ପ୍ରୀତିରଞ୍ଜନ ଘଡ଼ାଇ

ଉଇକିପିଡ଼ିଆ ରୁ
Jump to navigation Jump to search
ପ୍ରୀତିରଞ୍ଜନ ଘଡ଼ାଇ
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା
ଅଫିସରେ
୨୦୦୯ – ୨୦୧୪
ନିର୍ବାଚନ ମଣ୍ଡଳୀକୋରାଇ
ବିଧାୟକ: ୧୫ଶ୧୬ଶ ଓଡ଼ିଶା ବିଧାନ ସଭା
ଅଫିସରେ
୨୦୧୪ – ଏବେଯାଏଁ
ପୂର୍ବ ଅଧିକାରୀକୁଆଁରିଆ ମାଝି
ନିର୍ବାଚନ ମଣ୍ଡଳୀସୁକିନ୍ଦା
ବ୍ୟକ୍ତିଗତ ସବିଶେଷ
ଜନ୍ମ (1973-06-10) ୧୦ ଜୁନ ୧୯୭୩ (ବୟସ ୪୬)
ନାଗରିକତାଭାରତୀୟ
ଜାତୀୟତାଭାରତୀୟ
ରାଜନୀତିକ ଦଳବିଜୁ ଜନତା ଦଳ
ଜୀବନ ସାଥୀଝିଲିକ୍ ଭଟ୍ଟାଚାର୍ଯ୍ୟ (୨୦୨୦-ଏବେଯାଏଁ)
ବାପା/ମା'ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ (ବାପା)
ପ୍ରତିମା ଘଡ଼ାଇ (ମାଆ)
ବୃତ୍ତିରାଜନୀତିଜ୍ଞ
ଧର୍ମହିନ୍ଦୁ

ପ୍ରୀତିରଞ୍ଜନ ଘଡ଼ାଇ (ଜନ୍ମ: ୬ ଜୁନ ୧୯୭୩) ଜଣେ ଓଡ଼ିଆ ରାଜନୀତିଜ୍ଞ । ପ୍ରୀତିରଞ୍ଜନ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି । ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ କୋରାଇସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୪ଶ, ୧୫ଶ୧୬ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ।[୧]

ଜନ୍ମ, ପରିବାର ଓ ଶିକ୍ଷା[ସମ୍ପାଦନା]

ପ୍ରୀତିରଞ୍ଜନ ଘଡ଼ାଇ ୧୯୭୩ ମସିହାର ଜୁନ ମାସ ୬ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ ।[୧] ସେ ଓଡ଼ିଆ ଅଭିନେତ୍ରୀ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ବିବାହ କରିଛନ୍ତି ।[୨] ପ୍ରୀତିରଞ୍ଜନଙ୍କର ଶିକ୍ଷାଗତ ଯୋଗ୍ୟତା ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ।[୧] ପ୍ରୀତିରଞ୍ଜନଙ୍କର ବାପା ପ୍ରଫୁଲ୍ଲ ଘଡ଼ାଇ ଜଣେ ରାଜନୀତିଜ୍ଞ ଏବଂ ସେ ଓଡ଼ିଶା ସରକାରଙ୍କ ଅଧିନରେ ଜଣେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଛନ୍ତି ।

ରାଜନୈତିକ ଜୀବନ[ସମ୍ପାଦନା]

ପ୍ରୀତିରଞ୍ଜନ ଘଡ଼ାଇ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳ କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଛନ୍ତି । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଛନ୍ତି ।[୧]

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Shri Pritiranjan Gharai". odishaassembly.nic.in. Odisha Assembly. Retrieved 6 November 2019.
  2. "ପକ୍କା ଓଡ଼ିଆଣୀ ପାଲଟିଲେ ବଙ୍ଗୀୟ ନାୟିକା ଝିଲିକ୍, ବିବାହ ପରେ ଆଶୀର୍ବାଦ କାମନା କଲେ | Sambad". ସମ୍ବାଦ. sambad.in. 12 March 2020. Retrieved 12 March 2020.