ଛ ମାଣ ଆଠ ଗୁଣ୍ଠ (ଓଡ଼ିଆ କଥାଚିତ୍ର)

ଉଇକିପିଡ଼ିଆ ରୁ
Jump to navigation Jump to search
ଛ ମାଣ ଆଠ ଗୁଣ୍ଠ
ନିର୍ଦ୍ଦେଶକପାର୍ବତୀ ଘୋଷ
ପ୍ରଯୋଜକପାର୍ବତୀ ଘୋଷ
ସଂଳାପଫକିର ମୋହନ ସେନାପତି
କଳାକାରପାର୍ବତୀ ଘୋଷ, ବିଜୟ ମହାନ୍ତି, ନିହାରିକା ସାହୁ, ଦୁଖୀରାମ ସ୍ୱାଇଁ
ସଙ୍ଗୀତପ୍ରଫୁଲ୍ଲ କର
ମୁକ୍ତିଲାଭ ତାରିଖ
୧୯୮୬
ଦେଶ ଭାରତ
ଭାଷାଓଡ଼ିଆ

ଫକିର ମୋହନ ସେନାପତିଙ୍କ ଲେଖା ଛ ମାଣ ଆଠ ଗୁଣ୍ଠକୁ ଆଧାର କରି ପାର୍ବତୀ ଘୋଷଙ୍କ ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆଚଳଚ୍ଚିତ୍ର ଛ ମାଣ ଆଠ ଗୁଣ୍ଠ [୧] - ୧୯୮୬ରେ ମୁକ୍ତିଲାଭ କରିଥିଲା ।

ଅଭିନୟରେ[ସମ୍ପାଦନା]

ପାର୍ବତୀ ଘୋଷ, ବିଜୟ ମହାନ୍ତି, ନିହାରିକା ସାହୁଦୁଖୀରାମ ସ୍ୱାଇଁଙ୍କ ଅଭିନୀତ ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରଫୁଲ୍ଲ କର


ଦ୍ରଷ୍ଟବ୍ୟ[ସମ୍ପାଦନା]

  1. ଛ ମାଣ ଆଠ ଗୁଣ୍ଠ ଇଣ୍ଟରନେଟ ମୁଭି ଡାଟାବେସରେ