ବସନ୍ତ କୁମାର ପଣ୍ଡା

ଉଇକିପିଡ଼ିଆ‌ରୁ
(Basanta Kumar Pandaରୁ ଲେଉଟି ଆସିଛି)
ବସନ୍ତ କୁମାର ପଣ୍ଡା
ସାଂସଦ: ୧୭ଶ ଲୋକ ସଭା
କାର୍ଯ୍ୟକାଳ
୨୦୧୯ – ଏବେଯାଏଁ
ପୂର୍ବ ଅଧିକାରୀଅର୍କ କେଶରୀ ଦେଓ
ନିର୍ବାଚନ ମଣ୍ଡଳୀକଳାହାଣ୍ଡି
ବିଧାୟକ: ୧୫ଶ ଓଡ଼ିଶା ବିଧାନ ସଭା
କାର୍ଯ୍ୟକାଳ
୨୦୧୪ – ୨୦୧୯
ନିର୍ବାଚନ ମଣ୍ଡଳୀନୂଆପଡ଼ା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1961-05-12) ୧୨ ମଇ ୧୯୬୧ (ବୟସ ୬୨)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜେପି
ଜୀବନ ସାଥୀସୁରଭି ପଣ୍ଡା
ବାପା/ବୋଉବାପା: ଲକ୍ଷ୍ମୀ ପ୍ରସାଦ ପଣ୍ଡା
ବୃତ୍ତିରାଜନୀତିଜ୍ଞ ଏବଂ କୃଷକ

ବସନ୍ତ କୁମାର ପଣ୍ଡା (ଜନ୍ମ: ୧୨ ମଇ ୧୯୬୧) ହେଉଛନ୍ତି ଜଣେ ଭାରତୀୟ ରାଜନୀତିଜ୍ଞ । ସେ ଓଡ଼ିଶାର ଭାରତୀୟ ଜନତା ପାର୍ଟିର ସଦସ୍ୟ ଅଟନ୍ତି । ସେ ନୂଆପଡ଼ାରୁ ବିଧାନ ସଭାରେ ପ୍ରତିନିଧିତ୍ବ କରିଥିଲେ[୧] ଏବଂ ରାଜ୍ୟ ସଭାପତି ମଧ୍ୟ ଥିଲେ ।[୨][୩] ୨୦୧୯ ଭାରତୀୟ ସାଧାରଣ ନିର୍ବାଚନରେ ସେ ନିକଟତମ ପ୍ରତିଦ୍ୱନ୍ଦୀ, ବିଜୁ ଜନତା ଦଳର ପୁଷ୍ପେନ୍ଦ୍ର ସିଂହ ଦେଓଙ୍କୁ ୨୬,୮୧୪ ଭୋଟରେ ପରାସ୍ତ କରି ୧୭ତମ ଲୋକ ସଭାକୁ କଳାହାଣ୍ଡିରୁ ନିର୍ବାଚିତ ହୋଇଥିଲେ ।[୪]


ଶିକ୍ଷା[ସମ୍ପାଦନା]

ବସନ୍ତ +୨ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ । ସେ ନ୍ୟାସନାଲ ହାଇସ୍କୁଲରୁ ଦଶମ ଏବଂ ରତ୍ନଗଡ଼ର ଜବାହରଲାଲ ନେହେରୁ କଲେଜରୁ ଯୁକ୍ତ ଦୁଇ ପଢ଼ିଥିଲେ ।[୫]

ଆଧାର[ସମ୍ପାଦନା]

  1. "MLA Basanta Kumar Panda Profile | NUAPADA Constituency". www.naveenpatnaik.com. Archived from the original on 2019-01-13. Retrieved 2019-05-25.
  2. http://www.dnaindia.com/india/report-basant-kumar-panda-elected-bjp-s-odisha-unit-chief-2165704
  3. "Basant Kumar Panda elected BJP's Odisha unit chief". The Economic Times. 2016-01-14. Retrieved 2019-05-25.
  4. "General Election 2019 - Election Commission of India". results.eci.gov.in. Retrieved 2019-05-25.
  5. "Basanta Kumar Panda(Bharatiya Janata Party(BJP)):Constituency- NUAPADA(NUAPADA) - Affidavit Information of Candidate:". myneta.info. Retrieved 2019-05-25.

ବାହାର ଆଧାର[ସମ୍ପାଦନା]