ଅର୍ଦ୍ଧ ସତ୍ୟ
ଦେଖଣା
(Ardha Satyaରୁ ଲେଉଟି ଆସିଛି)
ଅର୍ଦ୍ଧ ସତ୍ୟ | |
---|---|
ନିର୍ଦ୍ଦେଶକ | ଭରଦ୍ୱାଜ ପଣ୍ଡା |
ପ୍ରଯୋଜକ | କୌଶିକ ଦାସ |
ଚିତ୍ରନାଟ୍ୟ | ଭରଦ୍ୱାଜ ପଣ୍ଡା |
କାହାଣୀ | ଭରଦ୍ୱାଜ ପଣ୍ଡା |
କଳାକାର | ହର ରଥ ଶ୍ରଦ୍ଧା ପାଣିଗ୍ରାହୀ |
ଚିତ୍ରଗ୍ରହଣ | ମାତୃପ୍ରସାଦ ପରିଡ଼ା |
ସମ୍ପାଦକ | ମନିନ୍ଦର ପଟ୍ଟନାୟକ ମାତୃପ୍ରସାଦ ପରିଡ଼ା |
ମୁକ୍ତିଲାଭ ତାରିଖ | ୮ ଅକ୍ଟୋବର ୨୦୨୧ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅର୍ଦ୍ଧ ସତ୍ୟ, ୨୦୨୧ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୌଶିକ ଦାସ । ଭରଦ୍ୱାଜ ପଣ୍ଡା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ହର ରଥ ଓ ଶ୍ରଦ୍ଧା ପାଣିଗ୍ରାହୀ । ଆର୍.ଜେ.ଗୁଡ୍ଡି, କ୍ରିଷ୍ଣା ସୌରଭ, ଶୈଲେନ ରାଉତରାୟ, ରବିନ୍ଦ୍ରନାଥ ମିଶ୍ର, ବର୍ଷା ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]
୮ ଅକ୍ଟୋବର ୨୦୨୧ରେ ରସୁଲଗଡ଼ସ୍ଥିତ ଏକ୍ସପ୍ଳାନେଡ ମଲ୍ର ସିନେପଲିସ୍ଠାରେ ଏହି କଥାଚିତ୍ରଟିର ଏକ ସ୍ୱତନ୍ତ୍ର ସ୍କ୍ରିନିଂ ଆୟୋଜନା କରାଯାଇଥିଲା ଯେଉଁଥିରେ ଅତିଥି ଭାବରେ ପ୍ରଶାନ୍ତ ନନ୍ଦଙ୍କ ସହିତ କଥାଚିତ୍ରଟିର କାର୍ଯ୍ୟ କରିଥିବା କଳାକାରମାନେ ଉପସ୍ଥିତ ଥିଲେ । ଏହି କଥାଚିତ୍ରଟି ଆଓ ନେକ୍ଷ୍ଟରେ ଦର୍ଶକ ପାଇଁ ଉପଲବ୍ଧ କରାଯାଇଥିଲା ।[୨]
ଅଭିନୟ
[ସମ୍ପାଦନା]- ହର ରଥ
- ଶ୍ରଦ୍ଧା ପାଣିଗ୍ରାହୀ
- ଆର୍.ଜେ.ଗୁଡ୍ଡି
- କ୍ରିଷ୍ଣା ସୌରଭ
- ଶୈଲେନ ରାଉତରାୟ
- ରବିନ୍ଦ୍ରନାଥ ମିଶ୍ର
- ବର୍ଷା ସାମଲ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "Odia Movie 'Ardha Satya' To Stream On OTT Platform Soon". Odisha Bytes (in English). Bhubaneswar. 9 October 2021. Archived from the original on 24 November 2021. Retrieved 24 November 2021.
{{cite news}}
: CS1 maint: unrecognized language (link) - ↑ ମିଶ୍ର, ସୌଭାଗ୍ୟ ରଞ୍ଜନ (9 October 2021). "ପାର୍ବଣକୁ ଅଧିକ ସ୍ପେଶାଲ କରିବ ଓଡ଼ିଆ ଚଳଚ୍ଚିତ୍ର 'ଅର୍ଦ୍ଧସତ୍ୟ'". Zee News. ଭୁବନେଶ୍ୱର: Zee ଓଡ଼ିଶା. Archived from the original on 9 October 2021. Retrieved 24 November 2021.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଅର୍ଦ୍ଧ ସତ୍ୟ