ଚୋରଣୀ ୨
ଚୋରଣୀ ୨ | |
---|---|
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ପାତ୍ର |
ପ୍ରଯୋଜକ | ରମେଶ ବାରିକ |
ସଂଳାପ | ବି. ଚନ୍ଦନ କୁମାର |
ଚିତ୍ରନାଟ୍ୟ | ଦେବୀଦତ୍ତ ମହାନ୍ତି, ସନ୍ତୋଷ ନାରାୟଣ ଦାସ |
କାହାଣୀ | ଦେବୀଦତ୍ତ ମହାନ୍ତି, ସନ୍ତୋଷ ନାରାୟଣ ଦାସ |
କଳାକାର | ଅଭିଶେକ ପଣ୍ଡା ସୂର୍ଯ୍ୟମୟୀ ମହାପାତ୍ର ପିଣ୍ଟୁ ନନ୍ଦ ଅଶୋକ ଦାଶ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଆର୍. ଭଗତ ସିଂହ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୧୨ ଜୁନ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଚୋରଣୀ ୨, ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରମେଶ ବାରିକ । ଦେବୀଦତ୍ତ ମହାନ୍ତି ଓ ସନ୍ତୋଷ ନାରାୟଣ ଦାସ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ବି. ଚନ୍ଦନ କୁମାର ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ମୃତ୍ୟୁଞ୍ଜୟ ପାତ୍ର । ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୂର୍ଯ୍ୟମୟୀ ମହାପାତ୍ର ଓ ଅଭିଶେକ ପଣ୍ଡା । ପିଣ୍ଟୁ ନନ୍ଦ, ଶଙ୍କର, ତ୍ରିଭୁବନ ପଣ୍ଡା, ଅଶୋକ ଦାସ, ଅଳକା ଶତପଥୀ, ଡାଏନା ଐଶ୍ୱର୍ଯ୍ୟା, ଚିନୁ, ବାବୁ ପ୍ରଧାନ, ସୁଭାଶିଷ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକରେ ଅଭିନୟ କରିଥିଲେ ।
ଅଭିନୟ
[ସମ୍ପାଦନା]- ସୂର୍ଯ୍ୟମୟୀ ମହାପାତ୍ର[୨]
- ଅଭିଶେକ ପଣ୍ଡା
- ପିଣ୍ଟୁ ନନ୍ଦ
- ଶଙ୍କର
- ତ୍ରିଭୁବନ ପଣ୍ଡା
- ଅଶୋକ ଦାଶ
- ଅଳକା ଶତପଥୀ
- ଡାଏନା ଐଶ୍ୱର୍ଯ୍ୟା
- ଅନନ୍ତ ମିଶ୍ର
- ଚିନୁ
- ବାବୁ ପ୍ରଧାନ
- ସୁଭାଶିଷ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ଗୀତିକାର ନିର୍ମଳ ନାୟକ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ ପ୍ରଧାନ, ଲୋପାମୁଦ୍ରା ଦାଶ, ଅମ୍ରିତା ନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ମୁଁ ଚୋରଣୀ" | ଅନ୍ତରା ଚକ୍ରବର୍ତ୍ତୀ | |
2. | "ମୁଁ ଜିଅନ୍ତା ଦହିବରା" | ଲୋପାମୁଦ୍ରା ଦାଶ, ସତ୍ୟଜିତ ପ୍ରଧାନ | |
3. | "ତୁ ମୋର ପ୍ରେମ କଣ୍ଢେଇ" | ସ୍ୱୟମ ପାଢ଼ୀ, ଅମ୍ରିତା ନାୟକ |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ "ସେଲିବ୍ରିଟିଙ୍କ ନିଆରା ରଜ, କିଏ କେଉଁଠି ପାଳିବେ ରଜ | Sambad" (in ଆମେରିକୀୟ ଇଂରାଜୀ). 2022-06-12. Archived from the original on 2022-06-15. Retrieved 2022-06-15.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଚୋରଣୀ ୨