ଆମରି ଗାଁ ଝୁଅ
ଦେଖଣା
ଆମରି ଗାଁ ଝୁଅ | |
---|---|
ନିର୍ଦ୍ଦେଶକ | ବିନୟ ବାନାର୍ଜି |
ପ୍ରଯୋଜକ | ନରେନ୍ଦ୍ର କୁମାର ମିତ୍ର |
କଳାକାର | ଗୌର ଘୋଷ, ଚପଳା ନାୟକ, ଗୋପାଳ ବାନାର୍ଜୀ |
ମୁକ୍ତିଲାଭ ତାରିଖ | ୧୯୫୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଖର୍ଚ୍ଚ | ୬୫,୦୦୦ |
ବିନୟ ବାନାର୍ଜୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ କଥାଚିତ୍ର ଆମରି ଗାଁ ଝୁଅ[୧] ୧୯୫୩ ମସିହାରେ ମୁକ୍ତିଲାଭ କରିଥିଲା ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ କଥାଚିତ୍ର ‘ଆମରି ଗାଁ ଝୁଅ’ରେ ଅଭିନୟ କରିଥିବା କଳାକାର ହେଲେ:[୨]
- ଗୋପାଳ ବାନାର୍ଜି
- ଚପଳା ନାୟକ, ଅନୁ ଚରିତ୍ରରେ
- ଭାନୁମତୀ ଦେବୀ[୩]
- ଦୁର୍ଲଭ ସିଂ
- ଗୌର ଘୋଷ, ବିନୋଦ ଚରିତ୍ରରେ
ଆଧାର
[ସମ୍ପାଦନା]- ↑ Panda, Namita. "Portal tribute to star couple". The Telegraph. Retrieved 21 December 2015.
- ↑ "Amari Gaan Jhua". GourParbati. Retrieved 21 December 2015.
- ↑ Panda, Namita (2012). "Arclights out, actresses fight poverty". telegraphindia.com. Retrieved 18 January 2013.
She started her film career at the age of 19 in 1953 with Aama Gaan Jhua,
ଅଧିକ ତଥ୍ୟ
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଆମରି ଗାଁ ଝୁଅ