ଏସ. ସି. ଜମିର
ଦେଖଣା
ଡ. ଏସ. ସି. ଜମିର | |
---|---|
ରାଜ୍ୟପାଳ, ଓଡ଼ିଶା | |
Assumed office ୯ ମାର୍ଚ୍ଚ ୨୦୧୩ | |
ପୂର୍ବ ଅଧିକାରୀ | ମୁରଲୀଧର ଚନ୍ଦ୍ରକାନ୍ତ ଭଣ୍ଡାରେ |
ରାଜ୍ୟପାଳ, ମହାରାଷ୍ଟ୍ର | |
କାର୍ଯ୍ୟକାଳ ୧୯ ଜୁଲାଇ ୨୦୦୮ – ୨୦ ଜାନୁଆରୀ ୨୦୧୦ | |
ପୂର୍ବ ଅଧିକାରୀ | ଏସ. ଏମ. କ୍ରିଷ୍ଣା |
ପର ଅଧିକାରୀ | କେ. ଶଙ୍କରନାରାୟଣନ |
ରାଜ୍ୟପାଳ, ଗୁଜରାଟ (ଅତିରିକ୍ତ ଦାୟିତ୍ୱ) | |
କାର୍ଯ୍ୟକାଳ ୨୪ ଜୁଲାଇ ୨୦୦୯ – ୨୬ ନଭେମ୍ବର ୨୦୦୯ | |
ପୂର୍ବ ଅଧିକାରୀ | ନୱଲ କିଶୋର ଶର୍ମା |
ପର ଅଧିକାରୀ | କମଳା ବେନିୱ୍ଆଲ |
ରାଜ୍ୟପାଳ, ଗୋଆ | |
କାର୍ଯ୍ୟକାଳ ୧୭ ଜୁଲାଇ ୨୦୦୪ – ୨୧ ଜୁଲାଇ ୨୦୦୮ | |
ପୂର୍ବ ଅଧିକାରୀ | ମହମ୍ମଦ ଫାଜଲ |
ପର ଅଧିକାରୀ | ଶିବିନ୍ଦର ସିଂହ ସିଦ୍ଧୁ |
ମୁଖ୍ୟମନ୍ତ୍ରୀ, ନାଗାଲାଣ୍ଡ | |
କାର୍ଯ୍ୟକାଳ ୨୨ ଫେବୃଆରୀ ୧୯୯୩ – ୬ ମାର୍ଚ୍ଚ ୨୦୦୩ | |
ପୂର୍ବ ଅଧିକାରୀ | ରାଷ୍ଟ୍ରପତି ଶାସନ |
ପର ଅଧିକାରୀ | ନିଫିଉ ରିଓ |
କାର୍ଯ୍ୟକାଳ ୨୫ ଜାନୁଆରୀ ୧୯୮୯ – ୧୦ ମଇ ୧୯୯୦ | |
ପୂର୍ବ ଅଧିକାରୀ | ରାଷ୍ଟ୍ରପତି ଶାସନ |
ପର ଅଧିକାରୀ | କେ. ଏଲ ଚିଶି |
କାର୍ଯ୍ୟକାଳ ୧୮ ଅପ୍ରେଲ ୧୯୮୦ – ୫ ଜୁନ ୧୯୮୦ | |
ପୂର୍ବ ଅଧିକାରୀ | ଭିଜୋଲ ଅଙ୍ଗାମି |
ପର ଅଧିକାରୀ | ଜନ ବସ୍କୋ ଜାସୋକି |
କାର୍ଯ୍ୟକାଳ ୧୮ ନଭେମ୍ବର ୧୯୮୨ – ୨୮ ନଭେମ୍ବର ୧୯୮୬ | |
ପୂର୍ବ ଅଧିକାରୀ | ଜନ ବସ୍କୋ ଜାସୋକି |
ପର ଅଧିକାରୀ | ହୋକିଶେ ସେମା |
ସଂସଦୀୟ ସଂପାଦକ | |
କାର୍ଯ୍ୟକାଳ ୫ ମଇ ୧୯୬୨ – ୧୫ ଜାନୁଆରୀ ୧୯୬୬ [୧] | |
Appointed by | ଜବାହରଲାଲ ନେହେରୁ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧୭ ଅକ୍ଟୋବର ୧୯୩୧ |
ରାଜନୀତିକ ଦଳ | ଭାରତୀୟ ଜାତୀୟ କଂଗ୍ରେସ |
ଶିକ୍ଷାନୁଷ୍ଠାନ | ସ୍କଟିଶ ଚର୍ଚ୍ଚ କଲେଜ ଆହ୍ଲାବାଦ ବିଶ୍ୱବିଦ୍ୟାଳୟ |
ସେନାୟାଂବା ଚୁବାତୋଶି ଜମିର (ଜନ୍ମ: ୧୭ ଅକ୍ଟୋବର ୧୯୩୧) ଓଡ଼ିଶାର ରାଜ୍ୟପାଳ ଦାୟିତ୍ୱ ନିର୍ବାହ କରୁଛନ୍ତି । [୧]
୧୭ ଅକ୍ଟୋବର ୧୯୩୧ରେ ଜନ୍ମିତ ଜମିର କଲିକତାର ସ୍କଟିଶ ମହାବିଦ୍ୟାଳୟ ଓ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ଶିକ୍ଷାଲାଭ କରିଅଛନ୍ତି । ଭାରତୀୟ ଜାତୀୟ କଂଗ୍ରେସ ଦଳରୁ ସେ ନିଜର ରାଜନୈତିକ ଜୀବନ ଆରମ୍ଭ କରିଥିଲେ । ୧୯୮୦ ମସିହା ଅପ୍ରେଲ ୧୮ ତାରିଖରେ ସେ ପ୍ରଥମେ ନାଗାଲାଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ଏହାପରେ ସେ ୧୯୮୨, ୧୯୭୯ ଓ ୧୯୯୩ରେ ସର୍ବମୋଟ ଚାରିଥର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରିଅଛନ୍ତି । ୨୦୦୪ ଜୁଲାଇ ୧୭ରେ ସେ ପ୍ରଥମେ ଗୋଆର ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ, ଏହାପରେ ସେ ମହାରାଷ୍ଟ୍ରର ରାଜ୍ୟପାଳ ଭାବେ ୨୦୦୮ ଜୁଲାଇ ୧୯ରେ ଦାୟିତ୍ୱ ଗ୍ରହଣ କରିଥିଲେ । ମହାରାଷ୍ଟ୍ରର ରାଜ୍ୟପାଳ ଦାୟିତ୍ୱ ନିର୍ବାହ ସମୟରେ ସେ ଗୁଜରାଟର ରାଜ୍ୟପାଳ ଭାବେ ଅତିତିକ୍ତ ଦାୟିତ୍ୱ ନିର୍ବାହ କରିଥିଲେ ।
ଆଧାର
[ସମ୍ପାଦନା]- ↑ "Ex-CBI Director Ashwani Kumar appointed Nagaland Governor, S C Jamir in Odisha : North, News - India Today". indiatoday.intoday.in. 2013. Retrieved 10 March 2013.
Jamir was appointed as Governor of Odhisa
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |