Jump to content

ଭୁଲ କାହାର

ଉଇକିପିଡ଼ିଆ‌ରୁ
(Bhula Kaharରୁ ଲେଉଟି ଆସିଛି)
ଭୁଲ କାହାର
ନିର୍ଦ୍ଦେଶକରଘୁନାଥ ମିଶ୍ର
ପ୍ରଯୋଜକଜି.ସି. ପାଢ଼ୀ
କଳାକାରମିହିର ଦାସ
ବିଜୟ ମହାନ୍ତି
ସଙ୍ଗୀତବାସୁଦେବ ରଥ
ମୁକ୍ତିଲାଭ ତାରିଖ
୧୫ ନଭେମ୍ବର ୧୯୯୭[୧]
ଦେଶ ଭାରତ
ଭାଷାଓଡ଼ିଆ

ଭୁଲ କାହାର ୧୯୯୭ ମସିହାର ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜି.ସି. ପାଢ଼ୀ । ନାଟ୍ୟକାର ରଘୁନାଥ ମିଶ୍ର ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ବାସୁଦେବ ରଥ ଏହାର ସ୍ୱର ସଂଯୋଜନା କରିଥିଲେ ।

ଅଭିନେତା ମିହିର ଦାସ ଓ ବିଜୟ ମହାନ୍ତି ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[୧]

ଅଭିନୟ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବାସୁଦେବ ରଥ । ଲକ୍ଷ୍ମୀ ନାରାୟଣ ସାମନ୍ତରାୟ, ରଘୁନାଥ ମିଶ୍ର ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ତାନସେନ ସିଂ, ମମତା ସାହୁ, ମହମ୍ମଦ ସାଜିଦ, ଲତା ଘୋଷ, ଶ୍ରୀକାନ୍ତ ଦାସ, ସେବ ମହାପାତ୍ର, ନନ୍ଦିତା ଭଞ୍ଜ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୪]

କ୍ରମଗୀତଗାୟକସମୟ
1."ଏ ବହି ଜଳିଲା"ତାନସେନ ସିଂ, ମମତା ସାହୁ୦୫:୧୯
2."ଯା'ରେ ଉଡ଼ି ଯା"ତାନସେନ ସିଂ୦୭:୩୪
3."ପୁଅ ଦେଖିଲା ଝିଅକୁ"ମମତା ସାହୁ, ମହମ୍ମଦ ସାଜିଦ୦୪:୪୭
4."ନିଦ ମାଉସୀ"ଲତା ଘୋଷ୦୪:୦୮
5."କାହିଁକି ଝାଙ୍କୁଚି"ଶ୍ରୀକାନ୍ତ ଦାସ୦୫:୦୯
6."ଶୁଣ ଶୁଣ ଗୁହାରୀ"ମମତା ସାହୁ୦୬:୧୯
7."ତୁ ସୁନା ମୋର"ସେବ ମହାପାତ୍ର୦୫:୪୩
8."କହିଦେ ଦିଦିକୁ କହିଦେ"ସେବ ମହାପାତ୍ର, ନନ୍ଦିତା ଭଞ୍ଜ୦୪:୦୮
  1. 1 2 "Bhula Kahar-Odia Movie-1997". jajabara.com. Retrieved 23 June 2023.
  2. ↑ Mansingh, Sangita (11 January 2022). "'ମଥୁରା ବିଜୟ'ରୁ 'ଅଜାତି'- ସବୁଠି ମିହିରଙ୍କ ଦମ୍‌ଦାର ଅଭିନୟ". OdishaLIVE. Archived from the original on 12 January 2022. Retrieved 23 June 2023. {{cite news}}: |archive-date= / |archive-url= timestamp mismatch; 25 ଜାନୁଆରୀ 2022 suggested (help)
  3. ↑ "'ମଥୁରା ବିଜୟ'ରୁ ଆରମ୍ଭ 'ଅଜାତି'ରେ ଶେଷ, ଏମିତି ଥିଲା ଭେଟେରାନ ଅଭିନେତାଙ୍କ ଅଭିନୟ ଯାତ୍ରା". Prameya News7. 11 January 2022. Archived from the original on 25 April 2023. Retrieved 23 June 2023.
  4. ↑ "Bhul Kahara", Gaana.com (in ଇଂରାଜୀ), retrieved 2023-06-23

ବାହାର ଆଧାର

[ସମ୍ପାଦନା]