Jump to content

ପ୍ରୀତି ବନ୍ଧନ

ଉଇକିପିଡ଼ିଆ‌ରୁ
ପ୍ରୀତି ବନ୍ଧନ
ନିର୍ଦ୍ଦେଶକରାସେଶ ମହାନ୍ତି
ପ୍ରଯୋଜକନରେନ୍ଦ୍ର କୁମାର ପାତ୍ର
ପ୍ରଶାନ୍ତ କୁମାର ନାୟକ
ସଂଳାପସୁନୀଲ ବାପି
ଚିତ୍ରନାଟ୍ୟରାସେଶ ମହାନ୍ତି
କାହାଣୀଅଭିଜିତ ସିନ୍ଦେ
କଳାକାରସମ୍ବିତ ଆଚାର୍ଯ୍ୟ
ତମନ୍ନା ବ୍ୟାସ
ପୃଥ୍ୱୀରାଜ ନାୟକ
ପୁଷ୍ପା ପଣ୍ଡା
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣରବିନ୍ଦ୍ର ବେହେରା
ସମ୍ପାଦକଅମ୍ବିକେଶ କୁନାଲ ହୋତା
ମୁକ୍ତିଲାଭ ତାରିଖ
୨୫ ମଇ ୨୦୨୩
ଦେଶ ଭାରତ
ଭାଷାଓଡ଼ିଆ

ପ୍ରୀତି ବନ୍ଧନ ୨୦୨୩ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନରେନ୍ଦ୍ର କୁମାର ପାତ୍ର ଓ ପ୍ରଶାନ୍ତ କୁମାର ନାୟକ । ଅଭିଜିତ ସିନ୍ଦେ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଓ ସଂଳାପ ଲେଖିଥିଲେ ସୁନୀଲ ବାପି ।[] ନିର୍ଦ୍ଦେଶକ ରାସେଶ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ, ତମନ୍ନା ବ୍ୟାସ ଓ ତୃପ୍ତି ।[] ପୃଥ୍ୱୀରାଜ ନାୟକ, ପୁଷ୍ପା ପଣ୍ଡା, ଭୂପତି ତ୍ରିପାଠୀ, କେଦାର ମିଶ୍ର, ଥିନ୍, ଅଳକା ଶତପଥୀ, ପ୍ରଶାନ୍ତ ନାୟକ, ନୂପୁର ଘୋଷ, ସସ୍ମିତା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[]

ଏହି କଥାଚିତ୍ରଟି ୨୦୨୩ ମସିହାର ମଇ ୨୫ ତାରିଖରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ।

ଅଭିନୟ

[ସମ୍ପାଦନା]
  • ସମ୍ବିତ ଆଚାର୍ଯ୍ୟ
  • ତମନ୍ନା ବ୍ୟାସ
  • ପୃଥ୍ୱୀରାଜ ନାୟକ
  • ପୁଷ୍ପା ପଣ୍ଡା
  • ତୃପ୍ତି
  • ଭୂପତି ତ୍ରିପାଠୀ
  • କେଦାର ମିଶ୍ର
  • ଥିନ୍
  • ଅଳକା ଶତପଥୀ
  • ପ୍ରଶାନ୍ତ ନାୟକ
  • ନୂପୁର ଘୋଷ
  • ସସ୍ମିତା

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[]

କ୍ରମଗୀତସମୟ
  1. "ସଂଳାପକାର ସୁନୀଲ୍". ପ୍ରମେୟ. No. ତାରକା ଦୁନିଆ. 7 June 2023. p. ୨୫. Archived from the original on 3 October 2023. Retrieved 3 October 2023.
  2. ୨.୦ ୨.୧ ୨.୨ "ପ୍ରୀତି ବନ୍ଧନ". ପ୍ରମେୟ. No. ତାରକା ଦୁନିଆ. 24 May 2023. Archived from the original on 21 September 2023. Retrieved 21 September 2023.
  3. "Priti Bandhana Odia Movie Cast, Crew, Release Date, Poster, Information". Odia360 (in ଆମେରିକୀୟ ଇଂରାଜୀ). 22 April 2022. Archived from the original on 21 September 2023. Retrieved 21 September 2023.

ବାହାର ଆଧାର

[ସମ୍ପାଦନା]