ଗୁଡ୍ଡୁ ଆଣ୍ଡ ଗୁଡ୍ଡି
ଗୁଡ୍ଡୁ ଆଣ୍ଡ ଗୁଡ୍ଡି | |
---|---|
ନିର୍ଦ୍ଦେଶକ | ଶୁଭାଶିଷ ପତି |
ପ୍ରଯୋଜକ | ସୂର୍ଯ୍ୟକାନ୍ତ ସାମଲ |
ଚିତ୍ରନାଟ୍ୟ | ଶୁଭାଶିଷ ପତି |
କାହାଣୀ | ଶୁଭାଶିଷ ପତି |
କଳାକାର | ସୂର୍ଯ୍ୟକାନ୍ତ ସାମଲ ହିମିକା ମିହିର ଦାସ ସଲିଲ୍ ମିତ୍ର ମାମୁନି ମିଶ୍ର ଗୁଡ୍ଡୁ |
ସଙ୍ଗୀତ | ସିତୁ ସଞ୍ଜୟ |
ଚିତ୍ରଗ୍ରହଣ | ଦୀପଙ୍କର |
ମୁକ୍ତିଲାଭ ତାରିଖ | ୨୩ ଫେବୃଆରୀ ୨୦୧୮[୧][୨] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଗୁଡ୍ଡୁ ଆଣ୍ଡ ଗୁଡ୍ଡି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୩][୪][୫][୬][୨][୭] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୂର୍ଯ୍ୟକାନ୍ତ ସାମଲ ।[୮][୯] ଶୁଭାଶିଷ ପତି ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧୦]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୂର୍ଯ୍ୟକାନ୍ତ ଏବଂ ହିମିକା ।[୧୧] ମିହିର ଦାସ, ସଲିଲ୍ ମିତ୍ର, ମାମୁନି ମିଶ୍ର, କିଶୋର ଖଣ୍ଡୁଆଳ, ଶୁଭ୍ରାଂଶୁ, ଦୁଷ୍ମନ୍ତ ପତି, ଗୁଡ୍ଡୁ, ରାଜା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୯] ଏହି ଚଳଚ୍ଚିତ୍ରଟି ୟୁ/ଏ ସାର୍ଟିଫିକେଟ୍ ମିଳିଥିଲା ।[୧୨]
ଅଭିନୟ
[ସମ୍ପାଦନା]- ସୂର୍ଯ୍ୟକାନ୍ତ ସାମଲ[୧୩]
- ହିମିକା
- ମିହିର ଦାସ
- ସଲିଲ ମିତ୍ର
- ମାମୁନି ମିଶ୍ର
- କିଶୋର ଖଣ୍ଡୁଆଳ
- ଶୁଭ୍ରାଂଶୁ
- ଦୁଷ୍ମନ୍ତ ପତି
- ଗୁଡ୍ଡୁ
- ରାଜା
କାହାଣୀ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ଜଗତରେ ଉଠିଥିବା କାଷ୍ଟିଂ କାଉଚ୍ ଉପରେ ଆଧାରିତ ଏହି ଚଳଚ୍ଚିତ୍ରଟି । ଏହି ଚଳଚ୍ଚିତ୍ରଟିର ନାୟିକା କାଷ୍ଟିଂ କାଉଚ୍ରେ ଶୀକାର ହୁଏ ଏବଂ ନାୟକ ସହ ପରିଚିତ ହୁଏ । ଏହାପରେ ଉଭୟଙ୍କ ମଧ୍ୟ ଗଢ଼ିଉଠେ ପ୍ରେମ ସମ୍ପର୍କ ।[୧୦]
ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସିତୁ ଓ ସଞ୍ଜୟ ।[୧୪] ଅରୁଣ ମନ୍ତ୍ରୀ, ନିର୍ମଳ ନାୟକ, ସତ୍ୟାନନ୍ଦ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଗୁଡ୍ଡୁ ଆଣ୍ଡ ଗୁଡ୍ଡି" | |
2. | "ତୋ ଦେହର ରଙ୍ଗରେ" |
ଆଧାର
[ସମ୍ପାଦନା]- ↑ "ଆଜି ଶୁଭମୁକ୍ତି : ଓଡ଼ିଆ ସିନେମା 'ଗୁଡ୍ଡୁ ଆଣ୍ଡ୍ ଗୁଡ୍ଡି'". sambad.in. 23 February 2018. Retrieved 27 February 2018.
- ↑ ୨.୦ ୨.୧ "ଆଜି ଶୁଭମୁକ୍ତିି : 'ଗୁଡ଼ୁ ଆଣ୍ଡ୍ ଗୁଡ଼ି'". sambad.in. 8 February 2018. Retrieved 17 February 2018.
- ↑ "ଜାଣନ୍ତୁ , ୨୦୧୮ରେ ଏଯାଏଁ କେତୋଟି ଓଡ଼ିଆ ସିନେମା ରିଲିଜ୍ ହେଲା". Sambad.in. ଓଡ଼ିଶା. 29 December 2018. Archived from the original on 22 October 2020. Retrieved 29 December 2018.
- ↑ "ବଢ଼ୁଛି ଆକର୍ଷଣ , ନଅ ମାସରେ ୨୧ଟି ନୂଆ ଓଡ଼ିଆ ସିନେମା ଦେଖିଲେଣି ଦର୍ଶକ | Sambad". Sambad (in Odia). Odisha. 1 October 2018. Archived from the original on 4 November 2019. Retrieved 2 October 2018.
{{cite news}}
: CS1 maint: unrecognized language (link) - ↑ "ବର୍ଷର ପ୍ରଥମ ଆଠ ମାସରେ ଓଲିଉଡର ହାଲଚାଲ୍ ସଂପର୍କରେ ଜାଣିବାକୁ ଚାହାଁନ୍ତି କି ? | Sambad". Sambad. 4 September 2018. Archived from the original on 7 September 2018. Retrieved 4 September 2018.
- ↑ "ପ୍ରଥମ ତିନି ମାସରେ ଏହି ସବୁ ଓଡ଼ିଆ ସିନେମା ରିଲିଜ୍ ହୋଇଛି". sambad.in. 1 April 2018. Retrieved 2 April 2018.
- ↑ "ପ୍ରଥମ ଦୁଇମାସରେ ମାତ୍ର ତିନିଟି ଓଡ଼ିଆ ଛବି!". sambad.in. 28 February 2018. Retrieved 5 March 2018.
- ↑ "ଏମାନେ କେବଳ ଓଲିଉଡର ନବାଗତ ନାୟକ ନୁହନ୍ତି , ଜାଣନ୍ତୁ ଆଉ କ'ଣ". ସମ୍ବାଦ. ଭୁବନେଶ୍ୱର: sambad.in. 30 June 2018. Archived from the original on 14 December 2022. Retrieved 14 December 2022.
- ↑ ୯.୦ ୯.୧ "ଗୁଡ୍ଡୁ-ଗୁଡ୍ଡିଙ୍କ ପ୍ରେମ କାହାଣୀ". ସମାଜ. 4 February 2018. Retrieved 7 February 2018.[permanent dead link]
- ↑ ୧୦.୦ ୧୦.୧ "କାଷ୍ଟିଂ କାଉଚ୍ ପ୍ରସଙ୍ଗ ଉପରେ ଆଧାରିତ ଏହି ଆଗାମୀ ଓଡ଼ିଆ ସିନେମା !". sambad.in. 25 January 2018. Retrieved 7 February 2018.
- ↑ "ପ୍ରଥମ ତିନିମାସରେ କେଉଁ ନୂଆ ନାୟକ, ନାୟିକା ଓଲିଉଡରେ ଏଣ୍ଟ୍ରି କରିଛନ୍ତି ?". sambad.in. 2 April 2018. Retrieved 2 April 2018.
- ↑ "'ଗୁଡ଼ୁ ଆଣ୍ଡ୍ ଗୁଡ଼ି'କୁ ୟୁ/ଏ". sambad.in. 4 February 2018. Retrieved 17 February 2018.
- ↑ "ଚଳଚ୍ଚିତ୍ର 'ବାଳୀ: ଦ ସେଭିଅର୍'ରେ ଦର୍ଶକଙ୍କୁ ଭଲ ଲାଗିଛି ସୂର୍ଯ୍ୟକାନ୍ତଙ୍କ ଅଭିନୟ". ସମ୍ବାଦ. ଭୁବନେଶ୍ୱର: sambad.in. 5 October 2022. Archived from the original on 12 October 2022. Retrieved 12 October 2022.
- ↑ "Odia Movies List 2018". OdiaLive. Archived from the original on 25 January 2019. Retrieved 30 December 2018.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଗୁଡ୍ଡୁ ଆଣ୍ଡ ଗୁଡ୍ଡି