ଏ ଦିଲ୍ ତତେ ଦେଲି

ଉଇକିପିଡ଼ିଆ‌ରୁ
ଏ ଦିଲ୍ ତତେ ଦେଲି
ନିର୍ଦ୍ଦେଶକନିଲୁ ବକ୍ସ
ପ୍ରଯୋଜକଅଖିଳେଶ ବର୍ମା
ସଂଳାପନିଲୁ ବକ୍ସ
ଚିତ୍ରନାଟ୍ୟନିଲୁ ବକ୍ସ
କାହାଣୀନିଲୁ ବକ୍ସ
କଳାକାରବିଭାସ
ରିୟାନ ଶୁକ୍ଳା
ମନିଷା ମିଶ୍ର
ନିଲୁ ବକ୍ସ
ସଙ୍ଗୀତମହମ୍ମଦ ମୁସୀର
ଚିତ୍ରଗ୍ରହଣଅକ୍ଷୟ ନାୟକ
ମୁକ୍ତିଲାଭ ତାରିଖ
୪ ଜାନୁଆରୀ ୨୦୧୯
ଦେଶ ଭାରତ
ଭାଷାଓଡ଼ିଆ

ଏ ଦିଲ୍ ତତେ ଦେଲି, ୨୦୧୯ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅଖିଳେଶ ବର୍ମା ।[୨] ନିଲୁ ବକ୍ସ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ ଏବଂ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବିଭାସ ଓ ରିୟାନା ଶୁକ୍ଳା ।[୩] ମନୀଷା ମିଶ୍ର, ନିଲୁ ବକ୍ସ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟି ୧୭ ମାର୍ଚ୍ଚ ୨୦୨୩ରେ ଓଡ଼ିଆ ଓଟିଟି କଞ୍ଚାଲଙ୍କାରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ[ସମ୍ପାଦନା]

  • ବିଭାସ[୫]
  • ରିୟାନା ଶୁକ୍ଳା[୬][୭][୮]
  • ମନୀଷା ମିଶ୍ର
  • ନିଲୁ ବକ୍ସ

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ମୁସୀର । ଗୀତିକାର ମାନସ ସାହୁ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତସମୟ

ଆଧାର[ସମ୍ପାଦନା]

  1. "ପ୍ରଥମ ମାସରେ ରିଲିଜ୍‌ ହେଲା ଏହିସବୁ ଓଡ଼ିଆ ସିନେମା". Sambad (in Odia). Odisha. 5 February 2019. Archived from the original on 6 February 2019. Retrieved 6 February 2019.{{cite news}}: CS1 maint: unrecognized language (link)
  2. "Odia film 'E Dil Tate Deli' to release in December". Kalinga TV. 29 November 2018. Retrieved 10 January 2019.
  3. ୩.୦ ୩.୧ ୩.୨ "ଦିଲା ଦେଲେ ରିୟାନା". ସମାଜ (ରବିବାର) (in Odia). Bhubaneswar. 6 January 2019. p. 8. Archived from the original on 10 January 2019. Retrieved 10 January 2019.{{cite news}}: CS1 maint: unrecognized language (link)
  4. "ଟୁ-ଜିରେ ବ୍ୟସ୍ତ ଶିବାନୀ". ପ୍ରମେୟ. 15 March 2023. p. 8. Archived from the original on 28 August 2023. Retrieved 28 August 2023.
  5. "ବଡ଼ ବ୍ରେକ୍‌କୁ ଅପେକ୍ଷା". ଧରିତ୍ରୀ (in ଓଡ଼ିଆ url-status=live). No. ଭୁବନେଶ୍ୱର. 2 March 2023. Archived from the original on 20 March 2023. Retrieved 20 March 2023. {{cite news}}: Missing pipe in: |language= (help)CS1 maint: unrecognized language (link)
  6. "ରିୟାନାଙ୍କ ଆଶା". ସମାଜ. 13 May 2017. Retrieved 19 May 2018.[permanent dead link]
  7. "ଏଞ୍ଜଲାଙ୍କ ଚମକ". ସମାଜ ରବିବାର. 24 June 2018. Retrieved 27 June 2018.[permanent dead link]
  8. "ରିୟାନାଙ୍କ ଚମକ". ସମାଜ (ରବିବାର) (in Odia). Bhubaneswar. 2 December 2018. p. 8. Archived from the original on 2 December 2018. Retrieved 2 December 2018.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]