ଇନ୍ଦ୍ରଧନୁର ଛାଇ
ଦେଖଣା
(ସାଡୋଜ୍ ଅଫ୍ ଦ ରେନ୍ବୋରୁ ଲେଉଟି ଆସିଛି)
ଇନ୍ଦ୍ରଧନୁର ଛାଇ | |
---|---|
ନିର୍ଦ୍ଦେଶକ | ସୁଶାନ୍ତ ମିଶ୍ର[୧] |
ପ୍ରଯୋଜକ | ଯୁଗଳ ଦେବତା |
ସଂଳାପ | ଦେବଦାସ ଛୋଟରାୟ[୨] |
ଚିତ୍ରନାଟ୍ୟ | ସୁଶାନ୍ତ ମିଶ୍ର |
କାହାଣୀ | ସୁଶାନ୍ତ ମିଶ୍ର |
କଳାକାର | ଅଞ୍ଜନା ଚୌଧୁରୀ ଦେବ ଦାସ ବିଜୟିନୀ ମିଶ୍ର ରବିନ ଦାସ |
ସଙ୍ଗୀତ | ବିକାଶ ଦାସ |
ଚିତ୍ରଗ୍ରହଣ | ଯୁଗଳ ଦେବତା |
ସମ୍ପାଦକ | ଚକ୍ରଧର ସାହୁ |
ମୁକ୍ତିଲାଭ ତାରିଖ | ୧୯୯୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସୁଶାନ୍ତ ମିଶ୍ରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଇନ୍ଦ୍ରଧନୁର ଛାଇ ୧୯୯୩ ମସିହାରେ ମୁକ୍ତିଲାଭ କରିଥିଲା ।[୩] ଏହି ଚଳଚ୍ଚିତ୍ରଟିର ଜାତୀୟ ସ୍ତରରେ ସ୍ୱତନ୍ତ୍ର ସମ୍ମାନ ପାଇଥିଲା ଏବଂ ସୋଭିଏତ ରୁଷ୍ର 'ସୂଚୀ ପିଲ୍ମୋତ୍ସବ'ରେ ଶ୍ରେଷ୍ଠ ଚଳଚ୍ଚିତ୍ର ଭାବେ ପୁରସ୍କୃତ ହୋଇଥିଲା ।[୪][୫]
ଅଞ୍ଜନା ଚୌଧୁରୀ, ଦେବ ଦାଶ, ବିଜୟିନୀ ମିଶ୍ର, ରବିନ ଦାସ, ସୂର୍ଯ୍ୟ ମହାନ୍ତି, ସୋନିଆ ମହାପାତ୍ର, ମୁକ୍ତାବାଳା ରାଉତରାୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ଅଞ୍ଜନା ଚୌଧୁରୀ
- ଦେବ ଦାଶ
- ବିଜୟିନୀ ମିଶ୍ର
- ରବିନ ଦାସ
- ସୂର୍ଯ୍ୟ ମହାନ୍ତି
- ସୋନିଆ ମହାପାତ୍ର
- ମୁକ୍ତାବାଳା ରାଉତରାୟ
- ଅସୀମ ବସୁ[୬][୭][୮]
ଗୀତ ଓ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ ।
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]- ଗ୍ରାଣ୍ଡ ପ୍ରିକ୍ସ ସମ୍ମାନ (ସୋଚି ଅନ୍ତର୍ଜାତୀୟ ଚଳଚ୍ଚିତ୍ର ଉତ୍ସବ, ମସ୍କୋ) - ୧୯୯୦[୯]
- କାନ୍ସ ଚଳଚ୍ଚିତ୍ର ଉତ୍ସବରେ ପ୍ରଦର୍ଶିତ[୧୦]
ଆଧାର
[ସମ୍ପାଦନା]- ↑ http://www.telegraphindia.com/1150121/jsp/odisha/story_9354.jsp#.VpoxH08wDSg
- ↑ "ଆର୍କାଇଭ୍ କପି". Archived from the original on 2016-02-05. Retrieved 2016-01-16.
{{cite web}}
: Cite has empty unknown parameter:|1=
(help) - ↑ http://www.newindianexpress.com/states/odisha/article1450318.ece[permanent dead link]
- ↑ ହାଲି, ଦିଲୀପ (1 August 2006). "୭୦ ବର୍ଷର ଓଡ଼ିଆ ଚଳଚ୍ଚିତ୍ରର ଏକ ପର୍ଯ୍ୟାଲୋଚନା" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 27 March 2020. Retrieved 28 August 2018.
- ↑ ହାଲି, ଦିଲୀପ (1 January 2008). "ଓଡ଼ିଆ ଚଳଚ୍ଚିତ୍ରର ଭବିଷ୍ୟତ" (PDF). ଉତ୍କଳ ପ୍ରସଙ୍ଗ. Archived from the original (PDF) on 26 March 2020. Retrieved 28 August 2018.
- ↑ "ଆରପାରିରେ ଅସୀମ ବସୁ". odishaupdate.in. 1 February 2017. Archived from the original on 9 August 2020. Retrieved 3 September 2018.
- ↑ "ବିଶିଷ୍ଟ ଚିତ୍ରଶିଳ୍ପୀ ତଥା ମଞ୍ଚ ଅଭିନେତା ଅସୀମ ବସୁଙ୍କ ପରଲୋକ | Odisha Live". Odisha Live. 1 February 2017. Retrieved 3 September 2018.[permanent dead link]
- ↑ "ଅସୀମ ଆକାଶରେ ତାରା ପାଲଟି ଗଲେ ଅସୀମ ବସୁ". Odisha Times. 1 February 2017. Retrieved 3 September 2018.
- ↑ "ଆର୍କାଇଭ୍ କପି". Archived from the original on 2013-06-29. Retrieved 2016-01-16.
{{cite web}}
: Cite has empty unknown parameter:|1=
(help) - ↑ http://odishasuntimes.com/2015/04/28/krantidhara-from-odisha-to-be-screened-at-cannes/
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଇନ୍ଦ୍ରଧନୁର ଛାଇ