ଭାଲିଆପଦର
ଦେଖଣା
ଭାଲିଆପଦର | |
|---|---|
ଗ୍ରାମ | |
| ଦେଶ | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ରାୟଗଡ଼ା |
| Elevation | 335 m (1,099 ft) |
| Population (2011) | |
| • Total | ୬୦୬ |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+5:30 (IST) |
ଭାଲିଆପଦର ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ ।[୧] ଅଦିବାସୀ ଅଧ୍ୟୁଷିତ ଏହି ଗ୍ରାମ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ।
ଭୂଗୋଳ
[ସମ୍ପାଦନା]ଗାଆଁଟି ରାୟଗଡ଼ା ଜିଲ୍ଲା ଏବଂ କଳାହାଣ୍ଡି ଜିଲ୍ଲାର ସୀମାରେ ଅବସ୍ଥିତ । ମୁନିଗୁଡା ବ୍ଲକ ଅଧିନସ୍ଥ ଏହି ଗ୍ରାମ ଭାଲିଆପଦରର ଭୌଗୋଳିକ ଅବସ୍ଥାନ ହେଉଛି latd = ୧୯° ୩୭′ ୨୫″,longd = ୮୩° ୨୯′ ୪୫″ । ବ୍ଳକ ମୁଖ୍ୟାଳୟ ମୁନିଗୁଡାଠାରୁ ୫ କି.ମି. ଦୂର ଏବଂ ଜିଲ୍ଲା ମୁଖ୍ୟାଳୟ ରାୟଗଡ଼ାଠାରୁ ଏହା 75 କି.ମି. ଦୂରରେ ରହିଛି । ୨୦୧୧ ଜନଗଣନା ଅନୁଯାୟୀ ୧୩୮ ଘର ସଂଖ୍ୟା ବିଶିଷ୍ଟ ଏହି ଗ୍ରାମର ଜନସଂଖ୍ୟା ୬୦୬ ।[୨] ନିକଟତମ ରେଳଷ୍ଟେସନ ମୁନିଗୁଡା ଏବଂ ଏହାର ନିକଟତମ ବିମାନ ବନ୍ଦର ହେଉଛି ଜୟପୁର । ଏଠାକାର ପ୍ରଚଳିତ ଭାଷା ହେଉଛି ଓଡ଼ିଆ ଏବଂ ତେଲୁଗୁ ।
ପର୍ଯ୍ୟଟନ
[ସମ୍ପାଦନା]ବଣ, ଜଙ୍ଗଲ ଏହାର ପ୍ରାକୃତିକ ଶୋଭା ପରିପୂର୍ଣ ଅଟେ ।
ଆଧାର
[ସମ୍ପାଦନା]- ↑ "Bhaliapadar village". Retrieved 14 June 2016.
- ↑ "Bhaliapadar Population - Rayagada, Orissa". Retrieved 14 June 2016.
ବାହାର ତଥ୍ୟ
[ସମ୍ପାଦନା]| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |