ସପ୍ତଶଯ୍ୟା (ଓଡ଼ିଆ ଚଳଚ୍ଚିତ୍ର)
ସପ୍ତଶଯ୍ୟା | |
---|---|
![]() | |
ନିର୍ଦ୍ଦେଶକ | କଲ୍ୟାଣ ଗୁପ୍ତା |
ପ୍ରଯୋଜକ | ଶେଷ ପ୍ରତାପ ସିଂହଦେଓ |
କଳାକାର | ବ୍ୟୋମକେଶ ତ୍ରିପାଠୀ, ଅନିମା ପେଦିନି |
ମୁକ୍ତିଲାଭ ତାରିଖ | ୧୯୫୧ |
ଦେଶ | ![]() |
ଭାଷା | ଓଡ଼ିଆ |
ସପ୍ତଶଯ୍ୟା - ୧୯୫୧ ଡିସେମ୍ବର ୧ ତାରିଖରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଢେଙ୍କାନାଳ ରାଜପରିବାରର ସଦସ୍ୟ ଶେଷ ପ୍ରତାପ ସିଂହଦେଓ (ନିନି ସାହେବ ଭାବେ ପରିଚିତ) ଏହାର ପ୍ରଯୋଜନା କରିଥିଲେ । କବି ଅନନ୍ତ ପଟ୍ଟନାୟକ ଏହାର କାହାଣୀ, ଚିତ୍ରନାଟ୍ୟ, ଗୀତ ଓ ସଂଳାପ ରଚନା କରିଥିଲେ ।[୧]
(‘ସମାଜ’ରେ ଡିଜିଟାଇଜଡ୍ ହୋଇ କି ଅଛି, ହାର୍ଡ କପି ବି ଅଛି। ‘ସମାଜ’ ଲାଇବ୍ରେରିରେ ୧୯୫୧ ମସିହାର ସବୁତକ ଖବର କାଗଜ ପୃଷ୍ଠା ପରେ ପୃଷ୍ଠା ଖୋଜିଲି। ଡିସେମ୍ବର ୧ ତାରିଖକୁ ପହଞ୍ଚିଲି ତ ‘ସପ୍ତଶଯ୍ୟା’ ମୁକ୍ତିଲାଭ କରିଛି ସେଦିନ । ମୁଁ ତ ସେଇ ପ୍ରକାଶିତ ବିଜ୍ଞାପନ ସଂଗ୍ରହ କରିସାରିଥିଲି ଆଗରୁ। ସୂର୍ଯ୍ୟ ଦେଓ [୨])
(ସିନେ ଓଡ଼ିଶା’ର ଉଭୟ ହିନ୍ଦୀ ଓ ଓଡ଼ିଆ ସିନେମାର ସମୀକ୍ଷା ଥିଲା ତୀକ୍ଷଣ୍ । ଉଦାହରଣ ସ୍ୱରୂପ ଧୀର ବିଶ୍ୱାଳ ଲେଖିଥିବା ‘ସପ୍ତଶଯ୍ୟା’ର ସମୀକ୍ଷା ଧାର ବେଶ ଦାଢ଼ । By ସୂର୍ଯ୍ୟ ଦେଓ On May 22, 2021[୩])
ସଙ୍ଗୀତ - ଉଦୟନାଥ ସାହୁ
ଗୀତ ଗୁଡ଼ିକର ସାରଣୀ
କ୍ରମ | ଗୀତ | ଗୀତିକାର | ଗାୟକ / ଗାୟିକା |
---|---|---|---|
୧ | ରଙ୍ଗିଧାନ କିଏ ଲୁଟି | ଅନନ୍ତ ପଟ୍ଟନାୟକ | କମଳା ଦେବୀ |
୨ | ଅନାଇ ନାହିଁ ତାକୁ | ଅନନ୍ତ ପଟ୍ଟନାୟକ | କମଳା ଦେବୀ |
୩ | ଆହୁଲାରେ | ଅନନ୍ତ ପଟ୍ଟନାୟକ | ପ୍ରଫୁଲ୍ଲ କୁମାର ସିଂହଦେଓ |
୪ | ଆରେ ସଙ୍ଗିନୀ ଆରେ | ଅନନ୍ତ ପଟ୍ଟନାୟକ | କମଳା ଦେବୀ ଓ ଉଦୟନାଥ ସାହୁ |
୫ | ତୁମ ଶିରେ ଶୋହେ ଫୁଲ | ଅନନ୍ତ ପଟ୍ଟନାୟକ | କମଳା ଦେବୀ, ଉଦୟନାଥ ସାହୁ, ଓ ଅନ୍ୟ |
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ସପ୍ତଶଯ୍ୟା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର
[ସମ୍ପାଦନା]- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 64–. ISBN 978-1-136-77284-9.
- ↑ Bureau, Samikhsya (2022-10-13). "ପ୍ରଥମ ସାମାଜିକ ଓଡ଼ିଆ ସିନେମା 'ରୋଲସ୍ ଟୁ ଏଇଟ୍', ମୁକ୍ତିଲାଭ ଭ୍ରାନ୍ତି". The Samikhsya Odia (in ଆମେରିକୀୟ ଇଂରାଜୀ). Retrieved 2023-11-24.
- ↑ "ସିନେ ଓଡ଼ିଶା: ସିନେମାରୁ ସାହିତ୍ୟ". Odisha Sambad (in ଆମେରିକୀୟ ଇଂରାଜୀ). 2021-05-22. Retrieved 2023-11-24.
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସପ୍ତଶଯ୍ୟା