ଟିକିରି
ଦେଖଣା
ଟିକିରି | |
|---|---|
ଗ୍ରାମ | |
| ଦେଶ | |
| ରାଜ୍ୟ | ଓଡ଼ିଶା |
| ଜିଲ୍ଲା | ରାୟଗଡ଼ା |
| Population (2011) | |
| • Total | ୨୮୪୬ |
| ଭାଷା | |
| • ସରକାରୀ | ଓଡ଼ିଆ |
| Time zone | UTC+5:30 (IST) |
ଟିକିରି ଓଡ଼ିଶାର ରାୟଗଡ଼ା ଜିଲ୍ଲାରେ ଅବସ୍ଥିତ ଏକ ଗ୍ରାମ ।[୧] କାଶୀପୁର ବ୍ଲକ ଅଧିନସ୍ଥ ଟିକିରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷା ସହାୟିକା ଇତିଶ୍ରୀ ହତ୍ୟାକାଣ୍ଡ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଥିଲା ।[୨]
ଭୂଗୋଳ
[ସମ୍ପାଦନା]ଟିକିରିର ଭୌଗୋଳିକ ଅବସ୍ଥାନ ହେଉଛି latd = ୧୯° ୧୦′ ୪୨″,longd = ୮୩° ୦୫′ ୨୮″ । ଜିଲ଼୍ଲା ମୁଖ୍ୟାଳୟ ରାୟଗଡ଼ାଠାରୁ ପଶ୍ଚିମ ଦିଗକୁ ଏହା ୫୧ କି.ମି. ଦୂରରେ ରହିଛି । ୨୦୧୧ ଜନଗଣନା ଅନୁଯାୟୀ ଟିକିରିର ଜନସଂଖ୍ୟା ୨,୮୪୬ ।[୩] ଟିକିରି ଏକ ରେଳଷ୍ଟେସନ ଭାବେ ଏଠାରେ ରେଳ ଯୋଗାଯୋଗ ରହିଛି । ଏହାର ନିକଟତମ ବିମାନ ବନ୍ଦର ହେଉଛି ଜୟପୁର । ଏଠାକାର ପ୍ରଚଳିତ ଭାଷା ହେଉଛି ଓଡ଼ିଆ ଏବଂ ତେଲୁଗୁ ।
ପର୍ଯ୍ୟଟନ
[ସମ୍ପାଦନା]ବଣ, ଜଙ୍ଗଲ ଏବଂ ଖଣିଜ ସମ୍ପଦରେ ପରିପୂର୍ଣ ଏହାର ପ୍ରାକୃତିକ ଶୋଭା ମନମୁଗ୍ଧକର ଅଟେ ।
ଆଧାର
[ସମ୍ପାଦନା]- ↑ "Tikiri village". Retrieved 14 June 2016.
- ↑ "Itishree Pradhan Murder: School Inspector Sentenced to Life by Rayagada Court". Archived from the original on 27 April 2016. Retrieved 14 June 2016.
- ↑ "Tikiri village Population". Retrieved 14 June 2016.
ବାହାର ତଥ୍ୟ
[ସମ୍ପାଦନା]| ଏହି ଲେଖାଟି ଓଡ଼ିଶାର ଏକ ସ୍ଥାନ ବାବଦରେ ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |