ଲାବଣ୍ୟ ପ୍ରୀତି
ଦେଖଣା
ଲାବଣ୍ୟ ପ୍ରୀତି | |
---|---|
ନିର୍ଦ୍ଦେଶକ | ଅପୂର୍ବ କିଶୋର ବୀର[୧] |
ଚିତ୍ରନାଟ୍ୟ | ଅପୂର୍ବ କିଶୋର ବୀର |
କାହାଣୀ | ମହାପାତ୍ର ନୀଳମଣି ସାହୁ |
କଳାକାର | ତାରାଶଙ୍କର ମିଶ୍ର, ସୌମ୍ୟଶ୍ରୀ ମିଶ୍ର, ଅଦିତି ବୀର |
ସଙ୍ଗୀତ | ଭାବଦୀପ ଜୟପୁରବାଲା |
ଚିତ୍ରଗ୍ରହଣ | ଅପୂର୍ବ କିଶୋର ବୀର |
ସମ୍ପାଦକ | ଦିଲ୍ଲିପ ପଣ୍ଡା |
ମୁକ୍ତିଲାଭ ତାରିଖ | ୧୯୯୩ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଅପୂର୍ବ କିଶୋର ବୀରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଲାବଣ୍ୟ ପ୍ରୀତି ୧୯୯୩ ମସିହାରେ ମୁକ୍ତିଲାଭ କରିଥିଲା ।[୨] ବହୁ ଜାତୀୟ ଓ ଆନର୍ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ଏହି ଚଳଚ୍ଚିତ୍ରଟି ପ୍ରଦର୍ଶିତ ହୋଇ ସମ୍ମାନୀତ ହୋଇଥିଲା ।[୩] ଚଳଚ୍ଚିତ୍ରଟି ମହାପାତ୍ର ନୀଳମଣି ସାହୁଙ୍କ ଗଳ୍ପ "ପ୍ରଥମ ପ୍ରଣୟ" ଉପରେ ପର୍ଯ୍ୟବସିତ ।
ଅଭିନୟରେ
[ସମ୍ପାଦନା]ଓଡ଼ିଆ ଚଳଚ୍ଚିତ୍ର ‘ଲାବଣ୍ୟ ପ୍ରୀତି’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ:
ପୁରସ୍କାର
[ସମ୍ପାଦନା]- ଶ୍ରେଷ୍ଠ ଚଳଚ୍ଚିତ୍ର - ୧୯୯୩ (୮ମ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ)
- ଶ୍ରେଷ୍ଠ ବାଳ ଅଭିନେତା - ୧୯୯୩ (୮ମ ଆନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ଉତ୍ସବ)
- ଶ୍ରେଷ୍ଠ ବାଳ ଚଳଚ୍ଚିତ୍ର - ୧୯୯୪ (୪୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର)
- ଶ୍ରେଷ୍ଠ ବାଳ ଅଭିନେତା - ୧୯୯୪ (୪୧ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର)[୪]
- ଶ୍ରେଷ୍ଠ ଏସୀୟ ଚଳଚ୍ଚିତ୍ର - ଓସାକା ଆନ୍ତର୍ଜାତୀୟ ଚଳଚ୍ଚିତ୍ର ପୁରସ୍କାର[୫]
ଆଧାର
[ସମ୍ପାଦନା]- ↑ http://www.dailypioneer.com/state-editions/bhopal/film-bajaa-screened-at-tribal-museum.html
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 70–. ISBN 978-1-136-77284-9.
- ↑ India. Ministry of Information and Broadcasting (1996). India, a reference annual. Publications Division, Ministry of Information and Broadcasting. ISBN 978-81-230-0432-7.
- ↑ "ଆର୍କାଇଭ୍ କପି". Archived from the original on 2017-09-16. Retrieved 2017-09-11.
{{cite web}}
: Cite has empty unknown parameter:|1=
(help) - ↑ http://dff.nic.in/synopsis.asp
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲାବଣ୍ୟ ପ୍ରୀତି