ଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)
ଦେଖଣା
| ଛ ମାଣ ଆଠ ଗୁଣ୍ଠ | |
|---|---|
| ନିର୍ଦ୍ଦେଶକ | ପାର୍ବତୀ ଘୋଷ |
| ପ୍ରଯୋଜକ | ପାର୍ବତୀ ଘୋଷ |
| ସଂଳାପ | ଫକିର ମୋହନ ସେନାପତି |
| କଳାକାର | ପାର୍ବତୀ ଘୋଷ, ବିଜୟ ମହାନ୍ତି, ନିହାରିକା ସାହୁ, ଦୁଖୀରାମ ସ୍ୱାଇଁ |
| ସଙ୍ଗୀତ | ପ୍ରଫୁଲ୍ଲ କର |
ମୁକ୍ତିଲାଭ ତାରିଖ | ୧୯୮୬ |
| ଦେଶ | |
| ଭାଷା | ଓଡ଼ିଆ |
ଫକିର ମୋହନ ସେନାପତିଙ୍କ ଲେଖା ଛ ମାଣ ଆଠ ଗୁଣ୍ଠକୁ ଆଧାର କରି ପାର୍ବତୀ ଘୋଷଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଛ ମାଣ ଆଠ ଗୁଣ୍ଠ [୧] - ୧୯୮୬ରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ପାର୍ବତୀ ଘୋଷ, ବିଜୟ ମହାନ୍ତି, ନିହାରିକା ସାହୁ ଓ ଦୁଖୀରାମ ସ୍ୱାଇଁଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର ।
ଦ୍ରଷ୍ଟବ୍ୟ
[ସମ୍ପାଦନା]- ↑ ଇଣ୍ଟରନେଟ ମୁଭି ଡାଟାବେସରେ ଛ ମାଣ ଆଠ ଗୁଣ୍ଠ