ରୁଦ୍ର (ଓଡ଼ିଆ କଥାଚିତ୍ର)
ରୁଦ୍ର | |
---|---|
ନିର୍ଦ୍ଦେଶକ | ଜିତୁ ରାଉତ |
ପ୍ରଯୋଜକ | ରୁଦ୍ରନାରାୟଣ ମିଶ୍ର ନିମାଇଁ ଚରଣ ବିଶ୍ୱାଳ |
ସଂଳାପ | ହୃଦାନନ୍ଦ ସାହୁ |
ଚିତ୍ରନାଟ୍ୟ | ଜିତୁ ରାଉତ |
କାହାଣୀ | ରୁଦ୍ରନାରାୟଣ ମିଶ୍ର |
କଳାକାର | ଅନନ୍ତ ସୃଷ୍ଟି ବାବୁ ପ୍ରଧାନ ସଲିଲ ମିତ୍ର ବ୍ରଜ ସିଂହ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ସତ୍ୟବ୍ରତ ମହାରଣା |
ସମ୍ପାଦକ | ପିତାମ୍ବର ସିଂ |
ମୁକ୍ତିଲାଭ ତାରିଖ | ୧୭ ମଇ ୨୦୧୩[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ରୁଦ୍ର, ୨୦୧୩ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରୁଦ୍ରନାରାୟଣ ମିଶ୍ର ଏବଂ ନିମାଇଁ ଚରଣ ବିଶ୍ୱାଳ ।[୧] ରୁଦ୍ରନାରାୟଣ ମିଶ୍ର ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଏବଂ ହୃଦାନନ୍ଦ ସାହୁ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଜିତୁ ରାଉତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅନନ୍ତ ଏବଂ ସୃଷ୍ଟି ।[୧] ବାବୁ ପ୍ରଧାନ, ସଲିଲ ମିତ୍ର, ବ୍ରଜ ସିଂହ, ଜନ୍, ବିଷ୍ଣୁ, ପପୁ, ପିଣ୍ଟୁ, ଚିଣ୍ଟୁ, ନାନୁ, ପ୍ରିତୀ, ଶୁଭଶ୍ରୀ, ଅଞ୍ଜନା, କୁସୁମ, ରାଜେଶ, ନିମାଇଁ, ରାଜା, ବାପୁନି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨]
ଅଭିନୟ
[ସମ୍ପାଦନା]- ଅନନ୍ତ
- ସୃଷ୍ଟି
- ବାବୁ ପ୍ରଧାନ
- ସଲିଲ ମିତ୍ର
- ବ୍ରଜ ସିଂହ
- ଜନ୍
- ବିଷ୍ଣୁ
- ପପୁ
- ପିଣ୍ଟୁ
- ଚିଣ୍ଟୁ
- ନାନୁ
- ପ୍ରିତୀ
- ଶୁଭଶ୍ରୀ
- ଅଞ୍ଜନା
- କୁସୁମ
- ରାଜେଶ
- ନିମାଇଁ
- ରାଜା
- ବାପୁନି
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ[୧] ଏବଂ ନିଜାମ୍ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅଭିଜିତ ମଜୁମଦାର, କୁମାର ଲୁଲୁ, ସାଇନୀ ମିଶ୍ର, ଅମ୍ରିତା, ବିଷ୍ଣୁମୋହନ କବି, ସସ୍ମିତା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ଗାଇଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|---|---|
1. | "ରୁଦ୍ର" | |
2. | "ଦିଲ୍ଜାନୀ ଦିଲ୍ଜାନୀ" | |
3. | "ହୋଲି ହୋଲି" | |
4. | "ସୁକ୍ରିୟା ସୁକ୍ରିୟା" | |
5. | "ଯାଦୁ ମଲମ" |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Odia Film Calender 2013". Odia Live. Retrieved 20 October 2017.
- ↑ ୨.୦ ୨.୧ "Oriya Films 2013". Incredible Orissa. 28 January 2013. Retrieved 20 October 2017.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ରୁଦ୍ର