ସମର୍ପଣ
ଦେଖଣା
| ସମର୍ପଣ | |
|---|---|
| ନିର୍ଦ୍ଦେଶକ | ପ୍ରଫୁଲ୍ଲ ରଥ, ଏନ୍. ଗୋପାଳକୃଷ୍ଣ |
| ପ୍ରଯୋଜକ | ପ୍ରଫୁଲ୍ଲ ରଥ |
| ଚିତ୍ରନାଟ୍ୟ | ପ୍ରଫୁଲ୍ଲ ରଥ |
| କାହାଣୀ | ପ୍ରଫୁଲ୍ଲ ରଥ |
| କଳାକାର | ବିଜୟ ମହାନ୍ତି, ଶରତ ପୂଜାରୀ, ଜଗନ୍ନାଥ, ଗିରିଶ ଚନ୍ଦ୍ର ପୁରୋହିତ, ତନ୍ଦ୍ରା ରାୟ, ନିହାରିକା ସାହୁ |
| ସଙ୍ଗୀତ | ଉପେନ୍ଦ୍ର କୁମାର |
ମୁକ୍ତିଲାଭ ତାରିଖ | ୨୩ ମାର୍ଚ୍ଚ ୧୯୭୮ |
କଥାଚିତ୍ରର ସମୟ | ୧୪୬ ମିନଟ |
| ଦେଶ | |
| ଭାଷା | ଓଡ଼ିଆ |
ପ୍ରଫୁଲ୍ଲ ରଥ ଓ ଏନ୍. ଗୋପାଳକୃଷ୍ଣଙ୍କ ମିଳିତ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ସିନେମା ସମର୍ପଣ [୧] - ୧୯୭୮ ମସିହାରେ ମୁକ୍ତିଲାଭ କରିଥିଲା । ଏହି ସିନେମାରେ ବିଜୟ ମହାନ୍ତି, ଶରତ ପୂଜାରୀ, ଜଗନ୍ନାଥ, ଗିରିଶ ଚନ୍ଦ୍ର ପୁରୋହିତ, ତନ୍ଦ୍ରା ରାୟ ଓ ନିହାରିକା ସାହୁ ପ୍ରମୁଖ ଅଭିନୟ କରିଥିଲେ |
ଦ୍ରଷ୍ଟବ୍ୟ
[ସମ୍ପାଦନା]