କିରଣ ମଜୁମଦାର ସାହ
ଦେଖଣା
Kiran Mazumdar-Shaw | |
---|---|
ଜନ୍ମ | |
ବୃତ୍ତି | Chairperson of बायोकॉन |
କିରଣ ମଜୁମ୍ଦାର ସାହ(ଜନ୍ମ ୨୩ ମାର୍ଚ୍ଚ ୧୯୫୩) ଜଣେ ଭାରତୀୟ ବ୍ୟବସାୟୀ ଅଟନ୍ତି।
ଜୀବନ ଓ ଶିକ୍ଷା
[ସମ୍ପାଦନା]କିରଣ ବେଙ୍ଗାଲୁରୁର ଗୁଜରାଟୀ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ବେଙ୍ଗାଲୁରୁର ବିଶୋପ୍ କଟନ୍ ହାଇ ସ୍କୁଲରେ ସେ ଶିକ୍ଷା ଲାଭ କରି ୧୯୬୮ ମସିହାରେ ସେଠାରୁ ପାସ୍ ହୋଇଥିଲେ।[୧] ଏହାପରେ ସେ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ମାଉଣ୍ଟ କାର୍ମେଲ୍ ମହିଳା ମହାବିଦ୍ୟାଳୟରେ ଶିକ୍ଷା ଲାଭ କଲେ। ୧୯୭୩ ମସିହାରେ ସେ ବେଙ୍ଗାଲୁରୁ ବିଶ୍ୱବିଦ୍ୟାଳୟରୁ ଜୀବ ବିଜ୍ଞାନ ବିଷୟରେ ଅଧ୍ୟୟନ କରି ବ୍ୟାଚ୍ଲର୍ ଡିଗ୍ରୀ ହାସଲ କରିଥିଲେ।
ଜୀବିକା
[ସମ୍ପାଦନା]କିରଣ ମଜୁମଦାର ସାହ ଜଣେ ଭାରତୀୟ ମହିଳା ବ୍ୟବସାୟୀ, ଯିଏକି ଟେକ୍ନୋକ୍ରିଟ୍,ଉନ୍ୱେଷକ ଓ ବାୟୋକଁନ୍ର ସଂସ୍ଥାପକ ଥିଲେ।[୨] ଯିଏକି ଭାରତର ବେଙ୍ଗାଲୁରୁର ଅଗ୍ରଣୀ ସଂସ୍ଥା ଅଟେ। ସେ ବାୟୋକଁନ୍ ଲିମିଟେଡ୍ର ଅଧ୍ୟକ୍ଷ ଓ ପ୍ରବନ୍ଧ ନିର୍ଦ୍ଦେଶକ ତଥା ସିଞ୍ଜିନ ଇନ୍ଟର୍ନ୍ୟାସ୍ନାଲ୍ ଲିମିଟେଡ୍ ଓ କ୍ଲିଞ୍ଜିନ ଇନ୍ଟର୍ନ୍ୟାସ୍ନାଲ୍ ଲିମିଟେଡ୍ର ଅଧ୍ୟକ୍ଷ ଅଟନ୍ତି।
- ↑ ପାସ୍ ହୋଇଥିଲେ, ବେଙ୍ଗାଲୁରୁର ବିଶୋପ୍ କଟନ୍ ହାଇ ସ୍କୁଲରେ. "Kiran Mazumdar-Shaw". Retrieved 7 March 2017.
- ↑ ସଂସ୍ଥାପକ ଥିଲେ, କିରଣ. "किरण मजूमदार-शॉ". Retrieved 7 March 2017.