ଅଲିଭା ଦାଗ

ଉଇକିପିଡ଼ିଆ‌ରୁ
(Alibha Daagରୁ ଲେଉଟି ଆସିଛି)
ଅଲିଭା ଦାଗ
ନିର୍ଦ୍ଦେଶକରମାରମଣ ପାଢ଼ୀ
କଳାକାରସୁରେଶ ମହାପାତ୍ର, ଅନିତା ଦାସ, ଜୟା, ତନ୍ଦ୍ରା ରାୟ
ସଙ୍ଗୀତଉପେନ୍ଦ୍ର କୁମାର
ମୁକ୍ତିଲାଭ ତାରିଖ
୨୯ ଅଗଷ୍ଟ ୧୯୮୦
ଦେଶ ଭାରତ
ଭାଷାଓଡ଼ିଆ
ଖର୍ଚ୍ଚIndian Rupee ₹ ୧୬ଲକ୍ଷ ୫୦ହଜାର

ରମାରମଣ ପାଢ଼ୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ବୟସ୍କଙ୍କ ପାଇଁ ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ଅଲିଭା ଦାଗ ୧୯୮୦ ମସିହାରେ ମୁକ୍ତିଲାଭ କରିଥିଲା ।[୧] ଏହି କଥାଚିତ୍ରରେ ସୁରେଶ ମହାପାତ୍ର, ଅନିତା ଦାସ, ଜୟା, ତନ୍ଦ୍ରା ରାୟ, ମନ୍ମଥ, ଲଳିତ ମୋହନ ରଥ ନିରଞ୍ଜନ ଶତପଥୀ ପ୍ରମୁଖ ଅଭିନୟ କରିଥିଲେ |

ନାରାୟଣ ପ୍ରସାଦ ସିଂଙ୍କ ଲିଖିତ ଗୀତ ଗୁଡ଼ିକୁ ପ୍ରଣବ ପଟ୍ଟନାୟକ ଗାୟନ କରିଥିଲେ । ସଙ୍ଗୀତା ଗୋସାଇଁ ଅନ୍ୟତମ ପ୍ରଚ୍ଛଦପଟ ଗାୟିକା ଭାବରେ କାର୍ଯ୍ୟ କରିଥିଲେ ।[୨]

ଆଧାର[ସମ୍ପାଦନା]

  1. "Alibha Daga (1980)". Odia Khati. Archived from the original on 5 March 2016. Retrieved 13 May 2014.
  2. http://www.thesundayindian.com/or/story/sangeeta/23/1562/[permanent dead link]

ଅଧିକ ତଥ୍ୟ[ସମ୍ପାଦନା]