Jump to content

ଜେନାମଣି

ଉଇକିପିଡ଼ିଆ‌ରୁ
(Jenamaniରୁ ଲେଉଟି ଆସିଛି)
ଜେନାମଣି
ଆରମ୍ଭ
ମୂଳ ଜାଗାଓଡ଼ିଶା
ଅଞ୍ଚଳଓଡ଼ିଶା
ଖାଇବାର ସବିଶେଷ
ମୂଳ ଉପାଦାନସୂଜି, ଘିଅ, କ୍ଷୀର, ଚିନି

ଜେନାମଣି ଜଗନ୍ନାଥଙ୍କ ପାଖରେ ଲାଗୁଥିବା ଏକ ଶୁଖିଲା ଭୋଗ (ନୈବେଦ୍ୟ), ଯାହାକି ଛପନ ଭୋଗରୁ ଅନ୍ୟତମ ।[][][]

ଉପାଦାନ

[ସମ୍ପାଦନା]

ଜେନାମଣି ପ୍ରସ୍ତୁତି ପାଇଁ ଆବଶ୍ୟକୀୟ ଉପାଦାନ:[]

  • ସୂଜି - ୧ କପ୍
  • ଘିଅ - ୧ କପ୍
  • ଗୁଣ୍ଡ ଚିନି - ୧/୨ କପ୍
  • କ୍ଷୀର - ୧/୩ କପ୍
  • ଅଳେଇଚ ଗୁଣ୍ଡ - ୧ ଚାମଚ
  • ତେଜପତ୍ର - ୨ଟି
  • ଲବଙ୍ଗ - ୨ଟି
  • ଖାଇବା କର୍ପୁର - ୧ ଚିମୁଟି
  1. ବାରିକ, ବିଚିତ୍ରାନନ୍ଦ (1 June 2007). "ଜଗନ୍ନାଥଙ୍କ ଜଣା ଅଜଣା ପ୍ରସଙ୍ଗ" (PDF). ଉତ୍କଳ ପ୍ରସଙ୍ଗ: ୧୨୨. Retrieved 24 June 2023.
  2. Bharat, E. T. V. (2023-09-07). "ଜନ୍ମାଷ୍ଟମୀରେ ଲାଗି ହୋଇଥାଏ ଛପନ ଭୋଗ, ଜାଣନ୍ତୁ ଏହା ପଛର ପୌରାଣିକ କଥାବସ୍ତୁ". ETV Bharat News. Retrieved 2024-07-15.
  3. Samantaray, Dillip Kumar (1 June 2006). "Offering Bhoga to Great Lord" (PDF). Orissa Review (June 2006): 14. Retrieved 15 July 2024.
  4. Foods, Odia (2021-07-11). "Mohan Bhoga Jenamani - OdiaFoods" (in ଆମେରିକୀୟ ଇଂରାଜୀ). Retrieved 2024-07-16.