୩ (ସଂଖ୍ୟା)
ଦେଖଣା
(3 (number)ରୁ ଲେଉଟି ଆସିଛି)
| ଓଡ଼ିଆ ବର୍ଣ୍ଣମାଳା | |||||
|---|---|---|---|---|---|
| ଓଡ଼ିଆ ସ୍ଵର ବର୍ଣ୍ଣ | |||||
| ଅ | ଆ | ଇ | ଈ | ଉ | |
| ଊ | ଋ | ୠ | ଌ | ୡ | |
| ଏ | ଐ | ଓ | ଔ | | |
| ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
| କ | ଖ | ଗ | ଘ | ଙ | |
| ଚ | ଛ | ଜ | ଝ | ଞ | |
| ଟ | ଠ | ଡ | ଢ | ଣ | |
| ତ | ଥ | ଦ | ଧ | ନ | |
| ପ | ଫ | ବ | ଭ | ମ | |
| ଯ | ର | ଳ | ୱ | ୟ | |
| ଲ | ଶ | ଷ | ସ | ହ | |
| କ୍ଷ | ଡ଼ | ଢ଼ | |||
| ଓଡ଼ିଆ ସଂଖ୍ୟା | |||||
| ୦ | ୧ | ୨ | ୩ | ୪ | |
| ୫ | ୬ | ୭ | ୮ | ୯ | |
୩ ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ତୃତୀୟ ତଥା ୪ର ପୂର୍ବବର୍ତ୍ତୀ ସଂଖ୍ୟା ।[୧]
ଗାଣିତିକ ଧର୍ମ
[ସମ୍ପାଦନା]ପିଥାଗୋରାସଙ୍କ ମତରେ ୩ ହେଉଛି ଏକମାତ୍ର ସଂଖ୍ୟା ଯାହା କି ଏହାର ପଛରେ ଥିବା ସମସ୍ତ ଗଣନ ସଂଖ୍ୟାର ସମଷ୍ଟି ସହ ସମାନ ।[୨]
ଅଙ୍କ ଜ୍ୟୋତିଷରେ ମହତ୍ତ୍ୱ
[ସମ୍ପାଦନା]- ୩ ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ (ଯଥା: ୩, ୧୨, ୨୧, ୩୦) ଉଚ୍ଚାଭିଳାଷୀ ତଥା ଜିଦଖୋର ହୁଅନ୍ତି ବୋଲି ସଂଖ୍ୟା ଜ୍ୟୋତିଷରେ ବିଶ୍ୱାସ କରାଯାଏ ।[୩][୪]
ଆଧାର
[ସମ୍ପାଦନା]- ↑ "ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା" (PDF). National Institute of Open Schooling. Retrieved 12 June 2018.
- ↑ Priya Hemenway (2005), Divine Proportion: Phi In Art, Nature, and Science, Sterling Publishing Company Inc., pp. 53–54, ISBN 1-4027-3522-7
- ↑ Uppal, Jagajit. Cheiro's NUMEROLOGY & ASTROLOGY. Orient Paperbacks. p. 40.
- ↑ "Number 3". Retrieved 13 June 2018.
ଆହୁରି ତଥ୍ୟ
[ସମ୍ପାଦନା]three ଶବ୍ଦଟି ଉଇକି ଅଭିଧାନରେ ଖୋଜନ୍ତୁ ।
ଉଇକିମିଡ଼ିଆ କମନ୍ସରେ 3
ବାବଦରେ ମାଧ୍ୟମ ରହିଛି ।
- Tricyclopedic Book of Threes by Michael Eck
- ଇଣ୍ଟରନେଟ ମୁଭି ଡାଟାବେସରେ Three
- Threes in Human Anatomy by Dr. John A. McNulty
- 3 Mobile 3 Mobile
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
