ସୁକିନ୍ଦା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ଦେଖଣା
ସୁକିନ୍ଦା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୧,୭୩,୮୪୨ |
ଜିଲ୍ଲା: | ଯାଜପୁର |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | ଯାଜପୁର |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୦ |
ପୌର ପରିଷଦ: | ୦ |
ସୁକିନ୍ଦା (କ୍ରମିକ ସଂଖ୍ୟା: ୫୪) ଯାଜପୁର ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[୧] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ସୁକିନ୍ଦା ବ୍ଳକ ଓ ଦାନଗଦି ବ୍ଳକ ।[୨][୩]
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରୀତିରଞ୍ଜନ ଘଡେଇ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶରତ ରାଉତଙ୍କଠାରୁ ୪୭୦୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[୪]
ଗତ ୨୦୦୯ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ, ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶରତ ରାଉତଙ୍କଠାରୁ ୨,୪୦୩ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[୫]
୨୦୦୯ ନିର୍ବାଚନ ଫଳାଫଳ
[ସମ୍ପାଦନା]୨୦୦୯ ବିଧାନ ସଭା ନିର୍ବାଚନ, ସୁକିନ୍ଦା [୬] | |||||
---|---|---|---|---|---|
ରାଜନୈତିକ ଦଳ | ପ୍ରାର୍ଥୀ | ଭୋଟ | % | ±% | |
ବିଜଦ | ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ | ୫୮,୭୬୫ | ୪୭.୭୧ | - | |
କଂଗ୍ରେସ | ଶରତ ରାଉତ | ୫୬,୩୬୨ | ୪୫.୭୬ | - | |
ଭାଜପା | ଦୋଳ ଗୋବିନ୍ଦ ମହନ୍ତ | ୨,୪୨୮ | ୧.୯୭ | - | |
ବସପା | ଗୀତାଞ୍ଜଳି ମହନ୍ତ | ୧,୯୫୫ | ୧.୫୯ | - | |
ଝାମୁମୋ | ସୁଦର୍ଶନ ହଇବୃ | ୯୭୩ | ୦.୭୯ | - | |
ସ୍ୱାଧୀନ | ମାୟାଧର ନାୟକ | ୮୨୯ | ୦.୬୭ | - | |
ସ୍ୱାଧୀନ | ଯଦୁମଣୀ ମହନ୍ତ | ୭୫୫ | ୦.୬୧ | - | |
ଓଡ଼ିଶା ମୁକ୍ତି ମୋର୍ଚ୍ଚା | ଶେଖ ସବାନ ଅଲୀ | ୪୩୧ | ୦.୩୫ | - | |
ସ୍ୱାଧୀନ | ଦିଲ୍ଲିପ କୁମାର ନାୟକ | ୪୦୨ | ୦.୩୩ | - | |
ସ୍ୱାଧୀନ | ଅମୂଲ୍ୟ କୃଷ୍ଣ ଦାସ | ୨୭୫ | ୦.୨୨ | - | |
ଭୋଟ ବ୍ୟବଧାନ | ୨,୪୦୩ | ୧.୯୫* | - | ||
ମତଦାନ ହାର | ୧,୨୩,୧୯୩ | ୭୬.୪୪ | - |
*: ମୋଟ ବୈଧ ଭୋଟର ଶତକଡ଼ା ଭାଗ
ନିର୍ବାଚିତ ବିଧାୟକଗଣ
[ସମ୍ପାଦନା]୧୯୫୧ରୁ ୨୦୧୪ ମଧ୍ୟରେ ମୋଟ ୧୪ଥର ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ଏହି ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ବିଧାୟକମାନେ ହେଲେ: [୭][୮][୪]
- ୨୦୨୪: ପ୍ରଦୀପ ବଳ ସାମନ୍ତ (ବିଜେପି)
- ୨୦୧୯: ପ୍ରୀତିରଞ୍ଜନ ଘଡ଼ାଇ (ବିଜୁ ଜନତା ଦଳ)
- ୨୦୧୪: ପ୍ରୀତିରଞ୍ଜନ ଘଡାଇ (ବିଜଦ)
- ୨୦୦୯: (୫୪): ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ (ବିଜଦ)
- ୨୦୦୪: (୨୩): ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ (ବିଜଦ)
- ୨୦୦୦: (୨୩): ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ (ବିଜଦ)
- ୧୯୯୫: (୨୩): ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ (ଜନତା ଦଳ)
- ୧୯୯୦: (୨୩): ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ (ଜନତା ଦଳ)
- ୧୯୮୫: (୨୩): ଶରତ ରାଉତ (କଂଗ୍ରେସ)
- ୧୯୮୦: (୨୩): ଶରତ ରାଉତ (କଂଗ୍ରେସ-ଇ)
- ୧୯୭୭: (୨୩): ଆନନ୍ଦ ମଞ୍ଜରୀ ଦେବୀ (ଜନତା)
- ୧୯୭୪: (୨୩): ସନାତନ ଦେଓ (କଂଗ୍ରେସ)
- ୧୯୭୧: (୨୨): ସନାତନ ଦେଓ (ଉତ୍କଳ କଂଗ୍ରେସ)
- ୧୯୬୭: (୨୨): ଆନନ୍ଦ ମଞ୍ଜରୀ ଦେବୀ (କଂଗ୍ରେସ)
- ୧୯୬୧: (୧୧୭): ବାଇଧର ସିଂହ (କଂଗ୍ରେସ)
- ୧୯୫୨: (ଉପ) ନାରାୟଣ ଚନ୍ଦ୍ର ପତି (ସୋସିଆଲିଷ୍ଟ)
- ୧୯୫୧: (୬୧): ପୀତାମ୍ବର ଭୂପତି ହରିଚନ୍ଦନ ମହାପାତ୍ର (ସ୍ୱାଧୀନ)
ଆଧାର
[ସମ୍ପାଦନା]- ↑ "Sukinda Assembly Election 2009, Orissa". empoweringindia.org. 2013 [last update]. Archived from the original on 3 March 2014. Retrieved 7 June 2013.
Constituency: Sukinda (54) District : Jajpur
{{cite web}}
: Check date values in:|year=
(help) - ↑ Assembly Constituencies and their Extent
- ↑ Seats of Odisha
- ↑ ୪.୦ ୪.୧ https://eci.nic.in/eci_main/StatisticalReports/AE2014/Stat_Rep_Odisha-2014.pdf
- ↑ "Orissa Election Result 2009 With Vote Margin". leadtech.in. Archived from the original on 27 May 2013. Retrieved 21 April 2013.
2403
- ↑ http://eci.nic.in/eci_main/StatisticalReports/AE2009/stat_OR_April2009.pdf
- ↑ "State Elections 2004 - Partywise Comparision for 23-Sukinda Constituency of ORISSA". eci.nic.in. 2006. Retrieved 7 June 2013.
List Of Winning Candidates
- ↑ http://orissa.gov.in/e-magazine/orissaannualreference/ORA-2011/pdf/453-501.pdf