ସିନ୍ଦୂର (୨୦୨୩ର ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ‌ରୁ
ସିନ୍ଦୂର
ନିର୍ଦ୍ଦେଶକଶୈଳେନ୍ଦ୍ର ପରିଡ଼ା
ପ୍ରଯୋଜକପ୍ରେମାଞ୍ଜନ ପରିଡ଼ା
ସଂଳାପବାପୁ ଗୋସ୍ୱାମୀ
ଚିତ୍ରନାଟ୍ୟଶୈଳେନ୍ଦ୍ର ପରିଡ଼ା
କାହାଣୀଭାଗ୍ୟବତୀ ନାୟକ
କଳାକାରସୁଭାଶିଷ ଶର୍ମା
ସୂର୍ଯ୍ୟମୟୀ ମହାପାତ୍ର
ଅଙ୍କିତ କୁମାର
ପ୍ରେମାଞ୍ଜନ ପରିଡ଼ା
ସଙ୍ଗୀତବୈଦ୍ୟନାଥ ଦାଶ
ଚିତ୍ରଗ୍ରହଣସୁଦର୍ଶନ ସେନାପତି
ସମ୍ପାଦକପିଣ୍ଟୁ ନାୟକ
ମୁକ୍ତିଲାଭ ତାରିଖ
୨୯ ମଇ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ସିନ୍ଦୂର ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରେମାଞ୍ଜନ ପରିଡ଼ା, ଯାହାକି ପିପି ପ୍ରଡ଼କ୍ସନ ବ୍ୟାନରରେ ନିର୍ମିତ ହୋଇଥିଲା ।[୧] ଭାଗ୍ୟବତୀ ନାୟକ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ବାପୁ ଗୋସ୍ୱାମୀ । ନିର୍ଦ୍ଦେଶକ ଶୈଳେନ୍ଦ୍ର ପରିଡ଼ା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୁଭାଶିଷ ଶର୍ମା, ସୂର୍ଯ୍ୟମୟୀ ମହାପାତ୍ର ଓ ଅଙ୍କିତ କୁମାର ।[୨] ପ୍ରେମାଞ୍ଜନ ପରିଡ଼ା, ଲୀଳା, ଲିପି, ସସ୍ମିତା, ଅମର, କାଳିଆ ଷଣ୍ଢ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

୨୦୨୩ ମସିହାର ମଇ ୨୯ ତାରିଖରେ ଏହି କଥାଚିତ୍ରଟିର ଏକ ସ୍ୱତନ୍ତ୍ର ସ୍କ୍ରିନିଂ କରାଯାଇଥିଲା, ଯେଉଁଠି କଥାଚିତ୍ର ଜଗତ ସହିତ କିଛି ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ ।[୧]

ଅଭିନୟ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବୈଦ୍ୟନାଥ ଦାଶ[୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ "ଚଳଚ୍ଚିତ୍ର 'ସିନ୍ଦୂର'ର ସ୍ୱତନ୍ତ୍ର ସ୍କ୍ରିନିଂ". ସମ୍ବାଦ. No. ଭୁବନେଶ୍ୱର. ଭୁବନେଶ୍ୱର. 30 May 2023. p. ୧୫. Archived from the original on 25 September 2023. Retrieved 25 September 2023.
  2. ୨.୦ ୨.୧ "'ଶୁଭାଶିଷଙ୍କ ଆଗାମୀ ସିନେମା'". ନିର୍ଭୟ. 29 August 2022. p. 10. Archived from the original on 25 September 2023. Retrieved 25 September 2023.

ବାହାର ଆଧାର[ସମ୍ପାଦନା]