାଜୀ). 2019-04-12. Archived from the original on 2019-05-02. Retrieved 2019-05-02.
- ↑ "ଆସୁଛନ୍ତି ଅଭିଷେକ". ସମାଜ (ରବିବାର). ଭୁବନେଶ୍ୱର. 20 January 2019. Archived from the original on 25 January 2019. Retrieved 25 January 2019.
- ↑ Dharitri. "Odia News Online - Odisha Latest Breaking News | Odisha Current Headlines | Dharitri". Dharitri.com (in ଇଂରାଜୀ). Retrieved 2019-05-02.
- ↑ "ଆସୁଛି ପ୍ରେମ ଓ ବନ୍ଧୁତା ଉପରେ ଆଧାରିତ ସିନେମା 'କଟି ପତଙ୍ଗ'". Pratyasa (in ଆମେରିକୀୟ ଇଂରାଜୀ). 2019-01-21. Archived from the original on 2019-05-02. Retrieved 2019-05-02.
- ↑ ୫.୦ ୫.୧ ୫.୨ ୫.୩ "ଅଭିଷେକଙ୍କ ଅନୁତାପ". ସମାଜ. 25 March 2018. Retrieved 25 March 2018.[permanent dead link]
- ↑ "ଅଭିଷକ-ଅନନ୍ୟାଙ୍କ 'କଟି ପତଙ୍ଗ'". localwire.me. 4 April 2019. Retrieved 2019-05-02.
{{cite web}}
: CS1 maint: url-status (link) - ↑ "ଫେରୁଛନ୍ତି ଓଲିଉଡର ଚକଲେଟି ହିରୋ". Sambad (in ଆମେରିକୀୟ ଇଂରାଜୀ). 2018-11-20. Archived from the original on 2019-05-02. Retrieved 2019-05-02.
- ↑ "ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା | Sambad". ସମ୍ବାଦ. sambad.in. 23 November 2021. Archived from the original on 27 December 2021. Retrieved 27 December 2021.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କଟି ପତଙ୍ଗ