ମା' ଖୋଜେ ମମତା

ଉଇକିପିଡ଼ିଆ‌ରୁ
ମା' ଖୋଜେ ମମତା
ନିର୍ଦ୍ଦେଶକକ୍ଷମାନିଧି ମିଶ୍ର
ପ୍ରଯୋଜକବଜରଙ୍ଗ ବଂଶଲ
ସଂଳାପରଣଜିତ ପଟ୍ଟନାୟକ
ଚିତ୍ରନାଟ୍ୟକ୍ଷମାନିଧି ମିଶ୍ର
କାହାଣୀକ୍ଷମାନିଧି ମିଶ୍ର
କଳାକାରଲୋକେଶ ଦିୱାଙ୍ଗ୍, ରାଲି ନନ୍ଦ, ବବି ମିଶ୍ର, ମିହିର ଦାସ, ଜୟୀରାମ ସାମଲ
ସଙ୍ଗୀତପ୍ରଫୁଲ୍ଲ ବେହେରା
ସମ୍ପାଦକଶ୍ରୀମନ୍ତ ବାରିକ
ମୁକ୍ତିଲାଭ ତାରିଖ
୧୬ ସେପ୍ଟେମ୍ବର ୨୦୧୧[୧]
ଦେଶ ଭାରତ
ଭାଷାଓଡ଼ିଆ

ମା' ଖୋଜେ ମମତା, ୨୦୧୧ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବଜରଙ୍ଗ ବଂଶଲ । କ୍ଷମାନିଧି ମିଶ୍ର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ । ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] ସଙ୍ଗୀତ ନିର୍ଦ୍ଦେଶକ ପ୍ରଫୁଲ୍ଲ ବେହେରା ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଲୋକେଶ ଦିୱାଙ୍ଗ୍ ଏବଂ ରାଲି ନନ୍ଦ । ବବି ମିଶ୍ର, ମିହିର ଦାସ, ଜୟୀରାମ ସାମଲ, ସୁଧାଂଶୁ ଦିବେଦୀ, ଶକ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୧]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ ବେହେରା । ପଞ୍ଚାନନ ନାୟକ, ନିଜାମ୍, ଅରୁଣ ମନ୍ତ୍ରୀ, ଜତୀନ୍ଦ୍ର ପ୍ରଧାନ ଆଦି କଳାକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ ।[୧]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ମୋ ଛାତିରେ ମୋ ନାଁ" 
2."ମୋତେ ଛୁଁ ନାଇଁ" 
3."ମଇନା ମଜୁର" 
4."ମା ଖୋଜେ ମମତା" 
5."କିଏ ହେବ ବାପା ମା ପରି" 
6."କାହା ଦିଲ୍‌ରେ କରିବୁ ଇନ୍" 
7."ଶୋଇଯାରେ ଗେହ୍ଲା ପୁଅ" 
8."ବୁଢ଼ି ଠୁ ବଡ଼" 

ଆଧାର[ସମ୍ପାଦନା]

  1. ୧.୦ ୧.୧ ୧.୨ ୧.୩ "Maa Khoje Mamata". Incredible Orissa. 31 August 2011. Retrieved 24 November 2017.
  2. "ଏହି ନାୟକଙ୍କ ସହ କାମ କରିଛନ୍ତି ରାଲି". sambad.in. 25 March 2018. Retrieved 2 April 2018.
  3. "ପଜିଟିଭ୍‌ ରୋଲ୍‌ରେ ନଜର ଆସିବେ ଏହି ଅଭିନେତା". sambad.in. 29 March 2018. Retrieved 2 April 2018.

ବାହାର ଆଧାର[ସମ୍ପାଦନା]