ସୁନୟନା
ଫାଇଲ:ସୁନୟନା | |
ନିର୍ଦ୍ଦେଶକ | ମୃତ୍ୟୁଞ୍ଜୟ ସାହୁ |
---|---|
ପ୍ରଯୋଜକ | ପବିତ୍ର ନାୟକ |
ସଂଳାପ | ବି. ଚନ୍ଦନ କୁମାର |
ଚିତ୍ରନାଟ୍ୟ | ଏସ୍. କେ. ମୂରଲୀଧରନ |
କାହାଣୀ | ଏସ୍. କେ. ମୂରଲୀଧରନ |
କଳାକାର | ପ୍ରଦୀପ କୁମାର ସାହୁ ଜାଗୃତି ରଥ ତ୍ରିଭୁବନ ପଣ୍ଡା ଭୂପତି ତ୍ରିପଠୀ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଆର୍. ଭଗତ ସିଂହ |
ସମ୍ପାଦକ | ରାଜେଶ ଦାଶ |
ମୁକ୍ତିଲାଭ ତାରିଖ | ୩ ଅପ୍ରେଲ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ସୁନୟନା ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପବିତ୍ର ନାୟକ । ଏସ୍. କେ. ମୂରଲୀଧରନ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ବି. ଚନ୍ଦନ କୁମାର । ମୃତ୍ୟୁଞ୍ଜୟ ସାହୁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୨] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ପ୍ରଦୀପ କୁମାର ସାହୁ ଓ ଜାଗୃତି ରଥ ।[୨] ତ୍ରିଭୁବନ ପଣ୍ଡା, ଭୂପତି ତ୍ରିପାଠୀ, ସରୋଜ ଦାସ, ରାଜେଶ ପଣ୍ଡା, ମାନିନୀ ନନ୍ଦ, ସୁଶୀଲ ମିଶ୍ର, ଭବାନୀ, ନନ୍ଦୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୩ ଅପ୍ରେଲ ୨୦୨୨ରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ପ୍ରଦୀପ କୁମାର ସାହୁ
- ଜାଗୃତି ରଥ
- ତ୍ରିଭୁବନ ପଣ୍ଡା
- ଭୂପତି ତ୍ରିପାଠୀ
- ସରୋଜ ଦାସ
- ରାଜେଶ ପଣ୍ଡା
- ମାନିନୀ ନନ୍ଦ
- ସୁଶୀଲ ମିଶ୍ର
- ଭବାନୀ
- ନନ୍ଦୁ (ଶିଶୁ କଳାକାର)
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର । ନିର୍ମଳ ନାୟକ ଓ ଦେବୀଦତ୍ତ ମହାନ୍ତି ଭଳି ଗୀତିକାର ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ସ୍ୱୟମ ପାଢ଼ୀ, ଜ୍ୟୋତିର୍ମୟୀ ନାୟକ, ଗୌରବ ଆନନ୍ଦ, ବିଶ୍ୱଜିତ ମହାପାତ୍ର, ଅନନ୍ୟା ଶ୍ରୀତମ ନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଜୀବନ ଏ ଦି'ଦିନର" | ନିର୍ମଳ ନାୟକ | ଗୌରବ ଆନନ୍ଦ | |
2. | "ସୁନୟନା" | ନିର୍ମଳ ନାୟକ | ସ୍ୱୟମ ପାଢ଼ୀ, ଜ୍ୟୋତିର୍ମୟୀ ନାୟକ | |
3. | "ଲାଇଫ୍ଟା ଲାଗୁଚି କଲର୍ଫୁଲ୍" | ଦେବୀଦତ୍ତ ମହାନ୍ତି | ବିଶ୍ୱଜିତ ମହାପାତ୍ର, ଅନନ୍ୟା ଶ୍ରୀତମ ନନ୍ଦ |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ ୨.୦ ୨.୧ ୨.୨ "Jagruti Rath debut Odia film Sunayana". Odia Live (in English). 13 March 2022. Retrieved 7 June 2022.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ସୁନୟନା