ବ୍ରହ୍ମପୁର (ଲୋକସଭା ନିର୍ବାଚନ ମଣ୍ଡଳୀ)

ଉଇକିପିଡ଼ିଆ ରୁ

ବ୍ରହ୍ମପୁର ଓଡ଼ିଶାର ଏକ ଲୋକସଭା ନିର୍ବାଚନ ମଣ୍ଡଳୀ । ଏହି ଲୋକସଭା ନିର୍ବାଚନ ମଣ୍ଡଳୀ ୭ଟି ବିଧାନ ସଭା ନିର୍ବାଚନ ମଣ୍ଡଳୀକୁ ନେଇ ଗଠିତ: [୧] [୨]

  1. ଛତ୍ରପୁର
  2. ଗୋପାଳପୁର
  3. ବ୍ରହ୍ମପୁର
  4. ଦିଗପହଣ୍ଡି
  5. ଚିକିଟି
  6. ମୋହନା
  7. ପାରଳାଖେମୁଣ୍ଡି

ସାଂସଦ[ସମ୍ପାଦନା]

ଆଧାର[ସମ୍ପାଦନା]

ଆହୁରି ଦେଖନ୍ତୁ[ସମ୍ପାଦନା]