ରଥ ସପ୍ତମୀ
ଦେଖଣା
ରଥ ସପ୍ତମୀ | |
---|---|
ଅନ୍ୟ ନାମ | ମାଘ ସପ୍ତମୀ, ସୂର୍ଯ୍ୟ ଜୟନ୍ତୀ, ଭାନୂ ସପ୍ତମୀ |
ପାଳନକାରୀ | ହିନ୍ଦୁ |
ତାରିଖ | ମାଘ ଶୁକ୍ଳ ସପ୍ତମୀ |
୨୦୨୫ ତାରିଖ | |
ସମ୍ପର୍କିତ | ସୂର୍ଯ୍ୟଙ୍କ ପୂଜା ଓ ଉପାସନା |
ମାଘ ଶୁକ୍ଳ ସପ୍ତମୀ ଦିନଟି ରଥ ସପ୍ତମୀ ଭାବେ ପାଳନ କରାଯାଏ ।[୧]ସୂର୍ଯ୍ୟ ଦେବତାଙ୍କର ଉପାସନା ଏଇ ଦିନ କରାଯାଏ ।
ଅଞ୍ଚଳ
[ସମ୍ପାଦନା]କୋଣାର୍କର ଚନ୍ଦ୍ରଭାଗା ବେଳାଭୂମି । ସୂର୍ଯ୍ୟଙ୍କୁ ସମର୍ପିତ ବିଶ୍ୱବିଖ୍ୟାତ କୋଣାର୍କ ସୂର୍ଯ୍ୟ ମନ୍ଦିର ଯାହା କୃଷ୍ଣ ପାଗୋଡା ଭାବେ ଖ୍ୟାତ ଏହିଠାରେ ଅବସ୍ଥିତ।
ସଂକ୍ଷେପରେ
[ସମ୍ପାଦନା]ଏହା ଓଡ଼ିଶାର ଏକ ପ୍ରମୁଖ ପର୍ବ। ଏଥିରେ ଓଡ଼ିଶା ତଥା ଭାରତର ବିଭିନ୍ନ ଦେଶରୁ ଭକ୍ତମାନେ ଏକତ୍ରିତ ହୋଇଥାନ୍ତି । ତା’ଛଡା ବିଦେଶରୁ ମଧ୍ୟ ଅନେକ ପର୍ଯ୍ୟଟକ ଏମିତି ମନୋରମ ଉତ୍ସବର ଆନନ୍ଦ ନେବାପାଇଁ ଆସିଥାନ୍ତି । ଏଇ ଦିନ ମହୋଦଧିରେ ସ୍ନାନ ପୂର୍ବକ ଭକ୍ତମାନେ ଉଦିତ ସୂର୍ଯ୍ୟଙ୍କୁ ଦର୍ଶନ ଓ ପ୍ରଣାମ କରନ୍ତି ।
ଆଧାର
[ସମ୍ପାଦନା]- ↑ "Ratha Saptami 2013 Date". hindusphere.com. Retrieved 30 January 2013.
Ratha Saptami falls on the Magha Sukla Paksha Saptami i.e on the seventh day of the waxing phase of the moon in the month of Magha.