Jump to content

ଭୁଟାନ

ଉଇକିପିଡ଼ିଆ‌ରୁ
Kingdom of Bhutan

འབྲུག་རྒྱལ་ཁབ་
Flag of Bhutan
Emblem of Bhutan
Flag Emblem
ଜାତୀୟ ସଙ୍ଗୀତ: Druk tsendhen
ରାଜଧାନୀThimphu
ବୃହତ୍ତମ ସହରcapital
ସରକାରୀ ଭାଷାDzongkha
ଜାତୀୟତାBhutanese
GovernmentUnitary state
 List of rulers of Bhutan
Jigme Khesar Namgyel Wangchuck
 List of Prime Ministers of Bhutan
Jigme Thinley
 List of Prime Ministers of Bhutan
Tshering Tobgay
ବିଧାନ ମଣ୍ଡଳParliament of Bhutan
 ଉଚ୍ଚ ସଦନ
National Council (Bhutan)
 ନିମ୍ନ ସଦନ
National Assembly (Bhutan)
History of Bhutan 
Early 17th century
 House of Wangchuck
17 December 1907
 Constitutional monarchy
2007
କ୍ଷେତ୍ରଫଳ
 ମୋଟ
38,394 km2 (14,824 sq mi) (135th)
 ଜଳଭାଗ (%)
1.1
ଲୋକସଂଖ୍ୟା
 2012 estimate
742,737 (165th)
 2005a census
634,982
 ଘନତା
18.0/km2 (46.6/sq mi) (154th)
ମୋଟ ଘରୋଇ ଉତ୍ପାଦ  (ସମତୁଲ୍ୟ କ୍ରୟଶକ୍ତି)2011 estimate
 ମୋଟ
$4.287 billion
 ମୁଣ୍ଡପିଛା
$6,112
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ)2011 estimate
 ମୋଟ
$1.488 billion
 ମୁଣ୍ଡପିଛା
$2,121
ମାନବ ବିକାଶ ସୂଚନାଙ୍କ (2013)Increase 0.538
low · 140th
ମୁଦ୍ରାBhutanese ngultrumb (BTN)
ସମୟ ମଣ୍ଡଳUTC+6 (Bhutan Time)
 Summer (DST)
UTC+6 (not observed)
ରାସ୍ତା ଚାଲିବା ପାଖleft
ଟେଲିଫୋନ କୋଡ଼+975
Internet TLD.bt
  1. The population of Bhutan had been estimated based on the reported figure of about 1 million in the 1970s when the country had joined the United Nations and precise statistics were lacking.

ଭୁଟାନ ଦକ୍ଷିଣ ଏସିଆ ମହାଦେଶର ଭୁ-ପରିବେଷ୍ଟିତ ଏକ ଦେଶ। ଏହା ହିମାଳୟର ପୂର୍ବ ପାର୍ଶ୍ୱରେ ଅବସ୍ଥିତ।ଏହାର ଉତ୍ତରକୁ ଚୀନର ସ୍ୱାୟତ୍ତ ଅଞ୍ଚଳ ତିବେତ,ଭାରତର ସିକ୍କିମ ରାଜ୍ୟ,ପଶ୍ଚିମକୁ ତିବେତ୍‌ର ଚୁମ୍ବି,ପୂର୍ବକୁ ଭାରତର ଅରୁଣାଞ୍ଚଳ ପ୍ରଦେଶ ଓ ଦକ୍ଷିଣକୁ ଭାରତର ଆସାମ ଘେରି ରହିଛି। ଭୂଟାନ ଦକ୍ଷିଣ ଏସିଆରେ ଅବସ୍ଥିତ ଓ ମାଲଦିଭେସ ପରେ ଏହା ଦ୍ୱିତୀୟ ଅଳ୍ପ ଜନାକୀର୍ଣ୍ଣ ଦେଶ।ଥିମ୍ପୁ ଏହାର ରାଜ୍ୟ ଓ ବୃହତ୍ତମ ସହର ଅଟେ ଯେଉଁଠାରେକି ଫୁଣ୍ଟସୋଲିଙ୍ଗ ଏହାର ଅର୍ଥନୈତିକ କ୍ଷେତ୍ର। ଏହା ତା'ର ଇତିହାସରେ କେବେ ମଧ୍ୟ ଉପନିବେଶ ସ୍ଥାପନ କରିପାରିନାହିଁ। ଭୁଟାନ ଶବ୍ଦ ସଂସ୍କୃତ ଶବ୍ଦ "ଭୁ-ଉଥାନ"ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ହେଉଛି "ଉଚ୍ଚ ଭୂମି"।

