ମୋନିକା ଓ ମାଇଁ ଡାର୍ଲିଙ୍ଗ

ଉଇକିପିଡ଼ିଆ‌ରୁ
(ମୋନିକା ମାଇଁ ଡାର୍ଲିଙ୍ଗରୁ ଲେଉଟି ଆସିଛି)
ମୋନିକା ଓ ମାଇଁ ଡାର୍ଲିଙ୍ଗ
ନିର୍ଦ୍ଦେଶକନୀଳମଣି ସାହୁ
ପ୍ରଯୋଜକବୀଣାପାଣି ସାହୁ
କାହାଣୀନୀଳମଣି ସାହୁ
କଳାକାରହାଡ଼ୁ
ଚକ୍ରଧର ଜେନା
ହରିହର ମହାପାତ୍ର
ମାମୁନି ମିଶ୍ର
ରବି ମିଶ୍ର
ପିଣ୍ଟୁ ନନ୍ଦ
ଚିତ୍ରଗ୍ରହଣଅଜିତ ଶ୍ରୀବାସ୍ତବ
ମୁକ୍ତିଲାଭ ତାରିଖ
୨୦୦୭
ଦେଶ ଭାରତ
ଭାଷାଓଡ଼ିଆ

ମୋନିକା ଓଃ ମାଇଁ ଡାର୍ଲିଙ୍ଗ, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବୀଣାପାଣି ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ନୀଳମଣି ସାହୁ ଏହି କଥାଚିତ୍ରଟିର କାହଣୀ ରଚନା କରିଥିଲେ ଏବଂ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ହାଡ଼ୁ, ଚକ୍ରଧର ଜେନା, ହରିହର ମହାପାତ୍ର, ମାମୁନି ମିଶ୍ର, ରବି ମିଶ୍ର, ପିଣ୍ଟୁ ନନ୍ଦ, ରଚିତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଗୀତ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]