କୁରୁକ୍ଷେତ୍ର (ଟେଲି ଫିଲ୍ମ)
କୁରୁକ୍ଷେତ୍ର | |
---|---|
ନିର୍ଦ୍ଦେଶକ | ଅଶ୍ୱିନୀ ତ୍ରିପାଠୀ |
ପ୍ରଯୋଜକ | କ୍ଷୀରୋଦ ପଟ୍ଟନାୟକ |
ସଂଳାପ | ଦୀପକ କୁମାର |
ଚିତ୍ରନାଟ୍ୟ | ଅଶ୍ୱିନୀ ତ୍ରିପାଠୀ |
କଳାକାର | ଆକାଶ ଦାସନାୟକ ତମନ୍ନା ବ୍ୟାସ ସମରେଶ ରାଉତରାୟ ପିଣ୍ଟୁ ନନ୍ଦ ପ୍ରଦ୍ୟୁମ୍ନ ଲେଙ୍କା |
ସଙ୍ଗୀତ | ଗୁଡ୍ଲି ରଥ |
ଚିତ୍ରଗ୍ରହଣ | ଅକ୍ଷୟ କୁମାର ନାୟକ ଶାରଦା ସାହୁ |
ସମ୍ପାଦକ | ମାନସ କୁମାର ସାହୁ |
ମୁକ୍ତିଲାଭ ତାରିଖ | ୧୩ ଫେବୃଆରୀ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କୁରୁକ୍ଷେତ୍ର ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କ୍ଷୀରୋଦ ପଟ୍ଟନାୟକ । ଦୀପକ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ । ସଙ୍ଗୀତକାର ଗୁଡ୍ଲି ରଥ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୨]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଆକାଶ ଦାସନାୟକ ଓ ତମନ୍ନା ବ୍ୟାସ ।[୩] ସମରେଶ ରାଉତରାୟ, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ଇଲୁ ବାନାର୍ଜୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟିର ୨୦୨୨ ମସିହାର ଫେବୃଆରୀ ୧୩ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ଆକାଶ ଦାସନାୟକ
- ତମନ୍ନା ବ୍ୟାସ
- ସମରେଶ ରାଉତରାୟ
- ପିଣ୍ଟୁ ନନ୍ଦ
- ପ୍ରଦ୍ୟୁମ୍ନ ଲେଙ୍କା
- ଇଲୁ ବାନାର୍ଜୀ
- ଲତାସା
- ସୁଶାନ୍ତ
- ଅମନ
- ପୁପୁନ ଜେନା
- ଶ୍ରୀକାନ୍ତ ସାମଲ
- ମଣ୍ଟୁ
- ଦେବେନ୍ଦ୍ର
- ଅଙ୍କିତ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଗୁଡ୍ଲି ରଥ । ନିର୍ମଳ ନାୟକ ଓ ସୂର୍ଯ୍ୟ ମହାପାତ୍ର ଆଦି ଗୀତିକାରମାନେ କଥାଚିତ୍ରଟିର ଗୀତ ରଚନା କରିଥିଲେ । କୁଳଦୀପ ପଟ୍ଟନାୟକ, ଲିପ୍ସା ମହାପାତ୍ର, ଗୌରବ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ପାପା ଆଇ ଲଭ୍ ୟୁ" | ସୂର୍ଯ୍ୟ ମହାପାତ୍ର | ସିଦ୍ଦିଂସା ବିନ୍ଧାଣୀ, ସୁଶାନ୍ତ ମିଶ୍ର | ୦୪:୧୪ |
2. | "ତୁ ପ୍ରିୟା ମୋର" | ସୂର୍ଯ୍ୟ ମହାପାତ୍ର | କୁଳଦୀପ ପଟ୍ଟନାୟକ, ଲିପ୍ସା ମହାପାତ୍ର | ୦୪:୧୧ |
3. | "କୁରୁକ୍ଷେତ୍ର" | ନିର୍ମଳ ନାୟକ |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ ୨.୦ ୨.୧ "ଆଜି ଦୁଇ ଓଡ଼ିଆ ସିନେମାର ୱାର୍ଲ୍ଡ ଟେଲିଭିଜନ ପ୍ରିମିୟର, 'କୁରୁକ୍ଷେତ୍ର', 'ଅଧାଲେଖା ଗପ' - ONA Khabar | DailyHunt Lite". ONA Khabar. ଭୁବନେଶ୍ୱର: Dailyhunt. 13 February 2022. Archived from the original on 19 June 2022. Retrieved 19 June 2022.
- ↑ "Odisha Actor Akash Das Nayak's 'Kurukshetra' To Release In Feb, Check Which Genre He Wants To Explore Next". odishabytes (in English). Bhubaneswar. 1 February 2022. Archived from the original on 17 June 2022. Retrieved 17 June 2022.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କୁରୁକ୍ଷେତ୍ର