ଗୁଡ୍ଡୁ ଆଣ୍ଡ ଗୁଡ୍ଡି

ଉଇକିପିଡ଼ିଆ‌ରୁ
(Guddu And Guddiରୁ ଲେଉଟି ଆସିଛି)
ଗୁଡ୍ଡୁ ଆଣ୍ଡ ଗୁଡ୍ଡି
ନିର୍ଦ୍ଦେଶକଶୁଭାଶିଷ ପତି
ପ୍ରଯୋଜକସୂର୍ଯ୍ୟକାନ୍ତ ସାମଲ
ଚିତ୍ରନାଟ୍ୟଶୁଭାଶିଷ ପତି
କାହାଣୀଶୁଭାଶିଷ ପତି
କଳାକାରସୂର୍ଯ୍ୟକାନ୍ତ ସାମଲ
ହିମିକା
ମିହିର ଦାସ
ସଲିଲ୍ ମିତ୍ର
ମାମୁନି ମିଶ୍ର
ଗୁଡ୍ଡୁ
ସଙ୍ଗୀତସିତୁ
ସଞ୍ଜୟ
ଚିତ୍ରଗ୍ରହଣଦୀପଙ୍କର
ମୁକ୍ତିଲାଭ ତାରିଖ
୨୩ ଫେବୃଆରୀ ୨୦୧୮[୧][୨]
ଦେଶ ଭାରତ
ଭାଷାଓଡ଼ିଆ

ଗୁଡ୍ଡୁ ଆଣ୍ଡ ଗୁଡ୍ଡି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪][୫][୬][୨][୭] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୂର୍ଯ୍ୟକାନ୍ତ ସାମଲ ।[୮][୯] ଶୁଭାଶିଷ ପତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧୦]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୂର୍ଯ୍ୟକାନ୍ତ ଏବଂ ହିମିକା ।[୧୧] ମିହିର ଦାସ, ସଲିଲ୍ ମିତ୍ର, ମାମୁନି ମିଶ୍ର, କିଶୋର ଖଣ୍ଡୁଆଳ, ଶୁଭ୍ରାଂଶୁ, ଦୁଷ୍ମନ୍ତ ପତି, ଗୁଡ୍ଡୁ, ରାଜା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯] ଏହି ଚଳଚ୍ଚିତ୍ରଟି ୟୁ/ଏ ସାର୍ଟିଫିକେଟ୍ ମିଳିଥିଲା ।[୧୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ଜଗତରେ ଉଠିଥିବା କାଷ୍ଟିଂ କାଉଚ୍ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି । ଏହି ଚଳଚ୍ଚିତ୍ରଟିର ନାୟିକା କାଷ୍ଟିଂ କାଉଚ୍‌ରେ ଶୀକାର ହୁଏ ଏବଂ ନାୟକ ସ‌ହ ପରିଚିତ ହୁଏ । ଏହାପରେ ଉଭୟଙ୍କ ମଧ୍ୟ ଗଢ଼ିଉଠେ ପ୍ରେମ ସମ୍ପର୍କ ।[୧୦]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସିତୁ ଓ ସଞ୍ଜୟ ।[୧୪] ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ସତ୍ୟାନନ୍ଦ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଗୁଡ୍ଡୁ ଆଣ୍ଡ ଗୁଡ୍ଡି" 
2."ତୋ ଦେହର ରଙ୍ଗରେ" 

ଆଧାର[ସମ୍ପାଦନା]

  1. "ଆଜି ଶୁଭମୁକ୍ତି : ଓଡ଼ିଆ ସିନେମା 'ଗୁଡ୍ଡୁ ଆଣ୍ଡ୍‌ ଗୁଡ୍ଡି'". sambad.in. 23 February 2018. Retrieved 27 February 2018.
  2. ୨.୦ ୨.୧ "ଆଜି ଶୁଭମୁକ୍ତିି : 'ଗୁଡ଼ୁ ଆଣ୍ଡ୍‌ ଗୁଡ଼ି'". sambad.in. 8 February 2018. Retrieved 17 February 2018.
  3. "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍‌ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
  4. "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.{{cite news}}: CS1 maint: unrecognized language (link)
  5. "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍‌ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
  6. "ପ୍ରଥମ ତିନି ମାସରେ ଏହି ସବୁ ଓଡ଼ିଆ ସିନେମା ରିଲିଜ୍‌ ହୋଇଛି". sambad.in. 1 April 2018. Retrieved 2 April 2018.
  7. "ପ୍ରଥମ ଦୁଇମାସରେ ମାତ୍ର ତିନିଟି ଓଡ଼ିଆ ଛବି!". sambad.in. 28 February 2018. Retrieved 5 March 2018.
  8. "ଏମାନେ କେବଳ ଓଲିଉଡର ନବାଗତ ନାୟକ ନୁହନ୍ତି , ଜାଣନ୍ତୁ ଆଉ କ'ଣ". ସମ୍ବାଦ. ଭୁବନେଶ୍ୱର: sambad.in. 30 June 2018. Archived from the original on 14 December 2022. Retrieved 14 December 2022.
  9. ୯.୦ ୯.୧ "ଗୁଡ୍ଡୁ-ଗୁଡ୍ଡିଙ୍କ ପ୍ରେମ କାହାଣୀ". ସମାଜ. 4 February 2018. Retrieved 7 February 2018.[permanent dead link]
  10. ୧୦.୦ ୧୦.୧ "କାଷ୍ଟିଂ କାଉଚ୍‌ ପ୍ରସଙ୍ଗ ଉପରେ ଆଧାରିତ ଏହି ଆଗାମୀ ଓଡ଼ିଆ ସିନେମା !". sambad.in. 25 January 2018. Retrieved 7 February 2018.
  11. "ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
  12. "'ଗୁଡ଼ୁ ଆଣ୍ଡ୍‌ ଗୁଡ଼ି'କୁ ୟୁ/ଏ". sambad.in. 4 February 2018. Retrieved 17 February 2018.
  13. "ଚଳଚ୍ଚିତ୍ର 'ବାଳୀ: ଦ ସେଭିଅର୍‌'ରେ ଦର୍ଶକଙ୍କୁ ଭଲ ଲାଗିଛି ସୂର୍ଯ୍ୟକାନ୍ତଙ୍କ ଅଭିନୟ". ସମ୍ବାଦ. ଭୁବନେଶ୍ୱର: sambad.in. 5 October 2022. Archived from the original on 12 October 2022. Retrieved 12 October 2022.
  14. "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.

ବାହାର ଆଧାର[ସମ୍ପାଦନା]