ବ୍ୟବହାରକାରୀ:Pkp05

    ଉଇକିପିଡ଼ିଆ‌ରୁ
    Pabitra Kumar Panda
    — Wikipedian  —
    NamePkp05
    Born (1996-10-15) ୧୫ ଅକ୍ଟୋବର ୧୯୯୬ (ବୟସ ୨୬)
    Dandamukunda Pur, Pipili
    Name in real lifePabitra Kumar Panda (ପବିତ୍ର କୁମାର ପଣ୍ଡା)
    NationalityIndian
    CountryIndia
    Current locationBhubaneswar
    LanguagesOdia
    Hindi
    English
    Height5 ft 8 in (173 cm)
    Weight70 kg (150 lb; 11 st 0 lb)
    HairBlack
    EyesBlack
    HandednessRight Handed
    Blood typeB+
    SexualityMale
    Personality typeSimple
    Family and friends
    Marital statusSingle
    Girlfriend×
    Education and employment
    OccupationSoftware Engineer
    EducationBCA
    Primary schoolSaraswati Sishu Vidya Mandir, Pipili
    Intermediate schoolSaraswata Vidyapitha, Birtunga, Gop, Puri
    High schoolGopabandhu Memorial High School
    CollegeOmm Shanti College of Science & Technology, Pipili
    Hobbies, favourites and beliefs
    HobbiesBadminton
    ReligionHumanity
    PoliticsInterest
    AliasesLipu
    Krishna
    Movies3 Idots
    vivah
    Interests

    Adventure Sports
    Listening Song
    watching love stories, action movies, horror movies

    Contact info
    Emailsp.wings.pkp05@gmail.com
    SkypeS.Krishna15(Skype)
    Facebookhttp://www.facebook.com/images/fb_logo_small.png"
    Account statistics
    Joined (2015-12-21) ୨୧ ଡିସେମ୍ବର ୨୦୧୫ (ବୟସ ୭)
    Signature ପବିତ୍ର କୁମାର ପଣ୍ଡା (ଯୋଗାଯୋଗ କରନ୍ତୁ) |ଅବଦାନ)
    More about me
    likeBeing with Patents & friends


    ଓଡିଆ ଉଇକିପିଡିଆ ଓ ମୁଁ[ସମ୍ପାଦନା]

    ପୁରୀରେ BCA କରୁଥିବା ସମୟରେ ମୁଁ, ମୋର କିଛି ସହପାଠୀଙ୍କ ଦ୍ୱାରା ଓଡିଆ ଉଇକିପିଡିଆ ସଂସ୍ପର୍ଶରେ ଆସିଥିଲି ଏବଂ ସେବେଠାରୁ(ଡିସେମ୍ବର-୨୧-୨୦୧୫)ଏଥିରେ ଖାତାଟିଏ ଖୋଲି ଓଡିଆ ଭାଷାରେ ଲେଖିବା ଆରମ୍ଭ କରିଥିଲି। ଓଡିଆ ଭାଷାର ଉନ୍ନତି କରିବା ପାଇଁ ଏହା ଏକ ନିଆରା ପ୍ରୟାସ। ଉଇକିପିଡିଆ ୱେବସାଇଟ୍‌ରେ ଓଡିଆ ଭାଷାକୁ ସ୍ଥାନ ଦେବା ଏକ ଛୋଟିଆ ପ୍ରୟାସ ନହେଁ। ଏକ ବୈଷୟିକ ଛାତ୍ର ଓ କର୍ମଚାରୀ ଭାବେ ଓଡିଶାକୁ ଓ ଓଡିଆ ଭାଷାକୁ ନିଜର ଭଲପାଇବା ଜଣାଇବାର ଏହାଠାରୁ ଆଉ କିଛି ଭଲ ଉପାୟ ଅଛି ବୋଲି ମନେ କରୁନି। ଆଗ ପରି ଓଡିଆ ଉଇକିପିଡିଆରେ ଯେତିକି ସମୟ ଦେଇପାରୁଥିଲି ଏବେ ବିଭିନ୍ନ କାରଣରୁ ସେତେ ମାତ୍ରାରେ ସମୟ ଦେଇପାରୁନଥିଲେ ମଧ୍ୟ ଏଥିରେ ଲେଖିବା ମୁଁ ବନ୍ଦ କରିନାହିଁ। ଜଣେ ଖାଣ୍ଟି ଓଡିଆ ହିସାବରେ ସହୃଦୟେ ମୁଁ ଓଡିଆ ଉଇକିପିଡିଆରେ ଓଡିଆ ଭାଷାର ଉନ୍ନତି ପାଇଁ କାମ କରିବାକୁ ଭଲପାଏ ଓ ସମୟ ପାଇ ଏଥିରେ ଓଡିଆ ଭାଷାକୁ ସ୍ଥାନ ଦିଏ। ଏପରି କାମରେ ଅଗଭରା ଥିବା ସବୁ ଭାଇ ଓ ଭଉଣୀଙ୍କୁ ମୋ ହୃଦୟୁରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି।

    ମୁଁ ଲେଖିଥିବା କିଛି ପ୍ରସଙ୍ଗମାନ[ସମ୍ପାଦନା]

    ମୁଁ ତିଆରି କରିଥିବା ପ୍ରସଙ୍ଗ ଗୁଡିକ ହେଲା:-

    1. ରୁକ୍ମିଣୀ ବିବାହ
    2. ଶୁଆ
    3. ବ୍ୟାଡମିଣ୍ଟନ
    4. ଗୋବିନ୍ଦା(ଅଭିନେତା)
    5. ଫୁଲନ୍ ଦେବୀ
    6. କ୍ୟାଟ୍ରିନା କୈଫ
    7. କିରଣ ମଜୁମଦାର ସାହ
    8. ଇଲିୟାନା ଡି' କ୍ରୁଜ
    9. ରେଶମା ସେଠୀ
    10. ମାଧୁରୀ ଦୀକ୍ଷିତ
    11. ସୁସ୍ମିତା ସେନ
    12. ଅବ୍‌ଦୁଲ୍ ହକିମ୍ ସାନି ବ୍ରାଉନ୍‌
    13. ବେଲାଲ୍ ମନସୁର୍ ଅଲି
    14. ଜାଭେଦ ଅଲ୍ଲୀ
    15. ଜେମ୍ସ ଗସଲିଙ୍ଗ
    16. ଅଜିମ୍ ପ୍ରେମଜୀ
    17. ଶକ୍ତି ମୋହନ
    18. ମୁକେଶ ଅମ୍ବାନୀ
    19. କିରଣ ବେଦୀ
    20. ସ୍ପ୍ରିଙ୍ଗ ଫ୍ରେମୱାର୍କ

    ନିମ୍ନ ଉଲ୍ଲେଖିତ ପ୍ରସଙ୍ଗରେ ମୁଁ କିଛି ତଥ୍ୟ ଯୋଡିଛି:-

    1. ଜଗନ୍ନାଥ ମନ୍ଦିର
    2. ପୁରୀ
    3. ମହାପ୍ରସାଦ
    4. ଭଗିନୀ ନିବେଦିତା
    5. ଜାଭା (ପ୍ରୋଗ୍ରାମିଂ ଭାଷା)
    6. ଭୁଟାନ
    7. ଟୋକିଓ

    ଛାଞ୍ଚ:Templete:ରଥଯାତ୍ରା ଗଣସମ୍ପଦନା ୨୦୧୬ରେ ଅଂଶଗ୍ରହଣ