ବାଏ ବାଏ ଦିଲ୍
ବାଏ ବାଏ ଦିଲ୍ | |
---|---|
ନିର୍ଦ୍ଦେଶକ | କୁନାଲ ପଟ୍ଟନାୟକ |
ପ୍ରଯୋଜକ | ଜୟଲକ୍ଷ୍ମୀ ମିଶ୍ର |
ସଂଳାପ | ସୁବ୍ରତ, କୁନାଲ ପଟ୍ଟନାୟକ |
ଚିତ୍ରନାଟ୍ୟ | କୁନାଲ ପଟ୍ଟନାୟକ |
କାହାଣୀ | କୁନାଲ ପଟ୍ଟନାୟକ |
କଳାକାର | ରାଜ୍ ପଲ୍ଲବୀ ପ୍ରୀତିରାଜ ଶତପଥୀ ଜୀବନ ପଣ୍ଡା |
ସଙ୍ଗୀତ | ଟୁନା, ଉନା |
ଚିତ୍ରଗ୍ରହଣ | ରଞ୍ଜନ ମିଶ୍ର |
ସମ୍ପାଦକ | ଦେବୀ ପ୍ରସାଦ କର |
ମୁକ୍ତିଲାଭ ତାରିଖ | ୩୧ ଜୁଲାଇ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ବାଏ ବାଏ ଦିଲ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜୟଲକ୍ଷ୍ମୀ ମିଶ୍ର । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସୁବ୍ରତ । କୁନାଲ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନଟ୍ୟ, ସଂଳାପ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜ୍, ପଲ୍ଲବୀ ଓ ସାଶା ।[୧] ପ୍ରୀତିରାଜ ଶତପଥୀ, ଜୀବନ ପଣ୍ଡା, ରାମ ବାବୁ, ଜୟଲକ୍ଷ୍ମୀ, ଶମ୍ଭୁ, ଆଶିଷ, ଟୁଲୁ, ବିଟୁ, କୁନାଲ ପଟ୍ଟନାୟକ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟି ୨୦୨୨ ମସିହାର ଜୁଲାଇ ୩୧ ତାରିଖରେ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ
[ସମ୍ପାଦନା]- ରାଜ୍
- ପଲ୍ଲବୀ[୪]
- ସାଶା
- ପ୍ରୀତିରାଜ ଶତପଥୀ
- ଜୀବନ ପଣ୍ଡା
- ରାମ ବାବୁ
- ଜୟଲକ୍ଷ୍ମୀ
- ଶମ୍ଭୁ
- ଆଶିଷ
- ଟୁଲୁ
- ବିଟୁ
- କୁନାଲ ପଟ୍ଟନାୟକ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ବାଏ ବାଏ ଦିଲ୍ | |
---|---|
କଥାଚିତ୍ର ଗୀତ ଆଲବମ୍ by ଟୁନା, ଉନା | |
ମୁକ୍ତିଲାଭ ତାରିଖ | ୬ ଜୁଲାଇ ୨୦୨୨[୨] |
ରେକର୍ଡ଼ ତାରିଖ | ୨୦୨୨ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଟୁନା ଓ ଉନା । ସଚ୍ଚି ମହାନ୍ତି ଓ ସନ୍ତୋଷ ଆଦି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅନନ୍ୟା ଶ୍ରୀତମ ନନ୍ଦ, କୁଳଦୀପ ପଟ୍ଟନାୟକ, ବିଶ୍ୱଜିତ ମହାପାତ୍ର, ନଭ୍ୟା ଜ୍ୟୋତି ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ଓ ଲେଲେ" | |
2. | "ଶୁନ୍ ଦିଲ୍ବରା" | |
3. | "ସମୟ ତୁ ହେଲୁ କାହିଁ ଏଡ଼େ ନିରିଦୟ" | |
4. | "ମୁଁ ହଜରେ ପ୍ରୀତି ଝଲସାରେ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "ବାଏ ବାଏ..." ପ୍ରମେୟ (ରବିବାର). 31 July 2022. p. 8. Archived from the original on 2 November 2022. Retrieved 2 November 2022.
- ↑ ୨.୦ ୨.୧ ୨.୨ "'ବାଏ ବାଏ ଦିଲ୍'ର ଅଡିଓ ରିଲିଜ୍, ଜୁଲାଇ ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ". Prameya News. ଭୁବନେଶ୍ୱର. 7 July 2022. Archived from the original on 2 November 2022. Retrieved 2 November 2022.
- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ "ଅଷ୍ଟମ ଶ୍ରେଣୀରୁ ନାୟିକା ପଲ୍ଲବୀ". ପ୍ରମେୟ. ଭୁବନେଶ୍ୱର. 31 July 2022. p. 4. Archived from the original on 2 November 2022. Retrieved 2 November 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବାଏ ବାଏ ଦିଲ୍