ସପ୍ତଶଯ୍ୟା (ଓଡ଼ିଆ ଚଳଚ୍ଚିତ୍ର)

ଉଇକିପିଡ଼ିଆ ରୁ
Jump to navigation Jump to search
ସପ୍ତଶଯ୍ୟା
ନିର୍ଦ୍ଦେଶକକଲ୍ୟାଣ ଗୁପ୍ତା
ପ୍ରଯୋଜକଶେଷ ପ୍ରତାପ ସିଂହଦେଓ
କଳାକାରବ୍ୟୋମକେଶ ତ୍ରିପାଠୀ, ଅନିମା ପେଦିନି
ମୁକ୍ତିଲାଭ ତାରିଖ
୧୯୫୦
ଦେଶ ଭାରତ
ଭାଷାଓଡ଼ିଆ

ସପ୍ତଶଯ୍ୟା - ୧୯୫୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଢେଙ୍କାନାଳ ରାଜପରିବାରର ସଦସ୍ୟ ଶେଷ ପ୍ରତାପ ସିଂହଦେଓ (ନିନି ସାହେବ ଭାବେ ପରିଚିତ) ଏହାର ପ୍ରଯୋଜନା କରିଥିଲେ । କବି ଅନନ୍ତ ପଟ୍ଟନାୟକ ଏହାର କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।[୧]

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ସପ୍ତଶଯ୍ୟା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:

ଆଧାର[ସମ୍ପାଦନା]

  1. K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 64–. ISBN 978-1-136-77284-9.

ଅଧିକ ତଥ୍ୟ[ସମ୍ପାଦନା]