Jump to content

ମାଧୁରୀ ଦୀକ୍ଷିତ

ଉଇକିପିଡ଼ିଆ‌ରୁ
ମାଧୁରୀ ଦୀକ୍ଷିତ
Dixit at an event for Olay in 2013
ଜନ୍ମ (1967-05-15) ୧୫ ମଇ ୧୯୬୭ (ବୟସ ୫୯)
ଜାତୀୟତାଭାରତୀୟn
ବୃତ୍ତିଅଭିନେତ୍ରୀ
ସକ୍ରିୟ ବର୍ଷ୧୯୮୪-ବର୍ତ୍ତମାନ
ବୈବାହିକ-ସାଥୀଶ୍ରୀରାମ ମାଧବ ନେନେ[]
ସନ୍ତାନ2
ପୁରସ୍କାରପଦ୍ମଶ୍ରୀ
ୱେବସାଇଟwww.madhuridixit-nene.com

ମାଧୁରୀ ଦୀକ୍ଷିତ୍ (ଜନ୍ମ ୧୫ ମଇ ୧୯୬୭) ହିନ୍ଦୀ ଚ୍ଚଳଚ୍ଚିତ୍ରର ଜଣେ ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ ଅଟନ୍ତି । ମାଧୁରୀ ଦୀକ୍ଷିତ୍ ହିନ୍ଦୀ ଚ୍ଚଳଚ୍ଚିତ୍ରକୁ ଏପରି ଏକ ମୋଡ ଦେଇଛନ୍ତି ଯେ, ଯେଉଁଥି ପାଇଁ ଆଜିର ଅଭିନେତ୍ରୀମାନେ ତାଙ୍କୁ ନିଜ ଆଦର୍ଶ ବୋଲି ଭାବନ୍ତି । ଅଶି ନବେ ଦଶନ୍ଧି ବେଳକୁ ଏହି ଅଭିନେତ୍ରୀ ଜଣକ ନିଜକୁ ହିନ୍ଦୀ ଚ୍ଚଳଚ୍ଚିତ୍ର ଜଗତର ଜଣେ ପ୍ରମୁଖ ଅଭିନେତ୍ରୀ ଓ ସୁପ୍ରସିଦ୍ଧ ନୃତ୍ୟଶିଳ୍ପୀ ରୂପେ ସ୍ଥାପିତ କରିଥିଲେ। ତାଙ୍କ ନୃତ୍ୟର ଯାଦୁ ଏପରି ଥିଲାକି ସାରା ଭାରତର ସେ ପ୍ରିୟ ହୋଇଯାଇଥିଲେ ।

୧୫ ମଇ ୧୯୬୭ ମସିହାରେ ମୁମ୍ବାଇରେ ମାଧୁରୀଙ୍କ ଏକ ମରାଠୀ ପରିବାରରେ ଜନ୍ମ ହୋଇଥିଲା। ପିତା ଶଙ୍କର ଦୀକ୍ଷିତ୍ ଓ ମାତା ସ୍ନେହଲତା ଦୀକ୍ଷିତ୍‌ଙ୍କ ଗେହ୍ଲି ମାଧୁରୀଙ୍କ ପିଲାବେଳୁ ଚିକିତ୍ସକ ହେବାର ଇଚ୍ଛା ଥିଲା, ବୋଧ ହୁଏ ଏହି କାରଣ ଯୋଗୁଁ ସେ ତାଙ୍କ ଜୀବନ ସାଥୀ ଶ୍ରୀରାମ ନେନେଙ୍କୁ ବାଛି ଥିଲେ ଯିଏକି ପେଶାରେ ଜଣେ ଚିକିତ୍ସକ। ଇବାଇନ୍ ଛାଇଲ୍ଡ ହାଇ ସ୍କୁଲ୍‌ରେ ପଢ଼ିବା ପରେ ମାଧୁରୀ ମୁମ୍ବାଇ ବିଶ୍ୱବିଦ୍ୟାଳୟରେ ସ୍ନାତକ ଶିକ୍ଷା ପୂର୍ଣ୍ଣ କରିଥିଲେ। ପିଲାବେଳୁ ମାଧୁରୀଙ୍କ ନୃତ୍ୟରେ ରୁଚି ଥିଲା। ୨୦୦୮ ମସିହାରେ ସେ ଭାରତ ସରକାରଙ୍କ ଚତୁର୍ଥ ସର୍ବୋଚ୍ଚ ନାଗରିକ ସମ୍ମାନ "ପଦ୍ମଶ୍ରୀ"ରେ ସମ୍ମାନିତ ହୋଇଥିଲେ।[]

