ମୋନିକା ଓ ମାଇଁ ଡାର୍ଲିଙ୍ଗ
ଦେଖଣା
(ମୋନିକା ମାଇଁ ଡାର୍ଲିଙ୍ଗରୁ ଲେଉଟି ଆସିଛି)
ମୋନିକା ଓ ମାଇଁ ଡାର୍ଲିଙ୍ଗ | |
---|---|
ନିର୍ଦ୍ଦେଶକ | ନୀଳମଣି ସାହୁ |
ପ୍ରଯୋଜକ | ବୀଣାପାଣି ସାହୁ |
କାହାଣୀ | ନୀଳମଣି ସାହୁ |
କଳାକାର | ହାଡ଼ୁ ଚକ୍ରଧର ଜେନା ହରିହର ମହାପାତ୍ର ମାମୁନି ମିଶ୍ର ରବି ମିଶ୍ର ପିଣ୍ଟୁ ନନ୍ଦ |
ଚିତ୍ରଗ୍ରହଣ | ଅଜିତ ଶ୍ରୀବାସ୍ତବ |
ମୁକ୍ତିଲାଭ ତାରିଖ | ୨୦୦୭ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ମୋନିକା ଓଃ ମାଇଁ ଡାର୍ଲିଙ୍ଗ, ୨୦୦୭ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ବୀଣାପାଣି ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ । ନୀଳମଣି ସାହୁ ଏହି କଥାଚିତ୍ରଟିର କାହଣୀ ରଚନା କରିଥିଲେ ଏବଂ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।
ହାଡ଼ୁ, ଚକ୍ରଧର ଜେନା, ହରିହର ମହାପାତ୍ର, ମାମୁନି ମିଶ୍ର, ରବି ମିଶ୍ର, ପିଣ୍ଟୁ ନନ୍ଦ, ରଚିତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଗୀତ
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ମୋନିକା ଓ ମାଇଁ ଡାର୍ଲିଙ୍ଗ