କିଏ ପୋଛିବ ମା' ଆଖିର ଲୁହ
କିଏ ପୋଛିବ ମା' ଆଖିର ଲୁହ | |
---|---|
ପ୍ରଯୋଜକ | ସୁବ୍ରତ ସାମନ୍ତରାୟ |
କଳାକାର | ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ଜୟୀରାମ ସାମଲ |
ମୁକ୍ତିଲାଭ ତାରିଖ | ୧୭ ଜୁନ ୧୯୯୯ [୧] |
ଦେଶ | ![]() |
ଭାଷା | ଓଡ଼ିଆ |
ସୁବ୍ରତ ସାମନ୍ତରାୟଙ୍କ ପ୍ରଯୋଜନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର କିଏ ପୋଛିବ ମା' ଆଖିର ଲୁହ ୧୯୯୯ ମସିହାରେ ମୁକ୍ତିଲାଭ କରିଥିଲା ।[୨]
ଅଭିନୟରେ[ସମ୍ପାଦନା]
ଓଡ଼ିଆଚଳଚ୍ଚିତ୍ର ‘କିଏ ପୋଛିବ ମା' ଆଖିର ଲୁହ’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ଆଧାର[ସମ୍ପାଦନା]
- ↑ ଧରିତ୍ରୀ (୨୩ଡିସେମ୍ବର୧୯୯୯)
- ↑ http://www.orissadiary.com/CurrentNews.asp?id=54465
ବାହାର ଆଧାର[ସମ୍ପାଦନା]
- ଇଣ୍ଟରନେଟ ମୁଭି ଡାଟାବେସରେ କିଏ ପୋଛିବ ମା' ଆଖିର ଲୁହ