ମୁଖ୍ୟ ଚଳଚ୍ଚିତ୍ର

[ସମ୍ପାଦନା]
ବର୍ଷଚ୍ଚଳଚ୍ଚିତ୍ରଚରିତ୍ରମନ୍ତବ୍ୟ
୨୦୧୪ ଦେଢ ଇସ୍କିୟାଁ ବେଗମ୍
ଗୁଲାବ ଗ୍ୟାଙ୍ଗରଜ୍ଜୋ
୨୦୧୩ ୟେ ଜୱାନୀ ହେ ଦିୱାନୀ ମୋହିନୀ
ବମ୍ବେ ଟକିଜ୍
୨୦୦୭ଆଜା ନଚଲେଦିବ୍ୟା ଶ୍ରୀବାସ୍ତବ
୨୦୦୨देवदासचंद्रमुखी
हम तुम्हारे हैं सनमराधा
୨୦୦୧ये रास्ते हैं प्यार केनेहा
लज्जाजानकी
୨୦୦୦गज गामिनी
पुकारअंजलि
୧୯୯୯आरज़ूपूजा राजेन्द्रनाथ
୧୯୯୮बड़े मियाँ छोटे मियाँमाधुरी दीक्षित - अतिथि भूमिका
घरवाली बाहरवालीविशेष भूमिका
୧୯୯୭ଦିଲ ତୋ ପାଗଲ ହୈପୂଜା
ମୃତ୍ୟୁଦଣ୍ଡ(୧୯୯୭ର ହିନ୍ଦୀ କଥାଚିତ୍ର)କେତକୀ
କୋୟଲାଗୌରୀ
ମହନ୍ତ(୧୯୯୭ର ହିନ୍ଦୀ କଥାଚିତ୍ର)
୧୯୯୬ପ୍ରେମ ଗ୍ରନ୍ଥକଜରୀ
ରାଜକୁମାର (୧୯୯୬ର ହିନ୍ଦୀ କଥାଚିତ୍ର)
୧୯୯୫राजामधु गरेवाल
ୟାରାନା
ପାପୀ ଦେବତା
୧୯୯୪हम आपके हैं कौननिशा चौधरी
ଅଞ୍ଜାମଶୀବାନି
୧୯୯୩दिल तेरा आशिक
खलनायकगंगा (गंगोत्री देवी)
फूल
आँसू बने अंगारेउषा
साहिबाँ
୧୯୯୨बेटासरस्वती
ज़िन्दगी एक जुआजूही सिंह
संगीत
धारावि
प्रेम दीवानेइन्स्पेक्टर शिवांगी
୧୯୯୧खेलसीमा
साजनपूजा सक्सेना
100 डेज़देवी
जमाई राजारेखा
प्रतिकारमधु
୧୯୯୦महासंग्राम
दिलमधु मेहरा
दीवाना मुझ सा नहींअनीता
प्यार का देवताराधा
सैलाबडॉ॰ सुषमा
जीवन एक संघर्षमधु सेन
किशन कन्हैयाअंजु
थानेदारचंदा
वर्दीजया
इज़्ज़तदारमोहिनी
୧୯୮୯प्रेम प्रतिज्ञालक्ष्मी एम राव
मुज़रिमसोनिया
परिन्दापारो
राम लखनराधा
त्रिदेवदिव्या माथुर
पाप का अंत
कानून अपना अपना
इलाकाविद्या
୧୯୮୮तेज़ाबमोहिनी
दयावाननीला
खतरों के खिलाड़ी
୧୯୮୭आवारा बाप
उत्तर दक्षिण
हिफ़ाज़त
୧୯୮୬अबोधगौरी
स्वातिआनंदी
୧୯୮୫ अबोध गौरी
୧୯୮୪ आवारा बाप बरखा
  1. ନେନେ, ଶ୍ରୀରାମ. "Madhuri Dixit". Retrieved 9 March 2017.
  2. ସମ୍ମାନିତ ହୋଇଥିଲେ, ୨୦୦୮ ମସିହାରେ. "माधुरी दीक्षित". Retrieved 9 March 2017.{{cite web}}: CS1 maint: numeric names: authors list (link)