ପାଣିପାଗ

[ସମ୍ପାଦନା]

ଭୂଟାନରେ ମୁଖ୍ୟତଃ ପାଞ୍ଚଟି ଋତୁ ଅନୁଭୂତ ହୁଏ ଗ୍ରୀଷ୍ମ,ବର୍ଷା,ଶରତ,ଶୀତ,ବସନ୍ତ।ପଶ୍ଚିମ ଭୂଟାନରେ ପ୍ରବଳ ବର୍ଷା ଅନୁଭୂତ ହୁଏ,ଦକ୍ଷିଣ ଭୂଟାନରେ ଗ୍ରୀଷ୍ମ ଓ ଶୀତ ଅନୁଭୂତ ହୁଏ, ଭୂଟାନର ପୂର୍ବ ଓ କେନ୍ଦ୍ର ପଶ୍ଚିମ ଅପେକ୍ଷା ଶୁଷ୍କ ରୁହେ।

ପଶୁପକ୍ଷୀ

[ସମ୍ପାଦନା]

ଭୂଟାନର ଦକ୍ଷିଣରେ Bengal tiger, clouded leopard, hispid hare the sloth bear ଆଦି ଦେଖିବାକୁ ମିଳନ୍ତି। ଆଉ କିଛି ଅଞ୍ଚଳରେ grey langur, tiger, goral and serow ଆଦି ଦେଖିବାକୁ ମିଳନ୍ତି। ବାଉଁଶ ଗଛ ଓ ଫଳ ଗଛ ଆଦି Himalayan black bear, red panda, squirrel, sambar, wild pig, barking deerମାନଙ୍କୁ ବାସ ପ୍ରଦାନ କରିଥାନ୍ତି। ବୃହତ୍ତ ପର୍ବତଗୁଡ଼ିକ snow leopard, blue sheep, marmot, Tibetan wolf, antelope, Himalayan musk deer, takin ଆଦିଙ୍କୁ ବାସ ପ୍ଦାନ କରିଥାନ୍ତି। takin ଭୂଟାନର ଜାତୀୟ ପଶୁ।

ଭୂଟାନରୁ ଉତ୍ତର ଆମେରିକା ଓ ଇୟୁରୋପକୁ ବହୁଳ ମାତ୍ରାରେ ନାଲି ଚାଉଳ ରପ୍ତାନୀ ହୋଇଥାଏ। ବାଂଲାଦେଶ ଭୂଟାନର ସେଓ ଓ କମଳା ପାଇଁ ଏକ ବୃହତ୍ ବଜାର ଅଟେ।

ଭୂଟାନରେ ମୁଖ୍ୟତଃ ସାଲ୍‌ମନ୍‌ ଜାତୀୟ ମାଛ ଓ ଭାକୁର ମାଛ ଚାଷ ହୋଇଥାଏ।

ବାଣିଜ୍ୟ

[ସମ୍ପାଦନା]

ଭୂଟାନର ଅର୍ଥନୀତିର ୨୨ ପ୍ରତିଶତ ଅର୍ଥ ଏହି ବାଣିଜ୍ୟ କ୍ଷେତ୍ରରୁ ମିଳିଥାଏ।।ଭୂଟାନରେ ମୁଖ୍ୟତଃ ଫେରୋଆଲୋୟେ, ସିମେଣ୍ଟ,ମେଟାଲ ପୋଲ,ଲୁହା,ନନାଆଲୋୟେ ଷ୍ଟିଲ୍ ଓ ଗ୍ରାଫାଇଟ୍,ତମ୍ବା ଆଦି ମିଳିଥାଏ।

ଭୂଟାନରେ କୋଇଲା,ଡୋଲୋମାଇଟ୍,ଜିପ୍‌ସମ୍ ଓ ଚୂନପଥର ମିଳେ। ବେରିଲ୍,ତମ୍ବା,ଗ୍ରାଫାଇଟ୍,ଲିଡ୍,ପାଇରାଇଟ୍,ସୀସା,ଟଙ୍ଗଷ୍ଟନ୍ ଓ ଜିଙ୍କ୍ ଗଚ୍ଛିତ ରହିଛି।