ହରେ କୃଷ୍ଣ ହରେ ରାମ (ଓଡ଼ିଆ କଥାଚିତ୍ର)
ଦେଖଣା
| ହରେ କୃଷ୍ଣ ହରେ ରାମ | |
|---|---|
| ନିର୍ଦ୍ଦେଶକ | ସିମାଞ୍ଚଳ ନାୟକ |
| ପ୍ରଯୋଜକ | ଅଶ୍ୱିନୀ କୁମାର ଦାସ |
| ସଂଳାପ | (ସଂଳାପ): ଡ. ରଜନୀ ରଞ୍ଜନ |
| ଚିତ୍ରନାଟ୍ୟ | ଡ. ରଜନୀ ରଞ୍ଜନ |
| କାହାଣୀ | ବିଜୟଲକ୍ଷ୍ମୀ ପଣ୍ଡା |
| କଳାକାର | ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ |
| ସଙ୍ଗୀତ | ବଦ୍ରି ମହାନ୍ତି |
ମୁକ୍ତିଲାଭ ତାରିଖ | ୨୦୧୨ |
| ଦେଶ | |
| ଭାଷା | ଓଡ଼ିଆ |
ସିମାଞ୍ଚଳ ନାୟକଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ସାଇଶ୍ରଦ୍ଧା ଏଣ୍ଟରଟେନମେଣ୍ଟ'ରଓଡ଼ିଆ ଚଳଚ୍ଚିତ୍ର ହରେ କୃଷ୍ଣ ହରେ ରାମ ୨୦୧୨ ମସିହାରେ ମୁକ୍ତିଲାଭ କରିଥିଲା । [୧]
ଅଭିନୟରେ
[ସମ୍ପାଦନା]ଓଡ଼ିଆକଥାଚିତ୍ର ‘ହରେ କୃଷ୍ଣ ହରେ ରାମ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୨]
ଗୀତ ଓ ସଙ୍ଗୀତ
[ସମ୍ପାଦନା]- ସଙ୍ଗୀତକାର: ବଦ୍ରି ମହାନ୍ତି
- ଗୀତିକାର: ଅରୁଣ ମନ୍ତ୍ରୀ, ଯତୀନ୍ଦ୍ର ପ୍ରଧାନ
- ପ୍ରଚ୍ଛଦପଟ ଗାୟକ:
ଆଧାର
[ସମ୍ପାଦନା]- ↑ "movies.fullorissa.com". Archived from the original on 2012-01-08. Retrieved 2012-01-04.
- ↑ incredibleorissa.com[permanent dead link]