Jump to content

ବ୍ୟବହାରକାରୀ:Pkp05

ଉଇକିପିଡ଼ିଆ‌ରୁ
Pabitra Kumar Panda
— Wikipedian  —
NamePkp05
Born (1996-10-15) ୧୫ ଅକ୍ଟୋବର ୧୯୯୬ (ବୟସ ୨୮)
Dandamukunda Pur, Pipili
Name in real lifePabitra Kumar Panda (ପବିତ୍ର କୁମାର ପଣ୍ଡା)
NationalityIndian
CountryIndia
Current locationBhubaneswar
LanguagesOdia
Hindi
English
Height5 ft 8 in (173 cm)
Weight70 kg (150 lb; 11 st 0 lb)
HairBlack
EyesBlack
HandednessRight Handed
Blood typeB+
SexualityMale
Personality typeSimple
Family and friends
Marital statusSingle
Girlfriend×
Education and employment
OccupationSoftware Engineer
EducationBCA
Primary schoolSaraswati Sishu Vidya Mandir, Pipili
Intermediate schoolSaraswata Vidyapitha, Birtunga, Gop, Puri
High schoolGopabandhu Memorial High School
CollegeOmm Shanti College of Science & Technology, Pipili
Hobbies, favourites and beliefs
HobbiesBadminton
ReligionHumanity
PoliticsInterest
AliasesLipu
Krishna
Movies3 Idots
vivah
Interests

Adventure Sports
Listening Song
watching love stories, action movies, horror movies

Contact info
Emailsp.wings.pkp05@gmail.com
SkypeS.Krishna15(Skype)
Facebookhttp://www.facebook.com/images/fb_logo_small.png"
Account statistics
Joined (2015-12-21) ୨୧ ଡିସେମ୍ବର ୨୦୧୫ (ବୟସ ୮)
Signature ପବିତ୍ର କୁମାର ପଣ୍ଡା (ଯୋଗାଯୋଗ କରନ୍ତୁ) |ଅବଦାନ)
More about me
likeBeing with Patents & friends


ଓଡିଆ ଉଇକିପିଡିଆ ଓ ମୁଁ

[ସମ୍ପାଦନା]

ପୁରୀରେ BCA କରୁଥିବା ସମୟରେ ମୁଁ, ମୋର କିଛି ସହପାଠୀଙ୍କ ଦ୍ୱାରା ଓଡିଆ ଉଇକିପିଡିଆ ସଂସ୍ପର୍ଶରେ ଆସିଥିଲି ଏବଂ ସେବେଠାରୁ(ଡିସେମ୍ବର-୨୧-୨୦୧୫)ଏଥିରେ ଖାତାଟିଏ ଖୋଲି ଓଡିଆ ଭାଷାରେ ଲେଖିବା ଆରମ୍ଭ କରିଥିଲି। ଓଡିଆ ଭାଷାର ଉନ୍ନତି କରିବା ପାଇଁ ଏହା ଏକ ନିଆରା ପ୍ରୟାସ। ଉଇକିପିଡିଆ ୱେବସାଇଟ୍‌ରେ ଓଡିଆ ଭାଷାକୁ ସ୍ଥାନ ଦେବା ଏକ ଛୋଟିଆ ପ୍ରୟାସ ନହେଁ। ଏକ ବୈଷୟିକ ଛାତ୍ର ଓ କର୍ମଚାରୀ ଭାବେ ଓଡିଶାକୁ ଓ ଓଡିଆ ଭାଷାକୁ ନିଜର ଭଲପାଇବା ଜଣାଇବାର ଏହାଠାରୁ ଆଉ କିଛି ଭଲ ଉପାୟ ଅଛି ବୋଲି ମନେ କରୁନି। ଆଗ ପରି ଓଡିଆ ଉଇକିପିଡିଆରେ ଯେତିକି ସମୟ ଦେଇପାରୁଥିଲି ଏବେ ବିଭିନ୍ନ କାରଣରୁ ସେତେ ମାତ୍ରାରେ ସମୟ ଦେଇପାରୁନଥିଲେ ମଧ୍ୟ ଏଥିରେ ଲେଖିବା ମୁଁ ବନ୍ଦ କରିନାହିଁ। ଜଣେ ଖାଣ୍ଟି ଓଡିଆ ହିସାବରେ ସହୃଦୟେ ମୁଁ ଓଡିଆ ଉଇକିପିଡିଆରେ ଓଡିଆ ଭାଷାର ଉନ୍ନତି ପାଇଁ କାମ କରିବାକୁ ଭଲପାଏ ଓ ସମୟ ପାଇ ଏଥିରେ ଓଡିଆ ଭାଷାକୁ ସ୍ଥାନ ଦିଏ। ଏପରି କାମରେ ଅଗଭରା ଥିବା ସବୁ ଭାଇ ଓ ଭଉଣୀଙ୍କୁ ମୋ ହୃଦୟୁରୁ ଅଶେଷ ଅଶେଷ ଧନ୍ୟବାଦ ଜଣାଉଛି।

ମୁଁ ଲେଖିଥିବା କିଛି ପ୍ରସଙ୍ଗମାନ

[ସମ୍ପାଦନା]

ମୁଁ ତିଆରି କରିଥିବା ପ୍ରସଙ୍ଗ ଗୁଡିକ ହେଲା:-

  1. ରୁକ୍ମିଣୀ ବିବାହ
  2. ଶୁଆ
  3. ବ୍ୟାଡମିଣ୍ଟନ
  4. ଗୋବିନ୍ଦା(ଅଭିନେତା)
  5. ଫୁଲନ୍ ଦେବୀ
  6. କ୍ୟାଟ୍ରିନା କୈଫ
  7. କିରଣ ମଜୁମଦାର ସାହ
  8. ଇଲିୟାନା ଡି' କ୍ରୁଜ
  9. ରେଶମା ସେଠୀ
  10. ମାଧୁରୀ ଦୀକ୍ଷିତ
  11. ସୁସ୍ମିତା ସେନ
  12. ଅବ୍‌ଦୁଲ୍ ହକିମ୍ ସାନି ବ୍ରାଉନ୍‌
  13. ବେଲାଲ୍ ମନସୁର୍ ଅଲି
  14. ଜାଭେଦ ଅଲ୍ଲୀ
  15. ଜେମ୍ସ ଗସଲିଙ୍ଗ
  16. ଅଜିମ୍ ପ୍ରେମଜୀ
  17. ଶକ୍ତି ମୋହନ
  18. ମୁକେଶ ଅମ୍ବାନୀ
  19. କିରଣ ବେଦୀ
  20. ସ୍ପ୍ରିଙ୍ଗ ଫ୍ରେମୱାର୍କ

ନିମ୍ନ ଉଲ୍ଲେଖିତ ପ୍ରସଙ୍ଗରେ ମୁଁ କିଛି ତଥ୍ୟ ଯୋଡିଛି:-

  1. ଜଗନ୍ନାଥ ମନ୍ଦିର
  2. ପୁରୀ
  3. ମହାପ୍ରସାଦ
  4. ଭଗିନୀ ନିବେଦିତା
  5. ଜାଭା (ପ୍ରୋଗ୍ରାମିଂ ଭାଷା)
  6. ଭୁଟାନ
  7. ଟୋକିଓ

ଛାଞ୍ଚ:Templete:ରଥଯାତ୍ରା ଗଣସମ୍ପଦନା ୨୦୧୬ରେ ଅଂଶଗ୍ରହଣ