ହେ ସଖା

ଉଇକିପିଡ଼ିଆ‌ରୁ
ହେ ସଖା
ନିର୍ଦ୍ଦେଶକଆଶିଷ ଭଟ୍ଟାଚାର୍ଯ୍ୟ
ପ୍ରଯୋଜକସଂଗ୍ରାମ ଗଜେନ୍ଦ୍ର
ସଂଳାପନିର୍ମଳ ପଣ୍ଡା, ଶରଣାବିନ୍ଦ
ଚିତ୍ରନାଟ୍ୟଆଶିଷ ଭଟ୍ଟାଚାର୍ଯ୍ୟ
କଳାକାରସମୀର, ସାଣ୍ଟୁ, ଗାର୍ଗୀ ମହାନ୍ତି
ସଙ୍ଗୀତଅମରେନ୍ଦ୍ର ମହାନ୍ତି
ଚିତ୍ରଗ୍ରହଣଆଶିଷ ଭଟ୍ଟାଚାର୍ଯ୍ୟ
ମୁକ୍ତିଲାଭ ତାରିଖ
୧ ଜାନୁଆରୀ ୨୦୧୨
ଦେଶ ଭାରତ
ଭାଷାଓଡ଼ିଆ

ହେ ସଖା, ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସଂଗ୍ରାମ ଗଜେନ୍ଦ୍ର । ନିର୍ମଳ ପଣ୍ଡା ଓ ଶରଣାବିନ୍ଦ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଆଶିଷ ଭଟ୍ଟାଚାର୍ଯ୍ୟ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୧][୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଗାର୍ଗୀ ମହାନ୍ତି, ସମୀର ଓ ସାଣ୍ଟୁ ।[୧]

ଅଭିନୟରେ[ସମ୍ପାଦନା]

ଓଡ଼ିଆ କଥାଚିତ୍ର ‘ହେ ସଖା’ରେ ଅଭିନୟ କରିଥିବା ପ୍ରମୁଖ କଳାକାର ହେଲେ: [୩]

ଗୀତ ଓ ସଙ୍ଗୀତ[ସମ୍ପାଦନା]

ଗୀତ[ସମ୍ପାଦନା]

  1. ହେ ସଖା
  2. ହରି ହରି
  3. ଫୁଲ ଫୁଟିଚି
  4. ରୁଣୁ ଝୁଣୁ
  5. ଶ୍ରୀକୃଷ୍ଣ

ଆଧାର[ସମ୍ପାଦନା]

  1. ୧.୦ ୧.୧ "ଶ୍ରୀକୃଷ୍ଣ ଏବଂ ସୁଦାମାଙ୍କ ଉପରେ ତିଆରି ହୋଇଛି ଓଡ଼ିଆ ଛବି , ପୌରାଣିକ ଆଉ ସାମାଜିକ ବି | Sambad". Sambad. ଓଡ଼ିଶା. 2 September 2018. Archived from the original on 3 September 2018. Retrieved 2 September 2018.
  2. http://odishasuntimes.com/2015/01/13/odishas-veteran-actor-director-hara-patnaik-no/
  3. incredibleorissa.com: He Sakha Odia Film Cast & Crew
  4. "ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ କରୋନାରେ ଦେହାନ୍ତ : ଭୁବନେଶ୍ୱରରେ ସମ କୋଭିଡ ହସ୍ପିଟାଲରେ ୫ଦିନ ହେଲା ଚାଲିଥିଲା ଚିକିତ୍ସା". www.kanaknews.com. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 17 May 2021. Retrieved 17 May 2021.

ବାହାର ଆଧାର[ସମ୍ପାଦନା]

ଇଣ୍ଟରନେଟ ମୁଭି ଡାଟାବେସରେ ହେ ସଖା