ବୋବାଲ ଟୋକା

ଉଇକିପିଡ଼ିଆ‌ରୁ
ବୋବାଲ ଟୋକା
ନିର୍ଦ୍ଦେଶକସୁଧାକର ବସନ୍ତ
ପ୍ରଯୋଜକପ୍ରକାଶ ଶ୍ରୀଚନ୍ଦନ
ସୁଧାକର ବସନ୍ତ
ସଂଳାପସାରିକା ସ୍ୱାଇଁ
ଚିତ୍ରନାଟ୍ୟସୁଧାକର ବସନ୍ତ
କାହାଣୀଦିଲୀପ ଶ୍ରୀଚନ୍ଦନ
କଳାକାରପିଣ୍ଟୁ ନନ୍ଦ
ପ୍ରଦୀପ ଦତ୍ତ
ସୁଧାକର ବସନ୍ତ
ମଧୁ
ସଙ୍ଗୀତଗୌରୀ ଶଙ୍କର ସିଂହ
ଚିତ୍ରଗ୍ରହଣପ୍ରଦୀପ ସାହୁ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୧୫ ଫେବୃଆରୀ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ବୋବାଲ ଟୋକା, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରକାଶ ଶ୍ରୀଚନ୍ଦନ ଓ ସୁଧାକର ବସନ୍ତ । ଦିଲୀପ ଶ୍ରୀଚନ୍ଦନ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । କଥାଚିତ୍ରଟିର ସଂଳାପ ରଚନା କରିଥିଲେ ସାରିକା ସ୍ୱାଇଁ । ସୁଧାକର ବସନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧]

ପ୍ରଦୀପ ଦତ୍ତ ଓ ତପସ୍ୟା ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ।[୨]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୌରୀ ଶଙ୍କର ସିଂହ । ମନୋଜ ମହାନ୍ତି ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଗୌତମ ଗିରି, ଶ୍ୱେତାମି, ତାରିକ ଅଜିଜ୍, ସତ୍ୟଜିତ, ଆଶୁତୋଷ, ଅନ୍ତରା ଚକ୍ରବର୍ତ୍ତୀ, ଶଶାଙ୍କ ଶେଖର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୫]

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ବୋବାଲ ଟୋକା". ସମାଜ ରବିବାର. 1 July 2018. Archived from the original on 1 July 2018. Retrieved 5 July 2018.
  2. "ଟକ୍କର ଦେବା ପାଇଁ ପରଦାକୁ ଫେରୁଛନ୍ତି ବୋବାଲ ଟୋକା ! | Kanak Lifestyle". OllyBolly (in ଆମେରିକୀୟ ଇଂରାଜୀ). 2018-04-10. Retrieved 2019-06-21.
  3. "ପ୍ରଥମେ ଭଉଣୀ, ପରେ ନାୟିକା ବନିଛନ୍ତି ଓଲିଉଡର ଏହି ନୂଆ ବଗୁଲୀ | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 17 July 2020. Archived from the original on 15 January 2022. Retrieved 15 January 2022.
  4. "କେବେ ଖୋଲିବ ନାୟକ ପ୍ରଦୀପଙ୍କ 'ପ୍ରେମ ଏଟିଏମ୍‌'? | Sambad". ସମ୍ବାଦ. sambad.in. 20 August 2020. Archived from the original on 15 January 2022. Retrieved 15 January 2022.
  5. ""ବୋବାଲ ଟୋକା"ର ଅଡିଓ ରିଲିଜ୍ ହେଲା - EnewsOdia.Com". enewsodia.com (in ଆମେରିକୀୟ ଇଂରାଜୀ). Retrieved 2019-06-21.{{cite web}}: CS1 maint: url-status (link)

ବାହାର ଆଧାର[ସମ୍ପାଦନା]