ଇଲିୟାନା ଡି' କ୍ରୁଜ
ଇଲିୟାନା ଡି' କ୍ରୁଜ | |
---|---|
![]() ଇଲିୟାନା ଡି' କ୍ରୁଜ ମ୍ୟାକ୍ସ ଫ୍ୟାସନ୍ ଆଇକନ୍ ଇଣ୍ଡିଆ ୨୦୧୫ରେ | |
ଜନ୍ମ ଓ ଜନ୍ମସ୍ଥାନ | |
ମୁମ୍ବାଇ, ମହାରାଷ୍ଟ୍ର, ଭାରତ | |
ଜାତୀୟତା | Indian |
ଜୀବିକା | ଅଭିନେତ୍ରୀ, ମଡେଲ୍ |
କାର୍ଯ୍ୟକାଳ | ୨୦୦୬-ବର୍ତ୍ତମାନ |
ବାପା ବୋଉ | ସମିରା ଡି' କ୍ରୁଜ[୧] ରୋନାଲ୍ଡୋ ଡି' କ୍ରୁଜ |
ଇଲିୟାନା ଡି' କ୍ରୁଜ (ଜନ୍ମ ୧ ନଭେମ୍ବର ୧୯୮୭) ଜଣେ ଭାରତୀୟ ଅଭିନେତ୍ରୀ ଯିଏକି, ମୂଖ୍ୟତଃ ତେଲୁଗୁ ଚ୍ଚଳଚ୍ଚିତ୍ରରେ ଅଭିନୟ କରନ୍ତି। ସେ ନିଜ ଭବିଷ୍ୟତ ମଡେଲିଂରୁ ଆରମ୍ଭ କରିଥିଲେ ଏବଂ ୨୦୦୬ ମସିହାରେ ସେ ବାୟ ବି ଏସ୍ ଚୌଧୁରୀଙ୍କ ଦେବଦାସୁରୁ ନିଜ ଚ୍ଚଳଚ୍ଚିତ୍ର ଭବିଷ୍ୟତ ଆରମ୍ଭ କରିଥିଲେ। ଏହାପରେ ସେ ପୋକ୍କିରୀ(୨୦୦୬), ଜଲସା(୨୦୦୮) ଓ କିକ୍ରେ ଅଭିନୟ କରି ବ୍ୟବସାୟିକ ସଫଳତା ପାଇଥିଲେ। ପରେ ସେ ନିଜକୁ ତେଲୁଗୁ ସିନେମାର ଅଗ୍ରଣୀ ଅଭିନେତ୍ରୀ ରୂପେ ପ୍ରମାଣିତ କରିଥିଲେ।କେଡି ଚ୍ଚଳଚ୍ଚିତ୍ରରେ ଅଭିନୟ କରି ସେ ତାମିଲ ଚ୍ଚଳଚ୍ଚିତ୍ରରେ ପାଦ ଦେଇଥିଲେ।
ପ୍ରାଥମିକ ଜୀବନ[ସମ୍ପାଦନା]
ଇଲିୟାନାଙ୍କ ଜନ୍ମ ମୁମ୍ବାଇର ମହାରାଷ୍ଟ୍ରରେ ହୋଇଥିଲା,ସେ ତାଙ୍କ ପିତାମାତାଙ୍କ ଦ୍ୱିତୀୟ ସନ୍ତାନ ଅଟନ୍ତି। ତାଙ୍କ ପିତା ଗୋଆର ଜଣେ କୈଥୋଲିକ୍ ଓ ମାତା ଇସାଇ ଅଟନ୍ତି ଯିଏକି ଇସ୍ଲାମ୍ ଦୀକ୍ଷିତ ଅଟନ୍ତି। ତାଙ୍କର ତିନୋଟି ଭାଇ ଭଉଣୀ ଅଛନ୍ତି। ଧର୍ମରେ ବଡ ଭଉଣୀଙ୍କ ନାମ ଫରାହ, ଛୋଟ ଭାଇଙ୍କ ନାମ ରିସ୍ ଓ ଛୋଟ ଭଉଣୀଙ୍କ ନାମ ଏରିନ୍ ଅଟେ।[୨] ତାଙ୍କର ପ୍ରଥମ ନାମ ଗ୍ରୀକ୍ ପୁରାଣରୁ ଆନୀତ। ପିଲାବେଳେ ସେ କିଛି ବର୍ଷ ଗୋଆରେ ରହୁଥିଲେ।
ଆଧାର[ସମ୍ପାଦନା]
- ↑ ରୋନାଲ୍ଡୋ ଡି' କ୍ରୁଜ, ସମିରା ଡି' କ୍ରୁଜ. "Ileana D'Cruz". Retrieved 9 March 2017.
- ↑ ଏରିନ୍ ଅଟେ, ବଡ ଭଉଣୀଙ୍କ. "इलियाना डी'क्रूज़". Retrieved 9 March 2017.