୨ (ସଂଖ୍ୟା)
ଦେଖଣା
(2 (number)ରୁ ଲେଉଟି ଆସିଛି)
| ଓଡ଼ିଆ ବର୍ଣ୍ଣମାଳା | |||||
|---|---|---|---|---|---|
| ଓଡ଼ିଆ ସ୍ଵର ବର୍ଣ୍ଣ | |||||
| ଅ | ଆ | ଇ | ଈ | ଉ | |
| ଊ | ଋ | ୠ | ଌ | ୡ | |
| ଏ | ଐ | ଓ | ଔ | | |
| ଓଡ଼ିଆ ବ୍ୟଞ୍ଜନ ବର୍ଣ୍ଣ | |||||
| କ | ଖ | ଗ | ଘ | ଙ | |
| ଚ | ଛ | ଜ | ଝ | ଞ | |
| ଟ | ଠ | ଡ | ଢ | ଣ | |
| ତ | ଥ | ଦ | ଧ | ନ | |
| ପ | ଫ | ବ | ଭ | ମ | |
| ଯ | ର | ଳ | ୱ | ୟ | |
| ଲ | ଶ | ଷ | ସ | ହ | |
| କ୍ଷ | ଡ଼ | ଢ଼ | |||
| ଓଡ଼ିଆ ସଂଖ୍ୟା | |||||
| ୦ | ୧ | ୨ | ୩ | ୪ | |
| ୫ | ୬ | ୭ | ୮ | ୯ | |
୨ ହେଉଛି ସାଧାରଣ ଗଣନ ସଂଖ୍ୟା ଶ୍ରେଣୀର ଦ୍ୱିତୀୟ ତଥା ୩ର ପୂର୍ବବର୍ତ୍ତୀ ସଂଖ୍ୟା ।
ଗାଣିତିକ ଧର୍ମ
[ସମ୍ପାଦନା]- ୨ ହେଉଛି କ୍ଷୁଦ୍ରତମ ମୌଳିକ ସଂଖ୍ୟା ।[୧]
- ୨ ଓ ୩ ଦୁଇଟିଯାକ କ୍ରମିକ ସଂଖ୍ୟା ମୌଳିକ ହୋଇଥିବାରୁ ୨କୁ ପ୍ରଥମ ରାମାନୁଜ-ମୌଳିକ ମଧ୍ୟ କହନ୍ତି ।[୨]
- ୨ ହେଉଛି ଏକମାତ୍ର ଯୁଗ୍ମ ମୌଳିକ ସଂଖ୍ୟା ।
ଅଙ୍କ ଜ୍ୟୋତିଷରେ ମହତ୍ତ୍ୱ
[ସମ୍ପାଦନା]- ୨ ତାରିଖରେ ଜନ୍ମିତ ବ୍ୟକ୍ତିବିଶେଷ (ଯଥା: ୨,୧୧,୨୦,୨୯) ଭଦ୍ର, କଳାପ୍ରିୟ ତଥା କଳ୍ପନାବିଳାସୀ ହୁଅନ୍ତି ବୋଲି ସଂଖ୍ୟା ଜ୍ୟୋତିଷରେ ବିଶ୍ୱାସ କରାଯାଏ ।[୩]
ଆଧାର
[ସମ୍ପାଦନା]- ↑ "ସଂଖ୍ୟା ଏବଂ ସଂଖ୍ୟାରେ ସଂକ୍ରିୟା" (PDF). National Institute of Open Schooling. Retrieved 12 June 2018.
- ↑ "Sloane's A104272 : Ramanujan primes". The On-Line Encyclopedia of Integer Sequences. OEIS Foundation. Retrieved 2018-06-13.
- ↑ Uppal, Jagajit. Cheiro's NUMEROLOGY & ASTROLOGY. Orient Paperbacks. p. 37.
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
